ଏୟାରପୋର୍ଟରେ ପ୍ରଶଂସକଙ୍କ ସହ ସେଲଫି ନେଲେ ଗାଙ୍ଗୁଲି

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବା ପରେ ଖୁବ୍ ପ୍ରଶଂସା ସାଉଣ୍ଟୁଛନ୍ତି। ବୁଧବାର ଗାଙ୍ଗୁଲି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ପହଞ୍ଚିଥିଲେ। ଗାଙ୍ଗୁଲି ଏୟାରପୋର୍ଟରେ ଥିବା ବେଳେ ତାଙ୍କୁ ପ୍ରଶଂସକ ଘେରି ଯାଇଥିଲେ। ଗାଙ୍ଗୁଲି ମଧ୍ୟ ପ୍ରଶଂସକଙ୍କୁ ନିରାଶ ନକରି ସେମାନଙ୍କ ସହ ସେଲଫି ଉଠାଇଥିଲେ। ଗାଙ୍ଗୁଲି ନିଜ ଟ୍ୱିଟର୍ ହ୍ୟାଣ୍ଡଲରେ ଏହି ଫଟୋକୁ ପୋଷ୍ଟ କରିଛନ୍ତି। ଏହି ଫଟୋ ପୋଷ୍ଟ କରି ଗାଙ୍ଗୁଲି ଲେଖିଥିଲେ, ବାଙ୍ଗାଲୋର ଏୟାର ପୋର୍ଟର […]

dada

dada

Ranjit Kumar Jena
  • Published: Thursday, 31 October 2019
  • Updated: 31 October 2019, 08:40 PM IST

Sports

Latest News

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବା ପରେ ଖୁବ୍ ପ୍ରଶଂସା ସାଉଣ୍ଟୁଛନ୍ତି। ବୁଧବାର ଗାଙ୍ଗୁଲି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ପହଞ୍ଚିଥିଲେ। ଗାଙ୍ଗୁଲି ଏୟାରପୋର୍ଟରେ ଥିବା ବେଳେ ତାଙ୍କୁ ପ୍ରଶଂସକ ଘେରି ଯାଇଥିଲେ। ଗାଙ୍ଗୁଲି ମଧ୍ୟ ପ୍ରଶଂସକଙ୍କୁ ନିରାଶ ନକରି ସେମାନଙ୍କ ସହ ସେଲଫି ଉଠାଇଥିଲେ। ଗାଙ୍ଗୁଲି ନିଜ ଟ୍ୱିଟର୍ ହ୍ୟାଣ୍ଡଲରେ ଏହି ଫଟୋକୁ ପୋଷ୍ଟ କରିଛନ୍ତି। ଏହି ଫଟୋ ପୋଷ୍ଟ କରି ଗାଙ୍ଗୁଲି ଲେଖିଥିଲେ, ବାଙ୍ଗାଲୋର ଏୟାର ପୋର୍ଟର ଚେକ୍-ଇନରେ ଛିଡ଼ା ହୋଇଛି। ଲୋକଙ୍କ ଭଲପାଇବା ଆମକୁ ବହୁତ ଖୁସି ଦେଇଥାଏ।

ବୁଧବାର ଗାଙ୍ଗୁଲି ନିଜ ପୂର୍ବତନ ସାଥୀ ଖେଳାଳି ଏବଂ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ନିର୍ଦ୍ଦେଶକ ରାହୁଲ ଡ୍ରାଭିଡଙ୍କୁ ସାକ୍ଷାତ କରିବା ପାଇଁ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ସେ ଏନସିଏର ରୋଡମ୍ୟାପକୁ ଉନ୍ନତ କରିବା ପାଇଁ ଡ୍ରାଭିଡଙ୍କ ସହ ଆଲୋଚନା କରିଥିଲେ। ଗାଙ୍ଗୁଲି ଶାର୍ଟ ସହ ଏକ ସ୍ଲିଭଲେସ୍ ସ୍ୱେଟର୍ ପରିଧାନ କରିଥିଲେ।

ଏୟାରପୋର୍ଟରେ ଗାଙ୍ଗୁଲିଙ୍କ ଦେଖିବା ମାତ୍ରକେ ପ୍ରଶଂସକ ଖୁବ୍ ଚିତ୍କାର କରି ଉଠିଥିଲେ। ଗାଙ୍ଗୁଲି ମଧ୍ୟ ସେମାନଙ୍କ ସହ ଫଟୋ ଉଠାଇଥିଲେ। ସେଠାରେ ଊପସ୍ଥିତ ସୁରକ୍ଷାକର୍ମୀ ମଧ୍ୟ ବେଶ୍ ଖୁସି ହୋଇଥିଲେ। ଏହି ଫଟୋ ଟ୍ୱିଟରରେ ପୋଷ୍ଟ ହେବା ପରେ ଖୁବ୍ ଭାଇରାଲ୍ ହୋଇଥିଲା। ଏହି ଟ୍ୱିଟକୁ ୮୦ହଜାରରୁ ଅଧିକ ଲାଇକ୍ କରାଯାଇଛି ଏବଂ ଏହା ସହ ୪ହଜାର ୭୦୦ଥର ରିଟ୍ୱିଟ୍ ମଧ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story