୫୦ତମ ପଦକ ଜିତିଲେ ଗୁଜରାଟ ୟୁନିଭର୍ସିଟିର ସ୍ୱିମର୍ କଲ୍ୟାଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଗୁଜରାଟ ସ୍ୱିମର୍ କଲ୍ୟାଣୀ ସାକ୍ସେନା ଜାତୀୟ ସ୍ତରରେ ନିଜର ୫୦ତମ ପଦକ ଜିତି ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ୨୦ ବର୍ଷୀୟା କଲ୍ୟାଣୀ ୨୦୧୯ରେ ପୁନେରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଗୁଜରାଟ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ଗୌହାଟୀରେ ଆୟୋଜିତ ଚଳିତ ବର୍ଷର ସଂସ୍କରଣରେ ମଧ୍ୟ ୫ଟି ପଦକ ଜିତିଥିଲେ, ଯାହାକି ଇଭେଣ୍ଟରେ ଜଣେ ସ୍ୱିମର୍‌ଙ୍କ ପାଇଁ ସର୍ବାଧିକ ଥିଲା। ସେହିପରି […]

swimmer

swimmer

Ranjit Kumar Jena
  • Published: Wednesday, 26 February 2020
  • Updated: 26 February 2020, 05:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଗୁଜରାଟ ସ୍ୱିମର୍ କଲ୍ୟାଣୀ ସାକ୍ସେନା ଜାତୀୟ ସ୍ତରରେ ନିଜର ୫୦ତମ ପଦକ ଜିତି ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ୨୦ ବର୍ଷୀୟା କଲ୍ୟାଣୀ ୨୦୧୯ରେ ପୁନେରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଗୁଜରାଟ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ଗୌହାଟୀରେ ଆୟୋଜିତ ଚଳିତ ବର୍ଷର ସଂସ୍କରଣରେ ମଧ୍ୟ ୫ଟି ପଦକ ଜିତିଥିଲେ, ଯାହାକି ଇଭେଣ୍ଟରେ ଜଣେ ସ୍ୱିମର୍‌ଙ୍କ ପାଇଁ ସର୍ବାଧିକ ଥିଲା। ସେହିପରି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା କଲ୍ୟାଣୀ ବୀର ନର୍ମଦ ସାଉଥ୍ ଗୁଜରାଟ ୟୁନିଭର୍ସିଟି ପାଇଁ ବର୍ତ୍ତମାନ ସୁଦ୍ଧା ୪ଟି ପଦକ ଜିତିସାରିଲେଣି।

ନିଜର ୫୦ତମ ପଦକ ଜିତିବା ପରେ କଲ୍ୟାଣୀ କହିଛନ୍ତି, "ଜଣେ ସୁଇମରଙ୍କୁ ପ୍ରଦର୍ଶନରେ ସୁଧାର ଆଣିବା ପାଇଁ ଦୈନିକ ପୁଲ୍ ଟାଇମର ଆବଶ୍ୟକତା ରହିଛି। ଏହାଛଡ଼ା ପ୍ରତିଯୋଗିତାର ସ୍ତର ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆଣିଥାଏ। ଭୁବନେଶ୍ୱରରେ ତାଙ୍କ ଇଭେଣ୍ଟରେ ପ୍ରତିଯୋଗିତାର ସ୍ତର ଖୁବ୍ ଉଚ୍ଚ ଥିଲା, ତେଣୁ ମୋ ଟାଇମିଂରେ ସୁଧାର ଆସିଥିଲା। ଏଠାରେ ମୋ ଠାରୁ ବୟସରେ ବଡ଼ ତଥା ଅଧିକ ଅଭିଜ୍ଞତା ଥିବା ସୁଇମରମାନଙ୍କ ସହ ପ୍ରତିଯୋଗିତା କରିବା ମୋ ପାଇଁ ଲାଭଦାୟକ ଥିଲା। ଏଠାରେ ମୁଁ କିଛି ଇଭେଣ୍ଟରେ ଛୋଟ ଛୋଟ ଭୁଲ କରିଥିଲି, ଯାହାକୁ ସୁଧାରିବାର ଆବଶ୍ୟକତା ରହିଛି।"

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପରେ କଲ୍ୟାଣୀ କିଛି ମାସ ପାଇଁ ପ୍ରତିଯୋଗିତାରୁ ଦୂରେଇ ରହି ନିଜ ପ୍ରଶିକ୍ଷଣ ଉପରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି। ସେ ଜାତୀୟ ସ୍ତରରେ ନିଜର ୫୦ତମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ସେହିପରି କଲ୍ୟାଣୀଙ୍କ ପିତା ତଥା କୋଚ୍ ଅଜୟ ସାକ୍ସେନା କହିଛନ୍ତି ଯେ, "ମୁଁ ଗତ କିଛି ସପ୍ତାହ ହେବ ତାଙ୍କ ଉପରେ କାମ କରି ଆସୁଛି ଓ ତାଙ୍କର ଦୁର୍ବଳ ଷ୍ଟ୍ରୋକଗୁଡିକୁ ମଜଭୁତ୍ କରିବାକୁ ଚେଷ୍ଟା କରୁଛି। କଲ୍ୟାଣୀଙ୍କର ସବୁଠାରୁ ମଜଭୁତ ଷ୍ଟ୍ରୋକ୍ ହେଉଛି ବଟରଫ୍ଲାଏ, ତେଣୁ ସେ ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କର ମୁଖ୍ୟ ଧ୍ୟାନ ପ୍ରଶିକ୍ଷଣ ଓ ଫ୍ରିଷ୍ଟାଇଲ ଉପରେ ରହିଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story