ସୁପର ସନ୍‌ଡେରେ ସୁପର ମ୍ୟାଚ୍‌: ରୟାଲ୍ସ-ରୟାଲ ଓ କିଙ୍ଗ୍ସ-କିଙ୍ଗ୍ସ ମଧ୍ୟରେ ଫାଇଟ୍‌

ସୁପର ସନ୍‌ଡେରେ ସୁପର ମ୍ୟାଚ୍‌। ଆଜି ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍‌ର ମଜା ନେବେ ଦର୍ଶକ। ପ୍ରଥମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ରାତି ୮ଟାରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ଅପରାହ୍ନ ୪ଟେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱମୀ ଷ୍ଟାଡ଼ିୟମରେ ଆରସିବି ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢେଇ ଚାଲିଛି। ଆର୍‌ସିବି ଟସ୍‌ ଜିତି ପ୍ରଥମେ […]

sbxqIbcchgijd

sbxqIbcchgijd

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 04:51 PM IST

Sports

Latest News

ସୁପର ସନ୍‌ଡେରେ ସୁପର ମ୍ୟାଚ୍‌। ଆଜି ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍‌ର ମଜା ନେବେ ଦର୍ଶକ। ପ୍ରଥମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ରାତି ୮ଟାରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ।

ଅପରାହ୍ନ ୪ଟେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱମୀ ଷ୍ଟାଡ଼ିୟମରେ ଆରସିବି ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢେଇ ଚାଲିଛି। ଆର୍‌ସିବି ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ରେ ବିଜୟ ଓ ପରାଜୟ ହୋଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story