ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ୩ଟି ଟେଷ୍ଟ ସିରିଜ ପାଇଁ ଆଜି ଘୋଷଣା ହୋଇଥିବା ୧୫ ଜଣିଆ ଦଳରେ ସ୍ଥାନ ପକ୍କା କରିଛନ୍ତି ଖରାପ ଫର୍ମକୁ ନେଇ ଚିନ୍ତିତ ଥିବା ରୋହିତ ଶର୍ମା ଓ ଶିଖର ଧାୱନ। ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ରେ ଉଭୟ ଖେଳାଳି ଆଖି ଦୃଷ୍ଟିଆ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ଚୟନକର୍ତ୍ତା ସେମାନଙ୍କ ଉପରେ ପୁଣି ଥରେ ବିଶ୍ୱାସ ପ୍ରକଟ କରିଛନ୍ତି।
ଭାରତୀୟ ୧୫ ଜଣିଆ ଦଳ: ବିରାଟ କୋହଲି(ଅଧିନାୟକ), କେ.ଏଲ୍.ରାହୁଲ, ଚେତ୍ତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ଏମ୍. ବିଜୟ, ରୋହିତ ଶର୍ମା, ଆର.ଅଶ୍ୱିନ, ଆର. ଶାହା (ୱିକେଟ ରକ୍ଷକ), ଆର. ଜେଡେଜା, ଏମ୍. ଶାମି, ଇଶାନ୍ତ ଶର୍ମା, ଭୁବନେଶ୍ୱର କୁମାର, ଶିଖର ଧୱାନ, ଅମିତ ମିଶ୍ରା ଓ ଉମେଶ ଯାଦବ।
ମ୍ୟାଚ୍ | ତାରିଖ | ସ୍ଥାନ | ||
ପ୍ରଥମ ଟେଷ୍ଟ | ସେପ୍ଟେମ୍ବର ୨୨-୨୬ | କାନପୁର | ଭାରତ | ନ୍ୟୁଜିଲାଣ୍ଡ |
ଦ୍ୱିତୀୟ ଟେଷ୍ଟ | ସେପ୍ଟେମ୍ବର ୩୦-ଅକ୍ଟୋବର ୪ | କୋଲକାତା | ଭାରତ | ନ୍ୟୁଜିଲାଣ୍ଡ |
ତୃତୀୟ ଟେଷ୍ଟ | ଅକ୍ଟୋବର ୮-୧୨ | ଇନ୍ଦୋର | ଭାରତ | ନ୍ୟୁଜିଲାଣ୍ଡ |
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କ୍ୟାନ୍ସର୍ ପାଇଁ 'ସ୍ପେଶାଲ ଡାଏଟ୍'କୁ ବିରୋଧ, ସିଦ୍ଧୁଙ୍କ ପତ୍ନୀଙ୍କୁ ୮୫୦ କୋଟିର ନୋଟିସ୍
ସ୍ପେଶାଲ୍ ଡାଏଟ୍ ସହାୟତାରେ କ୍ୟାନସରରୁ ସୁସ୍ଥ ହୋଇଥିବା ଦାବି କରିବା ପରେ, ନବଜୋତ କୌର ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।
National
ମୋ’ ଦୁଇ ଛୁଆଙ୍କ ତଣ୍ଟି ଚିପି ଦେଲା ପତ୍ନୀ, ସ୍ୱାମୀ ଆଣିଲେ ସାଂଘାତିକ ଅଭିଯୋଗ
ମା’ଙ୍କ ଉପସ୍ଥିତିରେ ଘରୁ ମିଳିଲା ପୁଅଝିଅଙ୍କ ମୃତଦେହ। ରଶିରେ ବେକକୁ ଚିପି ଉଭୟଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
National
ମାଡ଼ି ଆସୁଛି ବାତ୍ୟା 'ଫେଙ୍ଗଲ', ଆଜି କରିବ ଲ୍ୟାଣ୍ଡଫଲ୍
ସାଇକ୍ଲୋନ୍ ଫେଙ୍ଗଲ ଏବେ ଚେନ୍ନାଇଠାରୁ ୨୫୦ କିମି ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।