ସାମସନଙ୍କ ଶତକରେ ରାଜସ୍ଥାନ ରୟାଲ୍ସ ୧୯୮/୨

ହାଇଦ୍ରାଦାବ: ସଞ୍ଜୁ ସାମସନଙ୍କ ଶତକ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲର ଶୁକ୍ରବାର ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରବାଦ ବିପକ୍ଷ ଅଷ୍ଟମ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୯୮ ରନ୍ କରିଛି। ଚଳିତ ଆଇପିଏଲର ପ୍ରଥମ ଶତକ ସାମସନଙ୍କ ନାମରେ ହୋଇଛି। ସେ ଅପରାଜିତ ୧୦୨ (୫୫ ବଲ୍, ୧୦ ଚୌକା, ୪ ଛକା) ରନ୍ ଓ ରାହାଣେ ୭୦ (୪୯ ବଲ, ୪ ଚୌକା, ୩ […]

sanju

sanju

Ranjit Kumar Jena
  • Published: Friday, 29 March 2019
  • Updated: 29 March 2019, 10:01 PM IST

Sports

Latest News

ହାଇଦ୍ରାଦାବ: ସଞ୍ଜୁ ସାମସନଙ୍କ ଶତକ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲର ଶୁକ୍ରବାର ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରବାଦ ବିପକ୍ଷ ଅଷ୍ଟମ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୯୮ ରନ୍ କରିଛି। ଚଳିତ ଆଇପିଏଲର ପ୍ରଥମ ଶତକ ସାମସନଙ୍କ ନାମରେ ହୋଇଛି।

ସେ ଅପରାଜିତ ୧୦୨ (୫୫ ବଲ୍, ୧୦ ଚୌକା, ୪ ଛକା) ରନ୍ ଓ ରାହାଣେ ୭୦ (୪୯ ବଲ, ୪ ଚୌକା, ୩ ଛକା) ରନ କରିଛନ୍ତି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ହାଇଦ୍ରାବାଦକୁ ୧୯୯ ରନ୍ କରିବାକୁ ପଡ଼ିବ। ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ରାହାଣେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ରାଜସ୍ଥାନକୁ ପ୍ରାରମ୍ଭିକ ଝଟକା ଦେଇଥିଲେ ଘରୋଇ ଦଳର ସ୍ପିନର ରଶିଦ୍ ଖାନ୍। ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ଜୋସ ବଟଲର ମାତ୍ର ୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ରାହାଣେ ଓ ସାମସନ୍ ଜବରଦସ୍ତ ବ୍ୟାଟିଂ କରି ଦଳକୁ ୧୦୦ ଅତିକ୍ରମ କରାଇଥିଲେ। ଦୁହେଁ ଦ୍ୱିତୀୟ ୱିକେଟ ପାଇଁ ୧୧୯ ରନ୍ ଯୋଡ଼ିଥିଲେ। ରାହାଣେ ୩୮ ବଲରେ ଓ ସାମସନ୍ ୩୪ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ।

ଦଳର ସ୍କୋର ୧୩୪ ଥିବା ବେଳେ ରାହାଣେଙ୍କୁ ଶାହାବାଜ ନଦିମ ଆଉଟ କରି ହାଇଦ୍ରାବାଦକୁ ଦ୍ୱିତୀୟ ସଫଳତା ଦେଇଥିଲେ। ଏହା ପରେ ସାମସନ ନିଜର ଏକାଗ୍ରତା ବଜାୟ ରଖି ନିଜର ଦ୍ୱିତୀୟ ଆଇପିଏଲ ଶତକ ମାରିଥିଲେ। ତାଙ୍କୁ ଶେଷ ଭାଗରେ ବେନ ଷ୍ଟୋକ୍ସ ଭରପୂର ସହଯୋଗ କରି ଦଳକୁ ୧୯୮ ରନର ବଡ଼ ସ୍କୋରରେ ପହଞ୍ଚାଇଛନ୍ତି।

ଦୁହେଁ ତୃତୀୟ ୱିକେଟ ପାଇଁ ୬୪ ରନର ପାର୍ଟନରଶିପ୍ କରିଛନ୍ତି। ଷ୍ଟୋକ୍ସ ୯ ବଲରେ ୩ ଚୌକା ସହ ୧୬ ରନ୍ କରି ଅପରାଜିତ ଥିଲେ। ହାଇଦ୍ରାବାଦ ପକ୍ଷରୁ ରଶିଦ୍ ଓ ନଦିମ ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଛନ୍ତି। କରିବ। ଏହି ମ୍ୟାଚରେ ହାଇଦ୍ରାବାଦର ନିୟମିତ ଅଧିନାୟକ କେନ ୱିଲିୟମସନ ପ୍ରତ୍ୟାବର୍ତ୍ତନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story