ଦେଢବର୍ଷ ପରେ ଟି-ଟ୍ୱଣ୍ଟି ଦଳକୁ ଫେରିଲେ ରାଇନା

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି।   ୧୬ ଜଣି ଟିମରେ ସୁରେଶ ରାଇନାଙ୍କୁ ସ୍ଥାନ ମିଳିଛି। ପ୍ରାୟ ବର୍ଷକ ପରେ ରାଇନା ଟି-ଟ୍ୱଣ୍ଟି ଦଳକୁ ଫେରିଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପରେ ରାଇନାଙ୍କୁ ଦଳରେ ପୁଣି ଥରେ ସ୍ଥାନ ମିଳିଛି। ବିରାଟ କୋହଲିଙ୍କୁ ଦଳର ଅଧିନାୟକ ଘୋଷଣା କରାଯାଇଥିବା ବେଳେ ରୋହିତ ଶର୍ମା ଉପ ଅଧିନାୟକ ରହିଛନ୍ତି। ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାରେ ଫେବୃଆରୀ […]

Suresh_Raina

Rakesh Mallick
  • Published: Sunday, 28 January 2018
  • , Updated: 28 January 2018, 06:20 PM IST

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି।   ୧୬ ଜଣି ଟିମରେ ସୁରେଶ ରାଇନାଙ୍କୁ ସ୍ଥାନ ମିଳିଛି। ପ୍ରାୟ ବର୍ଷକ ପରେ ରାଇନା ଟି-ଟ୍ୱଣ୍ଟି ଦଳକୁ ଫେରିଛନ୍ତି।

ସୟଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପରେ ରାଇନାଙ୍କୁ ଦଳରେ ପୁଣି ଥରେ ସ୍ଥାନ ମିଳିଛି। ବିରାଟ କୋହଲିଙ୍କୁ ଦଳର ଅଧିନାୟକ ଘୋଷଣା କରାଯାଇଥିବା ବେଳେ ରୋହିତ ଶର୍ମା ଉପ ଅଧିନାୟକ ରହିଛନ୍ତି। ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାରେ ଫେବୃଆରୀ ୧୮ରେ ଜୋହାନସବର୍ଗରେ ପ୍ରଥମ ଟି-ଟ୍ୱଣ୍ଟି ଖେଳିବ। ଏହାପରେ ସେଞ୍ଚୁରିୟନରେ ୨୧ ତାରିଖରେ ଦ୍ୱିତୀୟ  ଓ ୨୪ରେ କେପଟାଉନରେ ଶେଷ ଟି-ଟ୍ୱଣ୍ଟି ଖେଳାଯିବ।

Related story