ଆମେରିକାରେ ପ୍ରଥମ ଟାଇଟଲ୍ ଜିତି ଜାତୀୟ ରେକର୍ଡ ସମକକ୍ଷ ହେଲେ ହାଇଜମ୍ପର୍ ତେଜସ୍ୱିନ୍

ନୂଆଦିଲ୍ଲୀ: ଭାରତର ତେଜସ୍ୱିନୀ ଶଙ୍କର ଆମେରିକାର ଟେକ୍ସାସଠାରେ ଚାଲିଥିବା ବିଗ୍-୧୨ କଲଜିଏଟ୍ ଆଥଲେଟିକ୍ ମିଟ୍‌ର ପୁରୁଷ ହାଇଜମ୍ପ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଜାତୀୟ ରେକର୍ଡ ସମକକ୍ଷ ହୋଇଛନ୍ତି। କାନ୍‌ସାସ୍‌ ଷ୍ଟେଟ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ତେଜସ୍ୱିନ୍ ୨.୨୮ ମିଟର୍ ଡିଆଁ ମାରି ସିଜନ୍‌ର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ଗତବର୍ଷ ପଟିଆଲାରେ ଆୟୋଜିତ ୨୨ତମ ଫେଡେରେସନ୍ କପ୍‌ରେ ନିଜର ବ୍ୟକ୍ତିଗତ ରେକର୍ଡ ସମକକ୍ଷ ହୋଇଛନ୍ତି। ତେବେ ତେଜସ୍ୱିନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୨.୨୯ ମିଟର, ଯାହା ସେ ଗତବର୍ଷ […]

shankar

shankar

Subrat Kumar Nayak
  • Published: Sunday, 24 February 2019
  • Updated: 24 February 2019, 03:40 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ତେଜସ୍ୱିନୀ ଶଙ୍କର ଆମେରିକାର ଟେକ୍ସାସଠାରେ ଚାଲିଥିବା ବିଗ୍-୧୨ କଲଜିଏଟ୍ ଆଥଲେଟିକ୍ ମିଟ୍‌ର ପୁରୁଷ ହାଇଜମ୍ପ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଜାତୀୟ ରେକର୍ଡ ସମକକ୍ଷ ହୋଇଛନ୍ତି। କାନ୍‌ସାସ୍‌ ଷ୍ଟେଟ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ତେଜସ୍ୱିନ୍ ୨.୨୮ ମିଟର୍ ଡିଆଁ ମାରି ସିଜନ୍‌ର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ଗତବର୍ଷ ପଟିଆଲାରେ ଆୟୋଜିତ ୨୨ତମ ଫେଡେରେସନ୍ କପ୍‌ରେ ନିଜର ବ୍ୟକ୍ତିଗତ ରେକର୍ଡ ସମକକ୍ଷ ହୋଇଛନ୍ତି।

ତେବେ ତେଜସ୍ୱିନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୨.୨୯ ମିଟର, ଯାହା ସେ ଗତବର୍ଷ ଅପ୍ରେଲରେ ଟେକ୍ସାସ ଟେକ୍ ଆମନ୍ତ୍ରଣୀୟ ମିଟ୍‌ରେ ଅର୍ଜନ କରିଥିଲେ। ତେଜସ୍ୱିନ ବିଗ୍-୧୨ ହାଇଜମ୍ପ ଚାମ୍ପିଅନ୍ ହେବାରେ ଷଷ୍ଠ କାନ୍‌ସାସ୍‌ ଷ୍ଟେଟ୍‌ ୟୁନିଭର୍‌ସିଟି ଖେଳାଳି ହୋଇଛନ୍ତି।

ଚାମ୍ପିଅନ୍ ହେବା ପରେ ତେଜସ୍ୱିନ କହିଥିଲେ, ଆଉ ଏକ ପ୍ରତିଯୋଗିତାରେ ଚାମ୍ପିଅନ୍ ହେବାର ଅନୁଭୂତି ବହୁତ ଖାସ୍‌। ଏହାବ୍ୟତୀତ ମୁଁ ଜଣେ ୪୦୦ ମିଟର ରନ୍‌ର ଏବଂ ଏହି ଇଭେଣ୍ଟରେ ଟ୍ରାକ୍‌କୁ ଓହ୍ଲାଇବି ବୋଲି ତେଜସ୍ୱିନ୍ କହିଛନ୍ତି।

୨୦୧୫ ରାଜ୍ୟେଗୋଷ୍ଠୀ ୟୁଥ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ୨୦ ବର୍ଷୀୟ ତେଜସ୍ୱିନ୍ ମଧ୍ୟ ୨୦୧୬ ସାଉଥ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story