ଆଇପିଏଲ୍‌-୯ ଖେଳିବାକୁ ମାଲିଙ୍ଗାଙ୍କୁ ‘ଏନ୍‌ଓସି’ ଦେବାକୁ  ଅମଙ୍ଗ ଶ୍ରୀଲଙ୍କା

କଲୋମ୍ବୋ: ଶ୍ରୀଲଙ୍କାର ଫାଷ୍ଟ ବୋଲର ଲାଶିଥ୍‌ ମାଲିଙ୍ଗାଙ୍କ ଉପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଖପ୍ପା। ଆଇପିଏଲ୍‌-୯ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବାକୁ ମାଲିଙ୍ଗାଙ୍କୁ ‘ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ’ ଦେବାକୁ ଅନିଚ୍ଛା ପ୍ରକାଶ କରିଛି ଶ୍ରୀଲଙ୍କା ବୋର୍ଡ। ତେଣୁ ଚଳିତ ସିଜିନ୍‌ରେ ମୁମ୍ବାଇ ପକ୍ଷରୁ ଖେଳିବା ନେଇ ଆଶଙ୍କାରେ ରହିଛନ୍ତି ମାଲିଙ୍ଗା। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମୁଖ୍ୟ ତିଲିଙ୍ଗା ସୁମାନ୍ଥିପାଲା କହିଛନ୍ତି,“ ମାଲିଙ୍ଗା ପ୍ରଥମେ ବୋର୍ଡ ନିକଟରେ ତାଙ୍କ ଫିଟ୍‌ନେସ ନେଇ ପରୀକ୍ଷା ଦଅନ୍ତୁ। ଏହାପରେ ତାଙ୍କୁ ବୋର୍ଡ […]

lasith-malinga

lasith-malinga

Rakesh Mallick
  • Published: Tuesday, 12 April 2016
  • Updated: 12 April 2016, 12:48 PM IST

Sports

Latest News

କଲୋମ୍ବୋ: ଶ୍ରୀଲଙ୍କାର ଫାଷ୍ଟ ବୋଲର ଲାଶିଥ୍‌ ମାଲିଙ୍ଗାଙ୍କ ଉପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଖପ୍ପା। ଆଇପିଏଲ୍‌-୯ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବାକୁ ମାଲିଙ୍ଗାଙ୍କୁ ‘ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ’ ଦେବାକୁ ଅନିଚ୍ଛା ପ୍ରକାଶ କରିଛି ଶ୍ରୀଲଙ୍କା ବୋର୍ଡ। ତେଣୁ ଚଳିତ ସିଜିନ୍‌ରେ ମୁମ୍ବାଇ ପକ୍ଷରୁ ଖେଳିବା ନେଇ ଆଶଙ୍କାରେ ରହିଛନ୍ତି ମାଲିଙ୍ଗା।

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମୁଖ୍ୟ ତିଲିଙ୍ଗା ସୁମାନ୍ଥିପାଲା କହିଛନ୍ତି,“ ମାଲିଙ୍ଗା ପ୍ରଥମେ ବୋର୍ଡ ନିକଟରେ ତାଙ୍କ ଫିଟ୍‌ନେସ ନେଇ ପରୀକ୍ଷା ଦଅନ୍ତୁ। ଏହାପରେ ତାଙ୍କୁ ବୋର୍ଡ ପକ୍ଷରୁ ଏନ୍‌ଓସି ଦିଆଯିବ। ଯଦି ସେ ଆମକୁ ଅଣଦେଖା କରି ଯାଉଛନ୍ତି ତେବେ ସେ କେବଳ ବେଞ୍ଚରେ ବସିବାକୁ ଯିବେ। ଆମ ବିନା ଅନୁମତିରେ ସେ ଆଇପିଏଲ୍‌ ଖେଳିପାରିବେ ନାହିଁ।”

ଆହତ ଥିବାରୁ ଏସିଆକପ୍‌ ଓ ବିଶ୍ୱକପ୍‌ ଟି-୨୦ରେ ସେ ଖେଳିପାରି ନ ଥିଲେ। ଏଥିରେ ଦଳ ଶୋଚନୀୟ ପରିସ୍ଥିତି ଦେଇ ଗତି କରିଥିଲା। ଏହାକୁ ନେଇ ବୋର୍ଡ ଓ ମାଲିଙ୍ଗାଙ୍କ ମଧ୍ୟରେ ତୁଁ ତୁଁ ମେଁ ମେଁ ଦେଖାଦେଇଛି।

ଆଇସିସି ଟି-୨୦ ବିଶ୍ୱକପ୍‌ ପୂର୍ବରୁ ମାଲିଙ୍ଗା ଅଧିନାୟକ ପଦ ଛାଡି ଦେଇଥିଲେ। ତାଙ୍କ ବଦଳରେ ଦଳର ନେତୃତ୍ୱ ନେଇଥିଲେ ଦଳର ଅଭିଜ୍ଞ ଖେଳାଳି ଆଞ୍ଜିଲୋ ମାଥ୍ୟୁସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story