ବିଲିଙ୍ଗସ୍ ଇଂଲଣ୍ଡ ଟି-୨୦ ଦଳର ଭାଇସ୍‌-କ୍ୟାପଟେନ୍‌

ୱେଲିଂଟନ୍‌: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଅଲରାଉଣ୍ଡର ସାମ୍ ବିଲିଙ୍ଗସଙ୍କୁ ଇଂଲଣ୍ଡ କ୍ରିକେଟ୍ ଟିମର ଭାଇସ୍‌-କ୍ୟାପଟେନ୍ ନିଯୁକ୍ତ କରାଯାଇଛି। ନ୍ୟୁଜିଲ୍ୟାଣ୍ଡରେ ଇଂଲଣ୍ଡ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ବିଲିଙ୍ଗସ୍ ଚଳିତ ବର୍ଷ ମାର୍ଚ୍ଚରେ ଇଂଲଣ୍ଡ ପକ୍ଷରୁ ନିଜର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ଏହା ପରେ ସେ ଆହତ କାରଣରୁ ବିଶ୍ୱକପରୁ ବାହାରେ ରହିଥିଲେ। ଇଂଲଣ୍ଡ ଟି-୨୦ ଦଳର ନିୟମିତ କ୍ୟାପଟେନ୍ ଭାବେ ଇଆନ୍ ମୋର୍ଗାନ୍ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ତେବେ […]

sam-billings

sam-billings

Ranjit Kumar Jena
  • Published: Friday, 25 October 2019
  • Updated: 25 October 2019, 06:40 PM IST

Sports

Latest News

ୱେଲିଂଟନ୍‌: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଅଲରାଉଣ୍ଡର ସାମ୍ ବିଲିଙ୍ଗସଙ୍କୁ ଇଂଲଣ୍ଡ କ୍ରିକେଟ୍ ଟିମର ଭାଇସ୍‌-କ୍ୟାପଟେନ୍ ନିଯୁକ୍ତ କରାଯାଇଛି। ନ୍ୟୁଜିଲ୍ୟାଣ୍ଡରେ ଇଂଲଣ୍ଡ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ବିଲିଙ୍ଗସ୍ ଚଳିତ ବର୍ଷ ମାର୍ଚ୍ଚରେ ଇଂଲଣ୍ଡ ପକ୍ଷରୁ ନିଜର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ଏହା ପରେ ସେ ଆହତ କାରଣରୁ ବିଶ୍ୱକପରୁ ବାହାରେ ରହିଥିଲେ।

ଇଂଲଣ୍ଡ ଟି-୨୦ ଦଳର ନିୟମିତ କ୍ୟାପଟେନ୍ ଭାବେ ଇଆନ୍ ମୋର୍ଗାନ୍ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ତେବେ ଟି-୨୦ ଟିମରୁ ଜୋ ରୁଟ୍ ଓ ଜୋସ୍ ବଟଲରଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ନ୍ୟୁଜିଲ୍ୟାଣ୍ଡ୍ ଟି-୨୦ ଟିମ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ଆହତ କାରଣରୁ ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ପେସର୍ ଟିମ୍ ସାଉଦି ନ୍ୟୁଜିଲ୍ୟାଣ୍ଡ୍ ଟିମର ନେତୃତ୍ୱ ନେବେ। ସିରିଜର ପ୍ରଥମ ମ୍ୟାଚ୍ କ୍ରାଇଷ୍ଟଚର୍ଚ୍ଚରେ ନଭେମ୍ବର ୧ ତାରିଖରେ ଖେଳାଯିବ। ଟି-୨୦ ସିରିଜ୍ ପରେ ଉଭୟ ଟିମ୍ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ।

ଇଂଲଣ୍ଡ ଟି-୨୦ ସ୍କ୍ୱାଡ୍‌: ଇଆନ୍ ମୋର୍ଗାନ୍ (କ୍ୟାପଟେନ୍‌), ଜନ୍ନି ବେୟାରଷ୍ଟୋ, ଟମ୍ ବାଣ୍ଟନ୍‌, ସାମ୍ ବିଲିଙ୍ଗସ୍‌, ପ୍ୟାଟ୍ ବ୍ରାଉନ୍‌, ସାମ୍ କୁରାନ୍‌, ଟମ୍ କୁରାନ୍‌, ଜୋ ଡେନଲୀ, ଲୁଇସ୍ ଗ୍ରିଗୋରୀ, କ୍ରିସ୍ ଜୋର୍ଡାନ୍‌, ସାକିବ୍ ମହମ୍ମଦ, ଡେୱିଡ୍ ମଲାନ୍‌, ମ୍ୟାଟ୍ ପାର୍କିନସନ୍‌, ଆଦିଲ୍ ରଶିଦ୍‌, ଜେମ୍ସ ଭିନ୍ସ।

ନ୍ୟୁଜିଲ୍ୟାଣ୍ଡ୍ ଟି-୨୦ ସ୍କ୍ୱାଡ୍‌: ଟିମ୍ ସାଉଦି (କ୍ୟାପଟେନ୍‌), ଟ୍ରେଣ୍ଟ୍ ବୋଲ୍ଟ (ଶେଷ ଦୁଇଟି ମ୍ୟାଚ୍ ପାଇଁ), କଲିନ୍ ଡି'ଗ୍ରାଣ୍ଡହୋମ୍‌, ଲକି ଫର୍ଗୁସନ୍ (ପ୍ରଥମ ତିନୋଟି ମ୍ୟାଚ୍ ପାଇଁ), ମାର୍ଟିନ୍ ଗପ୍ଟିଲ୍‌, ସ୍କଟ୍ କୁଗଲେଇନ୍‌, ଡାରିଏଲ୍ ମିଚେଲ୍‌, କଲିନ୍ ମୁନରୋ, ଜିମ୍ମି ନୀଶାମ୍‌, ମିଚେଲ୍ ସାଣ୍ଟନର୍‌, ଟିମ୍ ସିଫର୍ଟ, ଇଶ ସୋଢି, ରସ୍ ଟେଲର୍‌, ବ୍ଲେୟାର୍ ଟିକନର୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story