ଶ୍ରୀଲଙ୍କା ଟି-୨୦ ସ୍କ୍ୱାଡରେ ପରେରା ସାମିଲ୍‌

କଲମ୍ବୋ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଶ୍ରୀଲଙ୍କା ଦଳର ଘୋଷଣା କରାଯାଇଛି। ଶ୍ରୀଲଙ୍କା ଦଳକୁ ଅଲରାଉଣ୍ଡର ଥିସାରା ପରେରା ଓ ପେସ୍ ବୋଲର ନୁୱନ୍ ପ୍ରଦୀପ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଣ୍ଡିଜ୍ ବିପକ୍ଷ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପରେରା ଯଥାକ୍ରମେ ୩୨ ଓ ୩୬ ରନ୍ କରିଥିଲେ। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ଶ୍ରୀଲଙ୍କା ୨-୦ରେ ଆଗୁଆ ଜିତି ନେଇଛି ଏବଂ ଅନ୍ତିମ ତଥା ତୃତୀୟ ମ୍ୟାଚ୍ ମାର୍ଚ୍ଚ ୧ […]

perrera

perrera

Ranjit Kumar Jena
  • Published: Thursday, 27 February 2020
  • Updated: 27 February 2020, 08:52 PM IST

Sports

Latest News

କଲମ୍ବୋ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଶ୍ରୀଲଙ୍କା ଦଳର ଘୋଷଣା କରାଯାଇଛି। ଶ୍ରୀଲଙ୍କା ଦଳକୁ ଅଲରାଉଣ୍ଡର ଥିସାରା ପରେରା ଓ ପେସ୍ ବୋଲର ନୁୱନ୍ ପ୍ରଦୀପ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଣ୍ଡିଜ୍ ବିପକ୍ଷ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପରେରା ଯଥାକ୍ରମେ ୩୨ ଓ ୩୬ ରନ୍ କରିଥିଲେ।

ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ଶ୍ରୀଲଙ୍କା ୨-୦ରେ ଆଗୁଆ ଜିତି ନେଇଛି ଏବଂ ଅନ୍ତିମ ତଥା ତୃତୀୟ ମ୍ୟାଚ୍ ମାର୍ଚ୍ଚ ୧ ତାରିଖରେ ଖେଳାଯିବ। ପ୍ରଦୀପ ମଧ୍ୟ ଦିନିକିଆ ସିରିଜରେ ଦୁଇଟି ମ୍ୟାଚରେ ତିନୋଟି ୱିକେଟ୍ ଅକ୍ତିଆର କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଓପନିଂ ବ୍ୟାଟ୍ସମ୍ୟାନ୍ ଦନୁସ୍କା ଗୁଣତିଳକ ଆହତ କାରଣରୁ ପୁଣିଥରେ ବାଦ୍ ପଡ଼ିଛନ୍ତି।

ଦଳର ନେତୃତ୍ୱ ଭାର ସର୍ବୋପରି ଭେଟେରାନ୍ ପେସ୍ ବୋଲର ଲସିଥ୍ ମାଲିଙ୍ଗା ବହନ କରିବେ। ଶ୍ରୀଲଙ୍କା ଶେଷଥର ପାଇଁ ଭାରତ ବିପକ୍ଷରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଥିଲା, ଯେଥିରେ ଭାରତ ୨-୦ରେ ବିଜୟୀ ହୋଇଥିଲା। ସିରିଜର ଗୋଟିଏ ମ୍ୟାଚ୍ ବର୍ଷା କାରଣରୁ ଧୋଇ ହୋଇଯାଇଥିଲା।

ଶ୍ରୀଲଙ୍କା ସ୍କ୍ୱାଡ୍‌: ଲସିଥ୍ ମାଲିଙ୍ଗା (କ୍ୟାପଟେନ୍‌), ଅଭିସ୍କା ଫର୍ଣ୍ଣାଣ୍ଡୋ, କୁଶଲ ପରେରା, ଶେହାନ୍ ଜୟସୁରିୟା, ନିରୋଶାନ୍ ଡିକୱେଲା, କୁଶଲ ମେଣ୍ଡିସ୍‌, ଆଞ୍ଜେଲୋ ମାଥ୍ୟୁସ୍‌, ଧନଞ୍ଜୟ ଡି'ସିଲଭା, ଥିସାରା ପରେରା, ଦାସୁନ୍ ଶନକା, ୱାନିନ୍ଦୁ ହସରଙ୍ଗା, ଲକଶନ୍ ସାଣ୍ଡାକାନ୍‌, ଇସୁରୁ ଉଦାନା, ନୁୱନ୍ ପ୍ରଦୀପ, ଲାହିରୁ କୁମାରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story