ପୁଣି କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ ସଚିନ ଓ ଲାରା

ମୁମ୍ବାଇ: ବିଶ୍ୱ କ୍ରିକେଟର ଦୁଇ ମହାନ୍ କ୍ରିକେଟର୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରା ଏକ ମହତ କାମ ପାଇଁ ପୁଣିଥରେ ପରସ୍ପର ବିରୋଧରେ ଖେଳିବେ। ଏହି ଦୁଇ ଚାମ୍ପିୟନ୍ ଖେଳାଳି ଟି-୨୦ ଟୁର୍ଣ୍ଣାମେଣ୍ଟ ଅନଏକାଡେମୀ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ୍ (ସଡ଼କ ସୁରକ୍ଷା ବିଶ୍ୱ ସିରିଜ୍‌)ର ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହେବେ। ମାର୍ଚ୍ଚ ୭ ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ ଇଣ୍ଡିଆ ଲିଜେଣ୍ଡସ୍ ଓ ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡସ୍ ଟିମ୍ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଗୁରୁବାର ଜାରି […]

sachin-and-lara

sachin-and-lara

Ranjit Kumar Jena
  • Published: Thursday, 13 February 2020
  • Updated: 13 February 2020, 09:17 PM IST

Sports

Latest News

ମୁମ୍ବାଇ: ବିଶ୍ୱ କ୍ରିକେଟର ଦୁଇ ମହାନ୍ କ୍ରିକେଟର୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରା ଏକ ମହତ କାମ ପାଇଁ ପୁଣିଥରେ ପରସ୍ପର ବିରୋଧରେ ଖେଳିବେ। ଏହି ଦୁଇ ଚାମ୍ପିୟନ୍ ଖେଳାଳି ଟି-୨୦ ଟୁର୍ଣ୍ଣାମେଣ୍ଟ ଅନଏକାଡେମୀ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ୍ (ସଡ଼କ ସୁରକ୍ଷା ବିଶ୍ୱ ସିରିଜ୍‌)ର ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହେବେ। ମାର୍ଚ୍ଚ ୭ ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ ଇଣ୍ଡିଆ ଲିଜେଣ୍ଡସ୍ ଓ ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡସ୍ ଟିମ୍ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ।

ଗୁରୁବାର ଜାରି ହୋଇଥିବା ଏହି ସିରିଜର କାର୍ଯ୍ୟସୂଚୀ ଅନୁଯାୟୀ ଟୁର୍ଣ୍ଣାମେଣ୍ଟରେ ମୋଟ ୧୧ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ସନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବ। ଏହି ସିରିଜରେ ଭାରତ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକାର କିଛି ବଡ଼ ଖେଳାଳି ଭାଗ ନେବେ। ଏମାନଙ୍କ ମଧ୍ୟରେ ସଚିନ, ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ, ଜାହିର୍ ଖାନ୍‌, ଲାର, ଶିବନାରାୟଣ ଚନ୍ଦରପଲ୍‌, ବ୍ରେଟ୍ ଲି, ବ୍ରାଡ୍ ହଜ୍‌, ଜଣ୍ଟି ରୋଡ୍ସ, ମୁଥିଆ ମୁରଲୀଧରନ, ତିଳକରତ୍ନେ ଦିଲସାନ୍‌, ଅଜନ୍ତା ମେଣ୍ଡିସ୍ ସାମିଲ୍ ଅଛନ୍ତି।

ଆୟୋଜଙ୍କ ଅନୁଯାୟୀ, ସଡ଼କ ସୁରକ୍ଷା ବିଷୟରେ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଏହି ସିରିଜର ମୂଳ ଲକ୍ଷ୍ୟ। ଏହି ସିରିଜର ଦୁଇଟି ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମ, ଚାରୋଟି ମ୍ୟାଚ୍ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ, ଚାରୋଟି ମ୍ୟାଚ୍ ନବି ମୁମ୍ବାଇର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ ଏବଂ ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୨୨ ତାରିଖରେ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ।

ପୁଣେରେ ଭାରତୀୟ ଟିମର ଦୁଇଟି ମ୍ୟାଚ୍ ଆୟୋଜିତ ହେବ। ଏଥିରୁ ଗୋଟିଏ ମ୍ୟାଚ୍ ମାର୍ଚ୍ଚ ୧୪ରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ୍ ଓ ଦ୍ୱିତୀୟ ମ୍ୟାଚ୍ ୨୦ ତାରିଖରେ ଅଷ୍ଟ୍ରେଲିଆ ଲିଜେଣ୍ଡସ୍ ବିପକ୍ଷରେ ହେବ। ଇଣ୍ଡିଆ ଲିଜେଣ୍ଡସ୍ ଟିମର ନେତୃତ୍ୱ ନେବେ ସଚିନ । ଭାରତର ପୂର୍ବତନ କ୍ୟାପଟେନ୍ ସୁନୀଲ ଗାଭାସ୍କର ଏହି ସିରିଜର କମିଶନର୍ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story