ଅଷ୍ଟ୍ରେଲିଆ ଟି-୨୦ ଟିମକୁ ଫେରିଲେ ସ୍ମିଥ୍ ଓ ୱାର୍ଣ୍ଣର୍‌

ଆଡିଲେଡ୍‌: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଗୁରୁବାର ଅଷ୍ଟ୍ରେଲିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଟିମକୁ ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆସନ୍ତାବର୍ଷ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଦୁଇ ଅଭିଜ୍ଞ ଖେଳାଳିଙ୍କୁ ସ୍କ୍ୱାଡରେ ସାମିଲ୍ କରାଯାଇଛି। ବଲ୍ ଟ୍ୟାମ୍ପରିଂ ଅଭିଯୋଗରେ ଏହି ଦୁଇ ଷ୍ଟାର୍ ବ୍ୟାଟ୍ସମ୍ୟାନଙ୍କୁ ବର୍ଷକ ପାଇଁ ବାସନ୍ଦ କରାଯାଇଥିଲା। ଯାହା ପରେ ଦୁହେଁ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ। ଏହା ପରେ ଉଭୟେ ଆଶେସ୍ […]

smith-and-warner

smith-and-warner

Ranjit Kumar Jena
  • Published: Friday, 25 October 2019
  • Updated: 25 October 2019, 06:35 PM IST

Sports

Latest News

ଆଡିଲେଡ୍‌: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଗୁରୁବାର ଅଷ୍ଟ୍ରେଲିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଟିମକୁ ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆସନ୍ତାବର୍ଷ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଦୁଇ ଅଭିଜ୍ଞ ଖେଳାଳିଙ୍କୁ ସ୍କ୍ୱାଡରେ ସାମିଲ୍ କରାଯାଇଛି। ବଲ୍ ଟ୍ୟାମ୍ପରିଂ ଅଭିଯୋଗରେ ଏହି ଦୁଇ ଷ୍ଟାର୍ ବ୍ୟାଟ୍ସମ୍ୟାନଙ୍କୁ ବର୍ଷକ ପାଇଁ ବାସନ୍ଦ କରାଯାଇଥିଲା। ଯାହା ପରେ ଦୁହେଁ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ। ଏହା ପରେ ଉଭୟେ ଆଶେସ୍ ସିରିଜରେ ମଧ୍ୟ ଖେଳିଥିଲେ।

ଅନ୍ୟ ଫର୍ମାଟରେ ବିପୁଳ ସଫଳତା ଅର୍ଜନ କରିଥିବା ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଜିତିପାରି ନାହିଁ। ଅଷ୍ଟ୍ରେଲିଆ ଟି-୨୦ ସ୍କ୍ୱାଡର ନେତୃତ୍ୱ ନେବେ ଆରୋନ୍ ଫିଞ୍ଚ୍। ଦଳରେ ପାଞ୍ଚଜଣ ପେସ୍ ବୋଲର ଯଥା ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଆଣ୍ଡ୍ର୍ୟୁା ଟାଇ, କେନ୍ ରିଚାର୍ଡସନ୍ ଏବଂ ବିଲ୍ଲି ଷ୍ଟେନଲେକଙ୍କୁ ସୁଯୋଗ ଦିଆଯାଇଛି। ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୨୭ ତାରିଖରେ ଆଡିଲେଡରେ ଖେଳାଯିବ। ଏହା ପରେ ୩୦ ତାରିଖରେ ବ୍ରିସବେସନରେ ଦ୍ୱିତୀୟ ଏବଂ ନଭେମ୍ବର ୧ ତାରିଖରେ ମେଲବର୍ଣ୍ଣରେ ତୃତୀୟ ମ୍ୟାଚ୍ ଖେଳାଯିବ।

ଅଷ୍ଟ୍ରେଲିଆ ଟି-୨୦ ସ୍କ୍ୱାଡ୍‌: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍‌), ଆଷ୍ଟନ୍ ଆଗର, ଆଲେକ୍ସ କ୍ୟାରୀ, ପ୍ୟାଟ୍ କମିନ୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍‌, ବେନ୍ ମ୍ୟାକଡର୍ମଟ୍‌, କେନ୍ ରିଚାର୍ଡସନ୍‌, ଷ୍ଟିଭ୍ ସ୍ମିଥ୍‌, ବିଲ୍ଲି ଷ୍ଟେନଲେକ୍‌, ମିଚେଲ୍ ଷ୍ଟାର୍କ, ଆଷ୍ଟନ୍ ଟର୍ଣ୍ଣର, ଆଣ୍ଡ୍ର୍ୟୁଲ ଟାଇ, ଡେଭିଡ୍ ୱାର୍ଣ୍ଣର୍‌, ଆଡାମ ଜାମ୍ପା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story