ସ୍ଲୋଭେନିଆ ଟାଇଟଲ ଜିତିଲେ ସୌରଭ

ହାଇଦ୍ରାବାଦ୍‌: ଭାରତର ଖ୍ୟାତନାମା ଶଟଲର୍‌ ସୌରଭ ବର୍ମା ଆଜି ପୁରୁଷ ଏକକ ବର୍ଗରେ ଚାମ୍ପିୟନ ହୋଇ ଭାରତ ପାଇଁ ସ୍ଲୋଭେନିଆ ଅନ୍ତର୍ଜାତୀୟ ଟାଇଟଲ ଜିତିଛନ୍ତି। ଆଜିର ଫାଇନାଲରେ ସୌରଭଙ୍କ ମୁକାବିଲା ଜାପାନ୍‌ର ମିନରଉ କୋଗାଙ୍କ ସହ ହୋଇଥିଲା। ଏହି ମୁକାବିଲାଟିକୁ ସୌରଭ ଏକ ପାଖିଆ ଭାବେ ୨୧-୧୭ ଓ ୨୧-୧୨ରେ ଜିତି ନେଇଥିଲେ। ସୌରଭ ଗତବର୍ଷ ଭାରତ ପାଇଁ ଡଚ୍‌ ଓ ରୁଷ ଟାଇଟଲ ଜିତିଥିଲେ। ଅନ୍ୟପକ୍ଷରେ ଭାରତର ମହିଳା ଡବଲ୍ସରେ ଭାରତକୁ ଦ୍ୱିତୀୟ ସ୍ଥାନରେ ରହିବାକୁ […]

su

su

Hemant Lenka
  • Published: Saturday, 18 May 2019
  • Updated: 18 May 2019, 08:53 PM IST

Sports

Latest News

ହାଇଦ୍ରାବାଦ୍‌: ଭାରତର ଖ୍ୟାତନାମା ଶଟଲର୍‌ ସୌରଭ ବର୍ମା ଆଜି ପୁରୁଷ ଏକକ ବର୍ଗରେ ଚାମ୍ପିୟନ ହୋଇ ଭାରତ ପାଇଁ ସ୍ଲୋଭେନିଆ ଅନ୍ତର୍ଜାତୀୟ ଟାଇଟଲ ଜିତିଛନ୍ତି। ଆଜିର ଫାଇନାଲରେ ସୌରଭଙ୍କ ମୁକାବିଲା ଜାପାନ୍‌ର ମିନରଉ କୋଗାଙ୍କ ସହ ହୋଇଥିଲା। ଏହି ମୁକାବିଲାଟିକୁ ସୌରଭ ଏକ ପାଖିଆ ଭାବେ ୨୧-୧୭ ଓ ୨୧-୧୨ରେ ଜିତି ନେଇଥିଲେ।

ସୌରଭ ଗତବର୍ଷ ଭାରତ ପାଇଁ ଡଚ୍‌ ଓ ରୁଷ ଟାଇଟଲ ଜିତିଥିଲେ।

ଅନ୍ୟପକ୍ଷରେ ଭାରତର ମହିଳା ଡବଲ୍ସରେ ଭାରତକୁ ଦ୍ୱିତୀୟ ସ୍ଥାନରେ ରହିବାକୁ ପଡ଼ିଛି। ଭାରତର ପୂଜା ଡାଣ୍ଡୁ ଓ ସଞ୍ଜନା ସନ୍ତୋଷ ଫାଇନାଲ୍‌ ମୁକାବିଲାରେ ଇଂଲିଶ ଯୋଡ଼ି ଜେନ୍ନି ମୋର ଓ ଭିକ୍ଟୋରିଆ ୱିଲିୟମସନଙ୍କ ଠାରୁ ୧୪-୨୧ ଓ ୨୦-୨୨ରେ ପରାସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story