ନେଟ୍ ପ୍ରାକ୍ଟିସ୍ ଛାଡ଼ି ଗୁଡ଼ି ଉଡାଇଲେ ଗବର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ନିଜର ହୋମ୍ ଗ୍ରାଉଣ୍ଡରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ନେଟ୍ ସେସନରେ ଜୋରଦାର ଅଭ୍ୟାସ କରିଛି। ଟିମର ଓପ୍ନର ଶିଖର ଧୱନ୍ ଏହା ମଧ୍ୟରେ ଆଉ କିଛି ଖେଳୁଥିବାରୁ ଦେଖିବାକୁ ମିଳିଥିଲା। ପ୍ରାକ୍ଟିସ୍ ସେସନ୍ ସମୟରେ ଶିଖର ଧୱନ୍ ହାତକୁ ଯେତେବେଳେ ଏକ ଗୁଡ଼ି ଆସିଲା, ସେ ନିଜକୁ ଆଉ ରୋକିପାରି ନଥିଲେ। ଧୱନ୍ ତୁରନ୍ତ ଗୁଡ଼ି ଧରି ଏହାକୁ ଦୀର୍ଘ ସମୟ ଧରି ଉଡାଇବାରେ ଲାଗିଥିଲେ। ସେ କହିଛନ୍ତି, ଗୁଡ଼ି […]

dhaw

dhaw

Ranjit Kumar Jena
  • Published: Thursday, 04 April 2019
  • Updated: 04 April 2019, 04:41 PM IST

Sports

Latest News

ନୂଆଦିଲ୍ଲୀ: ନିଜର ହୋମ୍ ଗ୍ରାଉଣ୍ଡରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ନେଟ୍ ସେସନରେ ଜୋରଦାର ଅଭ୍ୟାସ କରିଛି। ଟିମର ଓପ୍ନର ଶିଖର ଧୱନ୍ ଏହା ମଧ୍ୟରେ ଆଉ କିଛି ଖେଳୁଥିବାରୁ ଦେଖିବାକୁ ମିଳିଥିଲା।

ପ୍ରାକ୍ଟିସ୍ ସେସନ୍ ସମୟରେ ଶିଖର ଧୱନ୍ ହାତକୁ ଯେତେବେଳେ ଏକ ଗୁଡ଼ି ଆସିଲା, ସେ ନିଜକୁ ଆଉ ରୋକିପାରି ନଥିଲେ। ଧୱନ୍ ତୁରନ୍ତ ଗୁଡ଼ି ଧରି ଏହାକୁ ଦୀର୍ଘ ସମୟ ଧରି ଉଡାଇବାରେ ଲାଗିଥିଲେ। ସେ କହିଛନ୍ତି, ଗୁଡ଼ି ଉଡାଇବା ମୋର ବହୁତ ପସନ୍ଦ। କିନ୍ତୁ ମ୍ୟାଚ୍ ସିଡ୍ୟୁଲ ଅନୁଯାୟୀ, ମୁଁ ଆଉ ଗୁଡ଼ି ଉଡାଇପାରୁ ନାହିଁ।

ଧୱନ୍ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀର ମେଣ୍ଟର ମହମ୍ମଦ କୈଫ୍ ଜଣେ ପେସାଦାର ଗୁଡ଼ିଉଡାଳି ଏବଂ ସେ ଭଲ ଗୁଡ଼ି ଉଡାନ୍ତି। ସୂଚନରାଯୋଗ୍ୟ, ଗୁରୁବାର ଦିଲ୍ଲୀ ତା'ର ପରବର୍ତ୍ତୀ ମୁକାବିଲାରେ ସନରାଇଜର୍ସକୁ ଭେଟିବ। ହାଇଦ୍ରାବାଦ ଟିମ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛି।

ପ୍ରଥମ ମୁକାବିଲା ହାରିବା ପରେ ଓପ୍ନର ଡେଭିଡ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋଙ୍କ ପ୍ରତିପକ୍ଷ ଦଳର ବୋଲରଙ୍କ ଉପରେ ଦବଦବା କାଏମ ରଖିଛନ୍ତି। ୱାର୍ଣ୍ଣର ଓ ବେୟାରଷ୍ଟୋ ଲଗାତାର ତିନୋଟି ମ୍ୟାଚରେ ପ୍ରଥମ ୱିକେଟ ପାଇଁ ୧୦୦ରୁ ଅଧିକ ରନ୍ ଯୋଡ଼ିଛନ୍ତି। ଏହି ଯୋଡ଼ିକୁ ରୋକିବା ଦିଲ୍ଲୀ ପକ୍ଷେ ସହଜ ହେବନି। ଦିଲ୍ଲୀ ଚାରୋଟି ମ୍ୟାଚରେ ୨ଟି ବିଜୟ ଓ ୨ ପରାଜୟବରଣ କରିଛି।

ଦେଖନ୍ତୁ ଭିଡିଓ

View this post on Instagram

Watch Shikhar Dhawan bring back his childhood memories by flying a kite while heading for his nets session!

A post shared by Delhi Capitals (@delhicapitals) on

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story