ବିଶ୍ୱ ରେକର୍ଡ ସହ ଅଲିମ୍ପିକ୍‌ କୋଟା ହାସଲ କଲେ ସୌରଭ ଚୌଧୁରୀ

ନୂଆଦିଲ୍ଲୀ: ଭାରତୀୟ ଯୁବ ଶୁଟର୍‌ ସୌରଭ ତିୱାରୀ ଦିଲ୍ଲୀସ୍ଥ କର୍ଣ୍ଣି ଶୁଟିଂ ରେଞ୍ଜ୍‌ରେ ଚାଲିଥିବା ଆଇଏସ୍ଏସ୍ଏଫ୍ ୱାର୍ଲ୍ଡ କପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ଭାରତର ଏହା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ୧୬ ବର୍ଷୀୟ ସୌରଭ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୨୪୫ ପଏଣ୍ଟ ସହ ବିଶ୍ୱ ରେକର୍ଡ ସ୍ଥାପନ କରି ଦେଶ ପାଇଁ ତୃତୀୟ ଅଲିମ୍ପିକ୍‌ କୋଟା ହାସଲ କରିଛନ୍ତି। ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ସୌରଭ ଉକ୍ତ […]

saurv

saurv

Subrat Kumar Nayak
  • Published: Sunday, 24 February 2019
  • Updated: 24 February 2019, 05:27 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଯୁବ ଶୁଟର୍‌ ସୌରଭ ତିୱାରୀ ଦିଲ୍ଲୀସ୍ଥ କର୍ଣ୍ଣି ଶୁଟିଂ ରେଞ୍ଜ୍‌ରେ ଚାଲିଥିବା ଆଇଏସ୍ଏସ୍ଏଫ୍ ୱାର୍ଲ୍ଡ କପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ଭାରତର ଏହା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ୧୬ ବର୍ଷୀୟ ସୌରଭ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୨୪୫ ପଏଣ୍ଟ ସହ ବିଶ୍ୱ ରେକର୍ଡ ସ୍ଥାପନ କରି ଦେଶ ପାଇଁ ତୃତୀୟ ଅଲିମ୍ପିକ୍‌ କୋଟା ହାସଲ କରିଛନ୍ତି।

ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ସୌରଭ ଉକ୍ତ ଇଭେଣ୍ଟର ଫାଇନାଲରେ ଲଗାତାର ଭଲ ପ୍ରଦର୍ଶନ କରି ସର୍ବିୟାର ଦାମିର ମିକେଚ୍‌ଙ୍କୁ ପଛରେ ପକାଇଥିଲେ। ଦାମିର ୨୩୯.୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ କବ୍‌ଜା କରିଥିବା ବେଳେ ଚୀନ୍‌ର ୱେଇ ପାଙ୍ଗ ୨୧୫.୨ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୮ଜଣିଆ ପୁରୁଷଙ୍କ ମଧ୍ୟରେ ହୋଇଥିବା ଫାଇନାଲ୍‌ ମୁକାବିଲାରେ ସୌରଭ ଦବଦବା ବଜାୟ ରଖିଥିଲେ ଏବଂ ରୌପ୍ୟ ପଦକ ବିଜେତା ଶୁଟର୍‌ଙ୍କଠାରୁ ୫.୭ ପଏଣ୍ଟ ଆଗରେ ରହିଥିଲେ।

ଏହିପରି ଭାବେ ଅନ୍ତିମ ଶଟ୍ ପୂର୍ବରୁ ହିଁ ସେ ସ୍ୱର୍ଣ୍ଣ ପଦକ ସୁନିଶ୍ଚିତ କରିଥିଲେ। ଭଲ ଶୁଭାରମ୍ଭ ସତ୍ତ୍ୱେ ସୌରଭ ପ୍ରଥମ ସିରିଜ୍ ପରେ ସର୍ବିୟା ଶୁଟର୍‌ଙ୍କ ସହ ବରାବରରେ ଥିଲେ। ଦ୍ୱିତୀୟ ସିରିଜ୍‌ରେ ଏହି ଚାମ୍ପିଅନ୍ ଶୁଟର୍ ନିଜର ଫର୍ମ ବଜାୟ ରଖିଥିଲେ ଏବଂ ପ୍ରଥମ ସ୍ଥାନ ହାସଲ କରିଥିଲେ।

ଏହି ଇଭେଣ୍ଟରେ ଭାଗ୍ ନେଇଥିବା ଅନ୍ୟ ଭାରତୀୟ ଶୁଟର୍‌ଙ୍କ ମଧ୍ୟରେ ଅଭିଷେକ ବର୍ମା ଓ ରବିନ୍ଦର ସିଂହ ଫାଇନାଲକୁ କ୍ୱାଲିଫାଏ କରିବାରେ ବିଫଳ ହୋଇଥିଲେ। ଶନିବାର ଭାରତର ଅପୂର୍ବ ଚାଣ୍ଡେଲା ମଧ୍ୟ ବିଶ୍ୱ ରେକର୍ଡ ସ୍ଥାପନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅପୂର୍ବୀ ମହିଳା ୧୦ ମିଟର ଏୟାର ରାଇଫଲ୍‌ ଇଭେଣ୍ଟରେ ଏହି ସଫଳତା ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story