ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି

ଲଣ୍ଡନ: ବିଶ୍ୱକପ୍‌ ୨୦୧୯ର ଶେଷ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଦକ୍ଷିଣ ଆଫ୍ରିକା ସେମି ଫାଇନାଲ ଦୌଡ଼ରୁ ବାଦ ପଡ଼ିଥିଲେ ହେଁ ବିଜୟ ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିବ। ସେହିପରି ସମ୍ଭବତଃ ଇମ୍ରାନ୍‌ ତାହିର ଓ ଫାଫ୍‌ ଡୁପ୍ଲେସିସ୍‌ ବିଶ୍ୱକପ୍‌ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟରୁ ଅବସର ଘୋଷଣା କରିପାରନ୍ତି। ତେଣୁ ଏହି ଶେଷ […]

qr

qr

Hemant Lenka
  • Published: Saturday, 06 July 2019
  • Updated: 06 July 2019, 05:56 PM IST

Sports

Latest News

ଲଣ୍ଡନ: ବିଶ୍ୱକପ୍‌ ୨୦୧୯ର ଶେଷ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଦକ୍ଷିଣ ଆଫ୍ରିକା ସେମି ଫାଇନାଲ ଦୌଡ଼ରୁ ବାଦ ପଡ଼ିଥିଲେ ହେଁ ବିଜୟ ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିବ।

ସେହିପରି ସମ୍ଭବତଃ ଇମ୍ରାନ୍‌ ତାହିର ଓ ଫାଫ୍‌ ଡୁପ୍ଲେସିସ୍‌ ବିଶ୍ୱକପ୍‌ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟରୁ ଅବସର ଘୋଷଣା କରିପାରନ୍ତି। ତେଣୁ ଏହି ଶେଷ ବିଶ୍ୱକପ୍‌ରେ ବିଜୟ ସହ ଅଭିଯାନ ଶେଷ କରିବାକୁ ସେମାନେ ଲକ୍ଷ୍ୟ ରଖିବେ। ଆଜି ଦକ୍ଷିଣ ଆଫ୍ରିକା ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଆହତ ଯୋଗୁ ହାସିମ ଆମଲାଙ୍କ ବଦଳରେ ତାବ୍ରିଜ ସାମଶିଙ୍କୁ ସୁଯୋଗ ମିଳିଛି।

ଅନ୍ୟପକ୍ଷରେ ପୂର୍ବରୁ ସେମିରେ ସ୍ଥାନ ସୁରକ୍ଷିତ କରିଥିବା ଅଷ୍ଟ୍ରେଲିଆ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story