ନ୍ୟୁଜିଲାଣ୍ଡ-ଭାରତ ଟ୍ରାଇ ଟେଷ୍ଟ ସିରିଜ୍‌: ଦଳରେ ରହିଲେ ରୋହିତ ଓ ଧାୱନ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ୩ଟି ଟେଷ୍ଟ ସିରିଜ ପାଇଁ ଆଜି ଘୋଷଣା ହୋଇଥିବା ୧୫ ଜଣିଆ ଦଳରେ ସ୍ଥାନ ପକ୍କା କରିଛନ୍ତି ଖରାପ ଫର୍ମକୁ ନେଇ ଚିନ୍ତିତ ଥିବା ରୋହିତ ଶର୍ମା ଓ ଶିଖର ଧାୱନ। ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଭୟ ଖେଳାଳି ଆଖି ଦୃଷ୍ଟିଆ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ଚୟନକର୍ତ୍ତା ସେମାନଙ୍କ ଉପରେ ପୁଣି ଥରେ ବିଶ୍ୱାସ ପ୍ରକଟ କରିଛନ୍ତି। ଭାରତୀୟ ୧୫ ଜଣିଆ ଦଳ: ବିରାଟ […]

team-india

team-india

Rakesh Mallick
  • Published: Monday, 12 September 2016
  • Updated: 12 September 2016, 05:57 PM IST

Sports

Latest News

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ୩ଟି ଟେଷ୍ଟ ସିରିଜ ପାଇଁ ଆଜି ଘୋଷଣା ହୋଇଥିବା ୧୫ ଜଣିଆ ଦଳରେ ସ୍ଥାନ ପକ୍କା କରିଛନ୍ତି ଖରାପ ଫର୍ମକୁ ନେଇ ଚିନ୍ତିତ ଥିବା ରୋହିତ ଶର୍ମା ଓ ଶିଖର ଧାୱନ। ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଭୟ ଖେଳାଳି ଆଖି ଦୃଷ୍ଟିଆ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ଚୟନକର୍ତ୍ତା ସେମାନଙ୍କ ଉପରେ ପୁଣି ଥରେ ବିଶ୍ୱାସ ପ୍ରକଟ କରିଛନ୍ତି।

ଭାରତୀୟ ୧୫ ଜଣିଆ ଦଳ: ବିରାଟ କୋହଲି(ଅଧିନାୟକ), କେ.ଏଲ୍.ରାହୁଲ, ଚେତ୍ତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ଏମ୍‌. ବିଜୟ, ରୋହିତ ଶର୍ମା, ଆର.ଅଶ୍ୱିନ, ଆର. ଶାହା (ୱିକେଟ ରକ୍ଷକ), ଆର. ଜେଡେଜା, ଏମ୍‌. ଶାମି, ଇଶାନ୍ତ ଶର୍ମା, ଭୁବନେଶ୍ୱର କୁମାର, ଶିଖର ଧୱାନ, ଅମିତ ମିଶ୍ରା ଓ ଉମେଶ ଯାଦବ।

ମ୍ୟାଚ୍‌

ତାରିଖ

ସ୍ଥାନ

ପ୍ରଥମ ଟେଷ୍ଟସେପ୍ଟେମ୍ବର ୨୨-୨୬କାନପୁରଭାରତନ୍ୟୁଜିଲାଣ୍ଡ
ଦ୍ୱିତୀୟ ଟେଷ୍ଟସେପ୍ଟେମ୍ବର ୩୦-ଅକ୍ଟୋବର ୪କୋଲକାତାଭାରତନ୍ୟୁଜିଲାଣ୍ଡ
ତୃତୀୟ ଟେଷ୍ଟଅକ୍ଟୋବର ୮-୧୨ଇନ୍ଦୋରଭାରତନ୍ୟୁଜିଲାଣ୍ଡ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story