ରଣଜୀ ଟ୍ରଫି ଫାଇନାଲରେ ଖେଳିବେ ନାହିଁ ଜାଡେଜା

ନୂଆଦିଲ୍ଲୀ: ଚଳିତ ମାସ ୯ ତାରିଖରେ ରଣଜୀ ଟ୍ରଫିର ଫାଇନାଲ୍ ମ୍ୟାଚ୍ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଉଭୟ ଦଳ ତା’ର ସର୍ବଶ୍ରେଷ୍ଠ ଏକାଦଶ ସହ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି। ଏଭଳି ସ୍ଥିତିରେ ସୌରାଷ୍ଟ୍ର ଦଳରେ ରବୀନ୍ଦ୍ର ଜାଡେଜାଙ୍କ ଖେଳିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଜାଡେଜାଙ୍କୁ ରଣଜୀ ଟ୍ରଫି ଫାଇନାଲରେ ନଖେଳିବାକୁ କହିଛନ୍ତି। ଚଳିତ ମାସ ୧୨ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ […]

Untitled-1

Untitled-1

Ranjit Kumar Jena
  • Published: Friday, 06 March 2020
  • Updated: 06 March 2020, 06:23 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ମାସ ୯ ତାରିଖରେ ରଣଜୀ ଟ୍ରଫିର ଫାଇନାଲ୍ ମ୍ୟାଚ୍ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଉଭୟ ଦଳ ତା'ର ସର୍ବଶ୍ରେଷ୍ଠ ଏକାଦଶ ସହ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି। ଏଭଳି ସ୍ଥିତିରେ ସୌରାଷ୍ଟ୍ର ଦଳରେ ରବୀନ୍ଦ୍ର ଜାଡେଜାଙ୍କ ଖେଳିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଜାଡେଜାଙ୍କୁ ରଣଜୀ ଟ୍ରଫି ଫାଇନାଲରେ ନଖେଳିବାକୁ କହିଛନ୍ତି।

ଚଳିତ ମାସ ୧୨ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବ ଏବଂ ଜାଡେଜା ମଧ୍ୟ ତିନୋର୍ଟ ଯାକ ଫର୍ମାଟରେ ଭାରତର ନିୟମିତ ସଦସ୍ୟ ରହିଆସିଛନ୍ତି। ଏହି ଅନ୍ତର୍ଜାତୀୟ ସିରିଜକୁ ଦୃଷ୍ଟିରେ ରଖି ବୋର୍ଡ ଜାଡେଜାଙ୍କୁ ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେବାକୁଥିବା ରଣଜୀ ଟ୍ରଫିର ଫାଇନାଲ୍ ଖେଳିବା ପାଇଁ ଅନୁମତି ଦେବାକୁ ମନା କରିଦେଇଛି।

ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନର ସଭାପତି ଜୟଦେବ ଶାହ ରଣଜୀ ଟ୍ରଫି ଫାଇନାଲରେ ଜାଡେଜାଙ୍କୁ ଖେଳିବା ନେଇ ଗାଙ୍ଗୁଲିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଶାହଙ୍କ ଅନୁରୋଧକୁ ଗାଙ୍ଗୁଲି ଅଗ୍ରାହ୍ୟ କରିଛନ୍ତି। ଗାଙ୍ଗୁଲି କହିଛନ୍ତି, ଆଗ ଦେଶ, ତାପରେ ରାଜ୍ୟ। ଜୟଦେବ ପ୍ରସ୍ତାବ ଦେଇଥିଲେ ଯେ କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟ ସମୟରେ ଅନ୍ତର୍ଜାତୀୟ ମ୍ୟାଚର ଆୟୋଜନ କରାନଯିବା ଦରକାର।

ସେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଯେ ଆଇପିଏଲ୍ ବେଳେ କାହିଁକି ଭାରତର କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ରଖାଯାଉ ନାହିଁ। ଯଦି ଷ୍ଟାର୍ ଖେଳାଳିଙ୍କୁ ରଣଜୀ ଟ୍ରଫିର ଫାଇନାଲରେ ଦେଖିବାକୁ ମିଳିବ, ତାହେଲେ ଘରୋଇ କ୍ରିକେଟର ଲୋକପ୍ରିୟତା ବଢ଼ିବ। ଯଦି ଜାଡେଜା ରଣଜୀ ଟ୍ରଫି ଫାଇନାଲ୍ ଖେଳନ୍ତି, ତାହେଲେ ଏହା ଉଭୟ ଦଳ ପ୍ରଶଂସକଙ୍କ ପାଇଁ ଭଲ ହେବ। ଏପରିକି ବେଙ୍ଗଲ ଟିମରେ ମହମ୍ମଦ ଶାମିଙ୍କୁ ସାମିଲ୍ କରାଯିବାର ମଧ୍ୟ ଆବଶ୍ୟକତା ରହିଥିବା ଶାହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story