ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ: ସ୍ୱର୍ଣ୍ଣ ଜିତିଲେ ଶିବ ଓ ପୂଜା

ଟୋକିଓ: ଭାରତର ଦୁଇ ଶୀର୍ଷ ବକ୍ସର ଶିବ ଥାପା (୬୩ କେଜି) ଓ ପୂଜା ରାନୀ (୭୫ କେଜି) ଏଠାରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତେବେ ଭାରତର ଅନ୍ୟତମ ଷ୍ଟାର୍ ବକ୍ସର ଆଶିଷ (୬୯ କେଜି) ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଚାରିଥରର ଏସିଆନ୍ ପଦକ ବିଜେତା ଶିବ ଫାଇନାଲରେ କଜାଖସ୍ତାନର ଜାତୀୟ ଚାମ୍ପିୟନ୍ ଏବଂ ଏସିଆନ୍ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ସାନାତାଲି ତୋଲତାୟେଭଙ୍କୁ ୫-୦ ପଏଣ୍ଟରେ […]

shiva

shiva

Ranjit Kumar Jena
  • Published: Thursday, 31 October 2019
  • Updated: 31 October 2019, 08:32 PM IST

Sports

Latest News

ଟୋକିଓ: ଭାରତର ଦୁଇ ଶୀର୍ଷ ବକ୍ସର ଶିବ ଥାପା (୬୩ କେଜି) ଓ ପୂଜା ରାନୀ (୭୫ କେଜି) ଏଠାରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତେବେ ଭାରତର ଅନ୍ୟତମ ଷ୍ଟାର୍ ବକ୍ସର ଆଶିଷ (୬୯ କେଜି) ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ଚାରିଥରର ଏସିଆନ୍ ପଦକ ବିଜେତା ଶିବ ଫାଇନାଲରେ କଜାଖସ୍ତାନର ଜାତୀୟ ଚାମ୍ପିୟନ୍ ଏବଂ ଏସିଆନ୍ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ସାନାତାଲି ତୋଲତାୟେଭଙ୍କୁ ୫-୦ ପଏଣ୍ଟରେ ପରାସ୍ତ କରି ଏହି ବଡ଼ ସଫଳତା ଅର୍ଜନ କରିଛନ୍ତି। ସେହିପରି ପୂର୍ବତନ ଏସିଆନ୍ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ପୂଜା ରାନୀ ଟାଇଟଲ୍ ଲଢ଼େଇରେ ଅଷ୍ଟ୍ରେଲିଆର କେଟଲିନ୍ ପାର୍କରଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି।

ଚଳିତ ବର୍ଷ ମଧ୍ୟ ରାନୀ ଏସିଆନ୍ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିଲେ। ଆଶିଷ ନିଜର ଫାଇନାଲ ମୁକାବିଲାରେ ଜାପାନର ସିୱନ୍ ଓକାଜାୱାଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଏହା ପୂର୍ବରୁ ଜୁନିୟର ୱାର୍ଲ୍ଡ ଚାମ୍ପିୟନ୍ ନିଖତ ଜରୀନ୍ (୫୧ କେଜି), ସିମରନଜିତ୍ କୌର୍ (୬୦ କେଜି), ଏସିଆନ୍ ରୌପ୍ୟ ପଦକ ବିଜେତା ସୁମିତ୍ ସାଙ୍ଗୱାନ୍ (୯୧ କେଜି) ଓ ଭାଲିମ୍ପୁଇଆ (୭୫ କେଜି) ନିଜ ନିଜର ସେମିଫାଇନାଲ୍ ମୁକାବିଲାରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story