ପାକିସ୍ତାନ ଟେଷ୍ଟ ଓ ଟି-୨୦ କ୍ୟାପଟେନ୍ ପଦରୁ ସର୍ଫରାଜ ବିଦା

କରାଚି: ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ସର୍ଫରାଜ ଅହମ୍ମଦଙ୍କୁ ନେଇ ଚାଲିଥିବା ସବୁ ଚର୍ଚ୍ଚା ଉପରେ ଏବେ ବ୍ରେକ୍ ଲାଗିଛି। ତାଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ୍ ପଦରୁ ବହିଷ୍କାର କରିଛି। ତାଙ୍କ ସ୍ଥାନରେ ଆଝାର ଅଲୀଙ୍କୁ ଟେଷ୍ଟ ଏବଂ ବାବର ଆଜମଙ୍କୁ ଟି-୨୦ ଦଳର କ୍ୟାପଟେନ୍ ଭାବେ ନିଯୁକ୍ତ କରିଛି। କେବଳ ଏତିକି ନୁହେଁ, ୱିକେଟକିପର ବ୍ୟାଟ୍ସମ୍ୟାନ୍ ସର୍ଫରାଜଙ୍କୁ ମଧ୍ୟ ଟେଷ୍ଟ ଓ ଟି-୨୦ ଟିମରୁ ବାଦ୍ […]

ahmed

ahmed

Ranjit Kumar Jena
  • Published: Friday, 18 October 2019
  • Updated: 18 October 2019, 03:45 PM IST

Sports

Latest News

କରାଚି: ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ସର୍ଫରାଜ ଅହମ୍ମଦଙ୍କୁ ନେଇ ଚାଲିଥିବା ସବୁ ଚର୍ଚ୍ଚା ଉପରେ ଏବେ ବ୍ରେକ୍ ଲାଗିଛି। ତାଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ୍ ପଦରୁ ବହିଷ୍କାର କରିଛି। ତାଙ୍କ ସ୍ଥାନରେ ଆଝାର ଅଲୀଙ୍କୁ ଟେଷ୍ଟ ଏବଂ ବାବର ଆଜମଙ୍କୁ ଟି-୨୦ ଦଳର କ୍ୟାପଟେନ୍ ଭାବେ ନିଯୁକ୍ତ କରିଛି। କେବଳ ଏତିକି ନୁହେଁ, ୱିକେଟକିପର ବ୍ୟାଟ୍ସମ୍ୟାନ୍ ସର୍ଫରାଜଙ୍କୁ ମଧ୍ୟ ଟେଷ୍ଟ ଓ ଟି-୨୦ ଟିମରୁ ବାଦ୍ ଦିଆଯାଇଛି।

ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅଧ୍ୟକ୍ଷ ଏହସାନ୍ ମନି କହିଛନ୍ତି, ସର୍ଫରାଜଙ୍କୁ କ୍ୟାପଟେନ୍ ପଦରୁ ହଟାଇବାର ନିଷ୍ପତ୍ତି କଠିନ ଥିଲା। ନିକଟରେ ତାଙ୍କ ପ୍ରଦର୍ଶନ ବହୁତ ଖରାପ ରହିଥିଲା, ଯାହା ସମସ୍ତେ ଜାଣିଥିଲେ। ଏଭଳି ସ୍ଥିତିରେ ଟିମର ହିତ ପାଇଁ ଆମକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି। ପିସିବି ଆଝାରଙ୍କୁ ୨୦୧୯-୨୦ ସିଜନରେ ପାକିସ୍ତାନର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ମ୍ୟାଚ୍ ପାଇଁ ଜାତୀୟ ଦଳର କ୍ୟାପଟେନ୍ କରିଛି। ତେବେ ବାବରଙ୍କୁ ଆସନ୍ତାବର୍ଷ ଆଇସିସି ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-୨୦ ଟିମର କ୍ୟାପଟେନ୍ କରିଛି। ପାକିସ୍ତାନ ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ଦୁଇଟି ଟେଷ୍ଟ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ।

ପିସିବି ଦିନିକିଆ ପାଇଁ କ୍ୟାପଟେନ୍ ନାଁ ଘୋଷଣା କରିନାହିଁ। ଏହାସହ ଅନ୍ୟ ଫର୍ମାଟର ଭାଇସ୍‌-କ୍ୟାପଟେନର ମଧ୍ୟ ଘୋଷଣା କରାଯାଇନାହିଁ। ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାଇସ୍‌-କ୍ୟାପଟେନ୍ ନାଁ ଘୋଷଣା କରାଯିବ । ତେବେ ଦିନିକିଆ କ୍ୟାପଟେନର ଘୋଷଣା ନେଦରଲ୍ୟାଣ୍ଡ ଗସ୍ତ ପୂର୍ବରୁ କରାଯିବ। ୨୦୧୬ରେ ଭାରତରେ ଆୟୋଜିତ ଟି-୨୦ ବିଶ୍ୱକପରେ ସର୍ଫରାଜଙ୍କୁ ଜାତୀୟ ଟି-୨୦ ଦଳର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଥିଲା। ଏହା ପରେ ୨୦୧୭ରେ ଆଝାର ଅଲୀଙ୍କ ସ୍ଥାନରେ ସର୍ଫରାଜଙ୍କୁ ଦିନିକିଆ ଟିମର କ୍ୟାପଟେନ୍ କରାଯାଇଥିଲେ। ତାଙ୍କ ନେତୃତ୍ୱରେ ପାକିସ୍ତାନ ୨୦୧୭ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ସେହି ବର୍ଷ ମଧ୍ୟ ସର୍ଫରାଜଙ୍କୁ ଟେଷ୍ଟ ଟିମର କ୍ୟାପଟେନ୍ ଭାର ପ୍ରଦାନ କରାଯାଇଥିଲା।

ତାଙ୍କ ନେତୃତ୍ୱରେ ପାକିସ୍ତାନ ୧୩ ମ୍ୟାଚ୍ ଖେଳି ୪ଟିରେ ବିଜୟୀ ହୋଇଥିବା ବେଳେ ୮ଟିରେ ହାରିଛି। ଗୋଟିଏ ଟେଷ୍ଟ ଡ୍ର' ହୋଇଛି। ସର୍ଫରାଜଙ୍କୁ କ୍ୟାପଟେନ୍ ପଦରୁ ହଟାଇବା ପାଇଁ ଜାହିର୍ ଆବାସ, ମୋହସିନ୍ ଖାନ୍ ଓ ଶାହିଦ୍ ଆଫ୍ରିଦି ପରାମର୍ଶ ଦେଇଥିଲେ। ବିଶ୍ୱକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସର୍ଫରାଜଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଚଳିତମାସ ଆରମ୍ଭରୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ପାକିସ୍ତାନ ମୂଳପୋଛ୍ ହେବା ପରେ ତାଙ୍କ ନେତୃତ୍ୱ ଦକ୍ଷତାକୁ ନେଇ ଆହୁରି ପ୍ରଶ୍ନ ଉଠିଥିଲା। ଏଭଳି ସ୍ଥିତିରେ ସର୍ଫରାଜଙ୍କ କ୍ୟାପଟେନ୍ ପଦ ଯିବା ଏକ ପ୍ରକାର ନିଶ୍ଚିତ ଲାଗୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story