'ଲୌରିଅସ୍ ସ୍ପୋର୍ଟିଂ ମୋମେଣ୍ଟ' ପୁରସ୍କାର ଦୌଡ଼ରେ ସଚିନଙ୍କ ବିଶ୍ୱକପ୍ ବିଜୟ

ନୂଆଦିଲ୍ଲୀ: ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ସର୍ବଶ୍ରେଷ୍ଠ ଲୌରିଅସ୍ ସ୍ପୋର୍ଟିଂ ମୋମେଣ୍ଟର ପୁରସ୍କାର ଦୌଡ଼ରେ ସାମିଲ୍ ହୋଇଛନ୍ତି। ୨୦୦୦ରୁ ୨୦୨୦ ପର୍ଯ୍ୟନ୍ତ ସାରା ବିଶ୍ୱର ଏହି ସର୍ବଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତରେ ସଚିନଙ୍କ ସମେତ ଆଉ ପାଞ୍ଚ ଦାବିଦାର ମଧ୍ୟ ରହିଛନ୍ତି। ଫେବୃଆରୀ ୧୬ ତାରିଖରେ ତୃତୀୟ ତଥା ଅନ୍ତିମ ରାଉଣ୍ଡର ଭୋଟିଂ ଶେଷ ହେବ ଏବଂ ଏହା ପରେ ବିଜେତାଙ୍କ ଚୟନ କରାଯିବ। ୨୦୧୧ ବିଶ୍ୱକପରେ ଭାରତର ବିଜୟ ପ୍ରସଙ୍ଗରେ ସଚିନଙ୍କ ସହ ଜଡ଼ିତ ଏହି ମୁହୂର୍ତ୍ତକୁ […]

sachin

sachin

Ranjit Kumar Jena
  • Published: Monday, 03 February 2020
  • Updated: 03 February 2020, 08:50 PM IST

Sports

Latest News

ନୂଆଦିଲ୍ଲୀ: ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ସର୍ବଶ୍ରେଷ୍ଠ ଲୌରିଅସ୍ ସ୍ପୋର୍ଟିଂ ମୋମେଣ୍ଟର ପୁରସ୍କାର ଦୌଡ଼ରେ ସାମିଲ୍ ହୋଇଛନ୍ତି। ୨୦୦୦ରୁ ୨୦୨୦ ପର୍ଯ୍ୟନ୍ତ ସାରା ବିଶ୍ୱର ଏହି ସର୍ବଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତରେ ସଚିନଙ୍କ ସମେତ ଆଉ ପାଞ୍ଚ ଦାବିଦାର ମଧ୍ୟ ରହିଛନ୍ତି। ଫେବୃଆରୀ ୧୬ ତାରିଖରେ ତୃତୀୟ ତଥା ଅନ୍ତିମ ରାଉଣ୍ଡର ଭୋଟିଂ ଶେଷ ହେବ ଏବଂ ଏହା ପରେ ବିଜେତାଙ୍କ ଚୟନ କରାଯିବ।

୨୦୧୧ ବିଶ୍ୱକପରେ ଭାରତର ବିଜୟ ପ୍ରସଙ୍ଗରେ ସଚିନଙ୍କ ସହ ଜଡ଼ିତ ଏହି ମୁହୂର୍ତ୍ତକୁ 'କ୍ୟାରିଡ୍ ଅନ୍ ଦି ଶୋଲ୍ଡର୍ସ ଅଫ୍ ଏ ନେଶନ୍‌' ନାମକ ଶୀର୍ଷକ ଦିଆଯାଇଛି। ୯ ବର୍ଷ ତଳେ ସଚିନ ତେନ୍ଦୁଲକର ନିଜର ଷଷ୍ଠ ବିଶ୍ୱକପ୍ ଖେଳିଥିଲେ, ଯେଉଁଥିରେ ସେ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ମୁମ୍ବାଇରେ ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ୨୮ ବର୍ଷ ପରେ ଟାଇଟଲ୍ ଜିତିଥିଲା।

ମ୍ୟାଚ୍ ପରେ ଭାରତୀୟ ଟିମର ସଦସ୍ୟମାନେ ସଚିନ ତେନ୍ଦୁଲକରଙ୍କୁ କାନ୍ଧରେ ଛଠାଇ ମଇଦାନରେ 'ଲ୍ୟାପ୍ ଅଫ୍ ଅନର୍‌' କରାଇଥିଲେ ଏବଂ ଏହି ସମୟରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଖୁବ୍ ଭାବବିହ୍ୱଳ ମଧ୍ୟ ହୋଇ ପଡ଼ିଥିଲେ। ସଚିନ ଯେବେ କ୍ରିକେଟ୍ ଖେଳିବା ଆରମ୍ଭ କଲେ, ତାଙ୍କ ମନରେ ବିଶ୍ୱକପ୍ ଜିତିବାର ଏକମାତ୍ର ଅଭିଳାଷ ଥିଲା। ୨୦୧୧ ପୂର୍ବର ସଚିନ ପାଞ୍ଚଥର ବିଶ୍ୱକପରେ ଭାରତର ପ୍ରତିନିଧିତ୍ୱ କରିଥିଲେ ହେଁ, ସବୁଥିରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। କିନ୍ତୁ ୨୦୧୧ରେ ନିଜ ଘରୋଇ ଗ୍ରାଉଣ୍ଡ ଅର୍ଥାତ୍ ମୁମ୍ବାଇର ୱାଙ୍ଖଡେରେ ସଚିନଙ୍କ ସ୍ୱପ୍ନ ସାକାର ହୋଇଥିଲେ।

ଲୌରିଅସର ଏହି ତାଲିକାରେ ପ୍ରଥମେ ୨୦ ଦାବିଦାରଙ୍କୁ ସାମିଲ୍ କରାଯାଇଥିଲା, କିନ୍ତୁ ଭୋଟିଂ ପରେ ଏବେ କେବଳ ପାଞ୍ଚ ଦାବିଦାରଙ୍କୁ ତାଲିକାରେ ସ୍ଥାନ ମିଳିଛି। ବିଜେତାଙ୍କ ଘୋଷଣା ଫେବୃଆରୀ ୧୭ ତାରିଖରେ ବର୍ଲିନର ଲୌରେସ୍ ୱାର୍ଲ୍ଡ ସ୍ପୋର୍ଟ୍ସ ଆୱାର୍ଡ କାର୍ଯ୍ୟକ୍ରମରେ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story