ଟେଷ୍ଟରୁ ଅବସର ନେବା ନେଇ କିଛି ସ୍ପଷ୍ଟ କରି ନାହାନ୍ତି ସାଙ୍ଗାକାର

କଲୋମ୍ବୋ: କିଛି ଦିନ ତଳେ ଖବର ଆସିଥିଲା ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା ଟେଷ୍ଟ୍ କ୍ରିକେଟରୁ ଅବସର ନେଇ ଯିବେ। ଘରୋଇ ମାଟିରେ ଆଉ ତିନୋଟି ଟେଷ୍ଟ୍ ମ୍ୟାଚ୍ ଖେଳିବା ପରେ ସେ କ୍ରିକେଟର ଏହି ଫର୍ମାଟରୁ ଅବସର ନେଇଯିବେ। କିନ୍ତୁ ଶ୍ରୀଲଙ୍କାର ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ। ସେ କହିଛନ୍ତି, ସାଙ୍ଗାକାର ତାଙ୍କ ଟେଷ୍ଟ୍ କ୍ରିକେଟର ଭବିଷ୍ୟତ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ସେ ତାଙ୍କ ଅବସର ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ […]

KumarSangakkara

KumarSangakkara

Rakesh Mallick
  • Published: Wednesday, 24 June 2015
  • Updated: 24 June 2015, 04:37 PM IST

Sports

Latest News

କଲୋମ୍ବୋ: କିଛି ଦିନ ତଳେ ଖବର ଆସିଥିଲା ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା ଟେଷ୍ଟ୍ କ୍ରିକେଟରୁ ଅବସର ନେଇ ଯିବେ। ଘରୋଇ ମାଟିରେ ଆଉ ତିନୋଟି ଟେଷ୍ଟ୍ ମ୍ୟାଚ୍ ଖେଳିବା ପରେ ସେ କ୍ରିକେଟର ଏହି ଫର୍ମାଟରୁ ଅବସର ନେଇଯିବେ। କିନ୍ତୁ ଶ୍ରୀଲଙ୍କାର ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ। ସେ କହିଛନ୍ତି, ସାଙ୍ଗାକାର ତାଙ୍କ ଟେଷ୍ଟ୍ କ୍ରିକେଟର ଭବିଷ୍ୟତ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ସେ ତାଙ୍କ ଅବସର ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରି ନାହାନ୍ତି। ସେ ଏବେବି ଏନେଇ ଚୟନକର୍ତ୍ତାଙ୍କ ସହିତ ଆଲୋଚନା କରୁଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ଏ ପ୍ରସଙ୍ଗ ନେଇ ସେ ସାମ୍ବାଦିକମାନଙ୍କୁ ସୂଚନା ଦେବେ। ଆସନ୍ତାକାଲି କଲୋମ୍ବୋରେ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ଖେଳା ଯିବା ପୂର୍ବରୁ ମାଥ୍ୟୁସ୍ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ସହିତ ବର୍ତ୍ତମାନ ଚାଲିଥିବା ଦୁଇ ଟିକିଆ ଟେଷ୍ଟ୍ ସିରିଜ୍ ପରେ ଆସନ୍ତା ଅଗଷ୍ଟ ମାସରେ ଭାରତ ବିପକ୍ଷରେ ଏକ ଟେଷ୍ଟ୍ ମ୍ୟାଚ୍ ଖେଳି ସେ ଅବସର ଘୋଷଣା କରିବେ ବୋଲି କିଛି ଦିନ ତଳେ ଶ୍ରୀଲଙ୍କାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା।

ସାଙ୍ଗାକାର ବର୍ତ୍ତମାନ ଜଣେ ଟପ୍ ଟେଷ୍ଟ୍ କ୍ରିକେଟର। ସେ ଶେଷ ଥର ପାଇଁ ପ୍ରକାଶିତ ଆଇସିସି ମାନ୍ୟତା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲା। ତା’ପୂର୍ବରୁ ପ୍ରଥମ ସ୍ଥାନରେ ଥିଲେ। ସେ ୧୩୧ଟି ଟେଷ୍ଟ ଖେଳି ୧୨,୨୭୧ ରନ୍ ସଂଗ୍ରହ କରିଛନ୍ତି। ଏଥି ମଧ୍ୟରେ ସେ ମାରିସାରିଛନ୍ତି ୩୮ଟି ଶତକ। ସେ ହୁଏତ ସଚିନ ତେନ୍ଦୁଲକରଙ୍କ ୧୫,୯୨୧ ଟେଷ୍ଟ୍ ରନ୍ ଓ ୫୧ ଶତକକୁ ଅତିକ୍ରମ କରିପାରିବେ ନାହିଁ, କିନ୍ତୁ ତାଙ୍କ ନାଁରେ ରହିଛି ୧୧ଟି ଦ୍ୱିଶତକ। ଆଉ ଏହା ଡନ୍ ବ୍ରାଡମ୍ୟାନଙ୍କ ୧୨ଟି ଶତକରୁ ଗୋଟିଏ ସ୍ଥାନ ପଛରେ ତାଙ୍କୁ ରଖିଛି।

ଚଳିତ ପାକିସ୍ତାନ ବିପକ୍ଷ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ସେ ୫୨ ରନ୍ କରିଥିଲେ। ତେବେ ଦ୍ୱିତୀୟ ଇନିଂସରେ ମାତ୍ର ୧୮ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story