ସାଇନା ଜିତିଲେ ଅଷ୍ଟ୍ରେଲିଆନ୍ ଓପନ୍‌

ସିଡ୍‌ନୀ: ଚୀନ୍‌ର ସୁନ୍ ୟୁଙ୍କୁ ହରାଇ ସାଇନା ନେହୱାଲ ବନି ଯାଇଛନ୍ତି ଅଷ୍ଟ୍ରେଲିଆନ୍ ଓପନ୍‌ ସୁପର୍ ସିରିଜ୍‌ର ମହିଳା ଏକକ ବର୍ଗର ଚାମ୍ପିଅନ୍। ସେ ସୁନ୍‌ଙ୍କୁ ୧୧-୨୧, ୨୧-୧୪, ୨୧-୧୯ରେ ପରାସ୍ତ କରିଥିଲେ। ଏହା ହେଉଛି ସାଇନାଙ୍କ ଦ୍ୱିତୀୟ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍। ୨୦୧୪ରେ ସେ ପ୍ରଥମ ଥର ପାଇଁ ଏହି ଟାଇଟଲ୍ ଜିତି ଥିଲେ। ସାଇନାଙ୍କ ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ଟରରେ ଶୁଭେଚ୍ଛା ଜଣାଇଛନ୍ତି।

saina

Rakesh Mallick
  • Published: Sunday, 12 June 2016
  • , Updated: 12 June 2016, 05:20 PM IST

ସିଡ୍‌ନୀ: ଚୀନ୍‌ର ସୁନ୍ ୟୁଙ୍କୁ ହରାଇ ସାଇନା ନେହୱାଲ ବନି ଯାଇଛନ୍ତି ଅଷ୍ଟ୍ରେଲିଆନ୍ ଓପନ୍‌ ସୁପର୍ ସିରିଜ୍‌ର ମହିଳା ଏକକ ବର୍ଗର ଚାମ୍ପିଅନ୍। ସେ ସୁନ୍‌ଙ୍କୁ ୧୧-୨୧, ୨୧-୧୪, ୨୧-୧୯ରେ ପରାସ୍ତ କରିଥିଲେ।

ଏହା ହେଉଛି ସାଇନାଙ୍କ ଦ୍ୱିତୀୟ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍। ୨୦୧୪ରେ ସେ ପ୍ରଥମ ଥର ପାଇଁ ଏହି ଟାଇଟଲ୍ ଜିତି ଥିଲେ।

ସାଇନାଙ୍କ ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ଟରରେ ଶୁଭେଚ୍ଛା ଜଣାଇଛନ୍ତି।

Related story