ଆଜି ଶେଷ ଦିନିକିଆ: ଟିମ୍‌ରେ ପରିବର୍ତ୍ତନ ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଷଷ୍ଠ ତଥା ଶେଷ ଦିନିକିଆ ମ୍ୟାଚ ଖେଳାଯିବ। ସେଞ୍ଚୁରିଆନରେ ଭାରତୀୟ ସମୟ ଅପରାହ୍ନ ୪ଟା ୩୦ ମିନିଟରେ ଆରମ୍ଭ ହେବ ମ୍ୟାଚ। ୬ଟିକିଆ ଏହି ସିରିଜକୁ ଟିମ୍ ଇଣ୍ଡିଆ ୪-୧ରେ ଜିତିସାରିଛି। ଆଇସିସି ଦିନିକିଆ ମାନ୍ୟତାରେ ଶୀର୍ଷକୁ ମଧ୍ୟ ଉନ୍ନୀତ ହୋଇଛି। ଶେଷ ଦିନିକିଆ ଜିତି ସିରିଜକୁ ୫-୧ରେ କବ୍‌ଜା କରିବାକୁ ପଡ଼ିଆକୁ ଓହ୍ଲାଇବେ ବିରାଟ ବାହିନୀ। ଅନ୍ୟପଟେ ଘରୋଇ ଦଳ ଆଜିର ମ୍ୟାଚ ଜିତି ସମ୍ମାନ […]

14virat

Rakesh Mallick
  • Published: Friday, 16 February 2018
  • , Updated: 16 February 2018, 09:12 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଷଷ୍ଠ ତଥା ଶେଷ ଦିନିକିଆ ମ୍ୟାଚ ଖେଳାଯିବ। ସେଞ୍ଚୁରିଆନରେ ଭାରତୀୟ ସମୟ ଅପରାହ୍ନ ୪ଟା ୩୦ ମିନିଟରେ ଆରମ୍ଭ ହେବ ମ୍ୟାଚ। ୬ଟିକିଆ ଏହି ସିରିଜକୁ ଟିମ୍ ଇଣ୍ଡିଆ ୪-୧ରେ ଜିତିସାରିଛି। ଆଇସିସି ଦିନିକିଆ ମାନ୍ୟତାରେ ଶୀର୍ଷକୁ ମଧ୍ୟ ଉନ୍ନୀତ ହୋଇଛି। ଶେଷ ଦିନିକିଆ ଜିତି ସିରିଜକୁ ୫-୧ରେ କବ୍‌ଜା କରିବାକୁ ପଡ଼ିଆକୁ ଓହ୍ଲାଇବେ ବିରାଟ ବାହିନୀ। ଅନ୍ୟପଟେ ଘରୋଇ ଦଳ ଆଜିର ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ। ଆଜିର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆରେ ଅନେକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

Related story