ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ଜିତିବା ନେଇ ଏମିତି କହିଲେ କୋହଲି

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ମିଳିବା ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ବିଶ୍ୱକପ୍ ସମୟରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କୁ ହୁଟିଂର ଶିକାର ହେବାରୁ ରୋକିବା କାରଣରୁ କୋହଲି ଏହି ପୁରସ୍କାର ଦିଆଯାଇଛି। ସ୍ମିଥ୍ ବଲ୍ ଟ୍ୟାମ୍ପରିଂ ଘଟଣାରେ ବର୍ଷକ ପାଇଁ ବାସନ୍ଦ କାଟିବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ କମବ୍ୟାକ୍ କରିଥିଲେ। କୋହଲି କହିଛନ୍ତି, ଏହି ପୁରସ୍କାର ମୋତେ ମିଳିବା ନେଇ ମୁଁ ଚକିତ, କାରଣ ମୋତେ ଏତେ […]

virat

virat

Ranjit Kumar Jena
  • Published: Wednesday, 15 January 2020
  • Updated: 15 January 2020, 06:44 PM IST

Sports

Latest News

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ମିଳିବା ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ବିଶ୍ୱକପ୍ ସମୟରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କୁ ହୁଟିଂର ଶିକାର ହେବାରୁ ରୋକିବା କାରଣରୁ କୋହଲି ଏହି ପୁରସ୍କାର ଦିଆଯାଇଛି।

ସ୍ମିଥ୍ ବଲ୍ ଟ୍ୟାମ୍ପରିଂ ଘଟଣାରେ ବର୍ଷକ ପାଇଁ ବାସନ୍ଦ କାଟିବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ କମବ୍ୟାକ୍ କରିଥିଲେ। କୋହଲି କହିଛନ୍ତି, ଏହି ପୁରସ୍କାର ମୋତେ ମିଳିବା ନେଇ ମୁଁ ଚକିତ, କାରଣ ମୋତେ ଏତେ ବର୍ଷ ଧରି ଭୁଲ୍ କାରଣରୁ ଲଗାତର ସମାଲୋଚନା କରାଯାଇ ଆସୁଛି। କୋହଲି ଆହୁରି କହିଛନ୍ତି, ଲୋକଙ୍କୁ ଆବଶ୍ୟକତାଠାରୁ ଅଧିକ ସମାଲୋଚନାରୁ ଦୂରେଇ ରହିବା ଦରକାର। ସ୍ମିଥଙ୍କ ସେହି ଘଟଣାକୁ ମନେ ପକାଇ କୋହଲି କହିଛନ୍ତି, ତାଙ୍କ (ସ୍ମିଥ) ପରିସ୍ଥିତିକୁ ବୁଝି ମୁଁ ଏଭଳି କରିଥିଲି।

କୌଣସି ବ୍ୟକ୍ତି ଯଦି କଠିନ ସମୟ ଗତି ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଥାଏ, ତାହେଲେ ତାଙ୍କୁ ସମାଲୋଚନା ନୁହେଁ, ସମର୍ଥନର ଆବଶ୍ୟକ ରହିଛି। ଜଣେ ପ୍ରତିପକ୍ଷ ଖେଳାଳିଙ୍କୁ ସ୍ଲେଜିଂ କରିପାରନ୍ତି ଏବଂ ବିରୋଧୀ ଟିମକୁ ହରାଇବା ପାଇଁ ଅନେକ କଥା ମଧ୍ୟ କହିପାରନ୍ତି, କିନ୍ତୁ କୌଣସି ପ୍ରକାରର ହୁଟିଂ କରିବା ଆଦୌ ଠିକ୍ ନୁହେଁ। ମୁଁ କେବେବି ଏହାକୁ (ହୁଟିଂ)କୁ ସମର୍ଥନ କରିବି ନାହିଁ। ଆମେ କୌଣସି ଟିମ୍ ଉପରେ ଚାପ ପକାଇପାରିବା, କିନ୍ତୁ କୌଣସି ବ୍ୟକ୍ତିଙ୍କୁ ଭାବାତ୍ମକ ଭାବେ ଟାର୍ଗେଟ୍ କରିପାରିବା ନାହିଁ। କୌଣସି ସ୍ତରରେ ଏହା ସ୍ୱୀକାର୍ଯ୍ୟ ନୁହେଁ ବୋଲି କୋହଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story