ଟେଷ୍ଟ୍‌ ଟିମ୍‌ରୁ ଭୁବନେଶ୍ୱର ଆଉଟ୍‌: ପ୍ରଥମ ଥର ପାଇଁ IPL ହିରୋ ରିଷଭ ପନ୍ତଙ୍କୁ ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବ କ୍ରିକେଟର୍‌ ତଥା ଆଇପିଏଲ୍‌ ହିରୋ ରିଷଭ ପନ୍ତଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଟିମ୍‌ରେ ସ୍ଥାନ ମିଳିଛି। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ଟିକିଆ ଟେଷ୍ଟ ମ୍ୟାଚ୍‌ ସିରିଜରୁ ପ୍ରଥମ ୩ଟି ମ୍ୟାଚ୍ ପାଇଁ ଟିମ୍‌ ଚୟନ କରାଯାଇଛି। ଟିମ୍‌ରେ ରିଷଭ ପନ୍ତଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ଦିଆଯାଇଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (BCCI)ଆଜି ଟିମ୍‌ ଘୋଷଣା କରିଛି। ଦିନିକିଆ ସିରିଜ୍‌ରେ ସ୍ଥାନ ପାଇନଥିବା ବୁମ୍‌ରାଙ୍କୁ ମଧ୍ୟ ଦଳରେ […]

Virat-Kohli-Having-Gala-Time-With-Fellow-Cricketers-4 (1)

Rakesh Mallick
  • Published: Wednesday, 18 July 2018
  • Updated: 19 July 2018, 07:54 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବ କ୍ରିକେଟର୍‌ ତଥା ଆଇପିଏଲ୍‌ ହିରୋ ରିଷଭ ପନ୍ତଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଟିମ୍‌ରେ ସ୍ଥାନ ମିଳିଛି। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ଟିକିଆ ଟେଷ୍ଟ ମ୍ୟାଚ୍‌ ସିରିଜରୁ ପ୍ରଥମ ୩ଟି ମ୍ୟାଚ୍ ପାଇଁ ଟିମ୍‌ ଚୟନ କରାଯାଇଛି। ଟିମ୍‌ରେ ରିଷଭ ପନ୍ତଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ଦିଆଯାଇଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (BCCI)ଆଜି ଟିମ୍‌ ଘୋଷଣା କରିଛି। ଦିନିକିଆ ସିରିଜ୍‌ରେ ସ୍ଥାନ ପାଇନଥିବା ବୁମ୍‌ରାଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଆହତ କାରଣରୁ ସେ ପ୍ରଥମ ଟେଷ୍ଟ୍ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆହତ ଥିବା କାରଣରୁ ରିଦ୍ଧିମାନ ଶାହଙ୍କୁ ମଧ୍ୟ ଟେଷ୍ଟ୍‌ ଟିମ୍‌ରୁ ବାଦ ପଡ଼ିଛନ୍ତି। ଦିନେଶ କାର୍ତ୍ତିକ ଏଥର ୱିକେଟ୍‌ କିପିଂ ଦାୟିତ୍ୱ ତୁଲାଇବେ। ଭାରତୀୟ ଟିମ୍‌ର ନିୟମିତ ବୋଲର୍‌ ଭୁବନେଶ୍ୱର କୁମାରଙ୍କୁ ଟିମ୍‌ରେ ସ୍ଥାନ ମିଳିନାହିଁ। ଦିନିକିଆ ଓ ଟି-ଟ୍ୱେଣ୍ଟିର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କୁ ମଧ୍ୟ ଟେଷ୍ଟରେ ସ୍ଥାନ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story