୪-୫ବର୍ଷ ଧରି କାହିଁକି ମୁଁ ମନୋନୟନ ହେଲି ନାହିଁ ତାହା ଆଶ୍ଚର୍ଯ୍ୟ ଲାଗୁଛି: ନେହେରା

ନୂଆଦିଲ୍ଲୀ: ୪-୫ ବର୍ଷ ଧରି ତାଙ୍କୁ କାହିଁକି ଭାରତୀୟ ଦଳରୁ ଦୂରରେ ରଖାଗଲା ସେନେଇ ଫାଷ୍ଟ ବୋଲର ଆଶିଷ୍ ନେହେରା ଆଶ୍ଚର୍ଯ୍ୟ ବୋଲି କହିଛନ୍ତି। କାହିଁକି ତାଙ୍କୁ ଦଳରେ ମନୋନୟନକାରୀ ମନୋନୀତ କରୁ ନ ଥିଲେ ସେ ନେଇ ବିସ୍ମୟ ପ୍ରକାଶ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ସେ କହିଛନ୍ତି,“ମୁଁ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ କାହିଁକି ମନୋନୟନକାରୀଙ୍କ ଦୃଷ୍ଟିକୁ ଆସୁ ନ ଥିଲି ମୁଁ ଜାଣି ନାହିଁ। […]

ashish-nehra

ashish-nehra

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 04:43 PM IST

Sports

Latest News

ନୂଆଦିଲ୍ଲୀ: ୪-୫ ବର୍ଷ ଧରି ତାଙ୍କୁ କାହିଁକି ଭାରତୀୟ ଦଳରୁ ଦୂରରେ ରଖାଗଲା ସେନେଇ ଫାଷ୍ଟ ବୋଲର ଆଶିଷ୍ ନେହେରା ଆଶ୍ଚର୍ଯ୍ୟ ବୋଲି କହିଛନ୍ତି। କାହିଁକି ତାଙ୍କୁ ଦଳରେ ମନୋନୟନକାରୀ ମନୋନୀତ କରୁ ନ ଥିଲେ ସେ ନେଇ ବିସ୍ମୟ ପ୍ରକାଶ କରିଛନ୍ତି।

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ସେ କହିଛନ୍ତି,“ମୁଁ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ କାହିଁକି ମନୋନୟନକାରୀଙ୍କ ଦୃଷ୍ଟିକୁ ଆସୁ ନ ଥିଲି ମୁଁ ଜାଣି ନାହିଁ। ମତେ ଏହା ଆଶ୍ଚର୍ଯ୍ୟ ଲାଗୁଛି। ୨୦୦୯ରୁ ୨୦୧୧ ବିଶ୍ୱକପ୍‌ ମଧ୍ୟରେ ଯଦି ମୋର ପ୍ରଦର୍ଶନକୁ ଦେଖାଯାଏ ମୁଁ ଭଲ ପ୍ରଦର୍ଶନ କରୁଥିବା ଜଣେ ଲିଡିଂ ଫାଷ୍ଟ ବୋଲର। ମୁଁ  ୨୦୧୧ ବିଶ୍ୱକପ୍‌ ସେମିଫାଇନାଲରେ ଆଙ୍ଗୁଳିରେ ଆଘାତ ଲାଗିବାରୁ ଖେଳି ନ ଥିଲି। ମୁଁ ହେଉଛି ଏକମାତ୍ର ବୋଲର ଯିଏ କି ସେହି ବିଶ୍ୱକପ୍‌ରେ ଖେଳି ନ ଥିଲା। କିନ୍ତୁ ପିୟୁଷ ଚାୱାଲା ଓ ମୁନାଫ୍‌ ପଟେଲ ପରି ବୋଲର ସେହି ଟୁର୍ଣ୍ଣାମେଣ୍ଟରେ ଖେଳୁଥିଲେ। ମତେ କାହିଁକି ବିସିସିଆଇ ଓ ମନୋନୟନକାରୀ ମାନେ ବାଛୁ ନ ଥିଲେ ମୁଁ ଏବେ ସୁଦ୍ଧା ଜାଣି ନାହିଁ।”

୩୭ ବର୍ଷୀୟ ନେହେରା ଆହୁରି ମଧ୍ୟ କହିଛନ୍ତି,“ ଟି-୨୦ କ୍ରିକେଟରେ ଜଣେ ଖେଳାଳିଙ୍କୁ ବୟସ ଅପେକ୍ଷା ତା’ର ପ୍ରଦର୍ଶନକୁ ନେଇ ବିଚାର କରଯିବା ଉଚିତ। ଏବେ ସାଧାରଣଲୋକଙ୍କ ବିଶ୍ୱାସ ରହିଛି ଯେ, ଟି-୨୦ ଯୁବକଙ୍କ ଖେଳ। ଏହା କେବଳ ମିଡିଆ ଦ୍ୱାର ପ୍ରଚାରିତ ଏକ ଭ୍ରାନ୍ତ ଧାରଣା। ଯଦି ଆମେ ଭଲ ପ୍ରଦର୍ଶନ କରିବାରେ ଅକ୍ଷମତା ପ୍ରକାଶ କରୁ ତେବେ ଏମାନେ କୁହନ୍ତୁ ଏହା ଯୁବବର୍ଗଙ୍କ ଖେଳ। ମୁଁ ଭାବୁଛି ଏଥିରେ ବୟସ ଅପେକ୍ଷା ପ୍ରଦର୍ଶନକୁ ପ୍ରାଧାନ୍ୟ ଦିଆଯିବା ଉଚିତ।”

ସୂଚନାଯୋଗ୍ୟ, ଆଇପିଏଲ୍‌ର ନବମ ସଂସ୍କରଣରେ ସନ୍‌ରାଇଜର୍ସ ହାଇଦ୍ରାବାଦର ପେସ୍‌ ଭାର ଦାୟିତ୍ୱରେ ଅଛନ୍ତି ନେହେରା। ତାଙ୍କ ସହ ମୁସ୍ତାଫିଜୁର ରହମାନ୍‌, ଭୁବନେଶ୍ୱର କୁମାର ଓ ବରିନ୍ଦର ଶ୍ରାନ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story