ଟସ୍‌ ଜିତିଲେ ୱାର୍ଣ୍ଣର: ବୋଲିଂ କରିବ କୋଲକାତା

ଅବୁଧାବି: ଆଇପିଏଲର ୮ମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ଅଧିନାୟକ ଡାଭିଡ ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍‌ ପରାସ୍ତ ହୋଇଛନ୍ତି। ତେଣୁ ୱିନିଂ ଟ୍ରାକ୍‌କୁ ଫେରିବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ହାଇଦ୍ରାବାଦ ଓ କୋଲକାତା ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରିଛନ୍ତି। ଆହତ ଯୋଗୁ ଅଧାରୁ ପଡ଼ିଆ ଛାଡ଼ିଥିବା ଶନ […]

cgf

cgf

Hemant Lenka
  • Published: Saturday, 26 September 2020
  • Updated: 26 September 2020, 07:23 PM IST

Sports

Latest News

ଅବୁଧାବି: ଆଇପିଏଲର ୮ମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ଅଧିନାୟକ ଡାଭିଡ ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍‌ ପରାସ୍ତ ହୋଇଛନ୍ତି। ତେଣୁ ୱିନିଂ ଟ୍ରାକ୍‌କୁ ଫେରିବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ହାଇଦ୍ରାବାଦ ଓ କୋଲକାତା ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରିଛନ୍ତି।

ଆହତ ଯୋଗୁ ଅଧାରୁ ପଡ଼ିଆ ଛାଡ଼ିଥିବା ଶନ ମାର୍ଶଙ୍କ ବଦଳରେ ହାଇଦ୍ରାବାଦ ଚୂଡ଼ାନ୍ତ ଏକାଦଶରେ ମହମ୍ମଦ ନାବିଙ୍କୁ ସ୍ଥାନ ଦେଇଛି। ସେହିପରି ବିଜୟ ଶଙ୍କରଙ୍କ ବଦଳରେ ରିଦ୍ଧିମାନ ସାହାଙ୍କୁ ସୁଯୋଗ ମିଳିଛି। ସେହିପରି ସନ୍ଦୀପ ଶର୍ମାଙ୍କ ବଦଳରେ ଆଜି ଖଲୀଲ ଅହମ୍ମଦଙ୍କୁ ଦେଖିବାକୁ ମିଳିବ।

ଅନ୍ୟପକ୍ଷରେ କୋଲକାତା ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ସନ୍ଦୀପ ୱାରିୟର ଓ ନିଖିଲ ନାଏକଙ୍କ ବଦଳରେ କମଲେଶ ନାଗରକୋଟି ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ କରିଛି।

ହାଇଦ୍ରାବାଦ ତା’ର ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁ ଠାରୁ ହାରିଥିବା ବେଳେ କୋଲକାତା ପ୍ରତିପକ୍ଷ ମୁମ୍ବାଇ ଠାରୁ ହାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story