ମାଲିଙ୍ଗାଙ୍କୁ ଆଇପିଏଲ ଅନୁମତି

କଲମ୍ବୋ: ଶ୍ରୀଲଙ୍କାର ଅଭିଜ୍ଞ ପେସ ବୋଲର ଲସିଥ ମାଲିଙ୍ଗାଙ୍କୁ ଶ୍ରୀଲଙ୍କା କ୍ରିକେଟ (ଏସଏଲସି) ଆଇପିଏଲ ଖେଳିବାକୁ ଅନୁମତି ଦେଇଛି। ନିକଟରେ ଏସଏଲସି ଚୟନକର୍ତ୍ତା କହିଥିଲେ ଯେ, ବିଶ୍ୱକପ ଖେଳିବା ଉପଲବ୍ଧ ଶ୍ରୀଲଙ୍କାର ସବୁ ଖେଳାଳିଙ୍କୁ ଘରୋଇ ସୁପର ପ୍ରୋଭିନ୍ସିଆଲ ଦିନିକିଆ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଡ଼ିବ। ଏହି କାରଣରୁ ମାଲିଙ୍ଗା ଆଇପିଏଲର ଦ୍ୱାଦଶ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ ୬ଟି ମ୍ୟାଚ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ। ମାଲିଙ୍ଗାଙ୍କ ଏହି ନିଷ୍ପତ୍ତି ପରେ ବିସିସିଆଇ ଶ୍ରୀଲଙ୍କା ବୋର୍ଡକୁ ଅନୁରୋଧ […]

MALINGA

MALINGA

Ranjit Kumar Jena
  • Published: Tuesday, 26 March 2019
  • Updated: 26 March 2019, 08:57 PM IST

Sports

Latest News

କଲମ୍ବୋ: ଶ୍ରୀଲଙ୍କାର ଅଭିଜ୍ଞ ପେସ ବୋଲର ଲସିଥ ମାଲିଙ୍ଗାଙ୍କୁ ଶ୍ରୀଲଙ୍କା କ୍ରିକେଟ (ଏସଏଲସି) ଆଇପିଏଲ ଖେଳିବାକୁ ଅନୁମତି ଦେଇଛି। ନିକଟରେ ଏସଏଲସି ଚୟନକର୍ତ୍ତା କହିଥିଲେ ଯେ, ବିଶ୍ୱକପ ଖେଳିବା ଉପଲବ୍ଧ ଶ୍ରୀଲଙ୍କାର ସବୁ ଖେଳାଳିଙ୍କୁ ଘରୋଇ ସୁପର ପ୍ରୋଭିନ୍ସିଆଲ ଦିନିକିଆ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଡ଼ିବ।

ଏହି କାରଣରୁ ମାଲିଙ୍ଗା ଆଇପିଏଲର ଦ୍ୱାଦଶ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ ୬ଟି ମ୍ୟାଚ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ। ମାଲିଙ୍ଗାଙ୍କ ଏହି ନିଷ୍ପତ୍ତି ପରେ ବିସିସିଆଇ ଶ୍ରୀଲଙ୍କା ବୋର୍ଡକୁ ଅନୁରୋଧ କରିଥିଲା ଯେ, ମାଲିଙ୍ଗାଙ୍କୁ ମୁମ୍ବାଇ ପାଇଁ ଯେତିକି ସମ୍ଭବ ମ୍ୟାଚ ଖେଳିବାକୁ ଅନୁମତି ଦିଆଯାଉ।

ଶ୍ରୀଲଙ୍କା ମଧ୍ୟ ବିସିସିଆଇର ଅନୁରୋଧକୁ ଗ୍ରହଣ କରିନେଇଛି। ଫଳସ୍ୱରୂପ ଶ୍ରୀଲଙ୍କା ବୋର୍ଡ ମଙ୍ଗଳବାର ୩୫ ବର୍ଷୀୟ ମାଲିଙ୍ଗାଙ୍କୁ ଆଇପିଏଲ ଖେଳିବାକୁ ଅନୁମତି ପ୍ରଦାନ କରିଛି। ସୂଚନାଯୋଗ୍ୟ, ଆଇପିଏଲରେ ମାଲିଙ୍ଗା ୧୧୦ ମ୍ୟାଚ ଖେଳି ୧୫୪ ୱିକେଟ ନେଇଛନ୍ତି। ସେ ୨୦୦୮ ପରଠାରୁ ନିୟମିତ ଭାବେ ମୁମ୍ବାଇ ପକ୍ଷରୁ ଖେଳିଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story