ଉଭୟ ଭାରତ ଏବଂ ପାକିସ୍ତାନ ପାଇଁ ଖେଳିଛନ୍ତି ଏହି ୩ କ୍ରିକେଟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଯିଏ ଯେଉଁ ଦେଶର ନାଗରିକ, ସେ ସେହି ଦେଶ ପାଇଁ ହିଁ ଖେଳିଥାନ୍ତି। ହେଲେ ଅଦ୍ୟାବଧି କ୍ରିକେଟରେ ୧୫ ଜଣ ଟେଷ୍ଟ ଖେଳାଳି ରହିଛନ୍ତି ଯିଏ କି ଅନ୍ୟ ଦେଶ ପାଇଁ ମଧ୍ୟ ଖେଳିଛନ୍ତି। ସେହିପରି ଭାରତ ଓ ପାକିସ୍ତାନ କଥା ଯଦି ଦେଖିବା, ତା’ହେଲେ ଏପରି ୩ ଜଣ କ୍ରିକେଟର ଅଛନ୍ତି ଯିଏ ଉଭୟ ଭାରତ ଓ ପାକିସ୍ତାନ ପାଇଁ କ୍ରିକେଟ ଖେଳିଛନ୍ତି। ଆସନ୍ତୁ ଜାଣିବା ଏହି ତିନି କ୍ରିକେଟର […]

three cricketers have played for both india and pakistan

Subhransu Sekhar
  • Published: Sunday, 16 June 2019
  • Updated: 16 June 2019, 05:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଯିଏ ଯେଉଁ ଦେଶର ନାଗରିକ, ସେ ସେହି ଦେଶ ପାଇଁ ହିଁ ଖେଳିଥାନ୍ତି। ହେଲେ ଅଦ୍ୟାବଧି କ୍ରିକେଟରେ ୧୫ ଜଣ ଟେଷ୍ଟ ଖେଳାଳି ରହିଛନ୍ତି ଯିଏ କି ଅନ୍ୟ ଦେଶ ପାଇଁ ମଧ୍ୟ ଖେଳିଛନ୍ତି। ସେହିପରି ଭାରତ ଓ ପାକିସ୍ତାନ କଥା ଯଦି ଦେଖିବା, ତା'ହେଲେ ଏପରି ୩ ଜଣ କ୍ରିକେଟର ଅଛନ୍ତି ଯିଏ ଉଭୟ ଭାରତ ଓ ପାକିସ୍ତାନ ପାଇଁ କ୍ରିକେଟ ଖେଳିଛନ୍ତି। ଆସନ୍ତୁ ଜାଣିବା ଏହି ତିନି କ୍ରିକେଟର କିଏ?

ଅବଦୁଲ ହାଫିଜ କରଦାର

[caption id="attachment_394785" align="aligncenter" width="750"] ଅବଦୁଲ ହାଫିଜ କରଦାର[/caption]

୧୭ ଜାନୁଆରୀ ୧୯୨୫ରେ ଅବିଭାଜିତ ଭାରତର ଲାହୋରରେ ଜନ୍ମଗ୍ରହଣ କରିଥିଲେ ଏଏଚ କରଦାର। ଇଏ ହେଉଛନ୍ତି ସେଇ ତିନି କ୍ରିକେଟରଙ୍କ ମଧ୍ୟରୁ ଜଣେ ଯିଏକି ଉଭୟ ଭାରତ ଓ ପାକିସ୍ତାନରୁ ଖେଳିଛନ୍ତି। କାରଦର ଭାରତର ବିଭିନ୍ନ ଟିମରୁ ଘରୋଇ କ୍ରିକେଟ ଖେଳିଥିଲେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ, ଉତ୍ତର ଇଣ୍ଡିଆ ଏବଂ ମୁସଲିମ୍ସ ଆଦି ଦଳରୁ ମ୍ୟାଚରେ ଖେଳିଥିଲେ କରଦାର। ଏହାପରେ ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳିଥିଲେ କରଦାର।

ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ବଡ଼ ସମର୍ଥକ କାରଦର ଭାରତ ପାକିସ୍ତାନ ବିଭାଜନ ବେଳେ ପାକିସ୍ତାନ ଚାଲି ଯାଇଥିଲେ। ଏହାପରେ ୧୯୫୨-୫୩ରେ ଯେତେବେଳେ ପାକିସ୍ତାନ ଟେଷ୍ଚ କ୍ରିକେଟ୍ ଟିମ୍ ଘୋଷଣା ହେଲା ସେତେବେଳେ କାରଦର ଟିମରେ ଅଧିନାୟକ ଭାବରେ ଯୋଗ ଦେଇଥିଲେ। ପାକିସ୍ତାନ ପାଇଁ କାରଦର ୫ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ବାମ ହାତରେ କାରଦର ବ୍ୟାଟିଂ କରୁଥିବା ବେଳେ ମଧ୍ୟ ମିଡିୟମ ପେସ୍ ବୋଲିଂ କରୁଥିଲେ।

ଆମିର ଇଲାହି

[caption id="attachment_394787" align="aligncenter" width="750"] ଆମିର ଇଲାହି[/caption]

୧୯୦୮ ସେପ୍ଚେମ୍ୱର ୧ରେ ଅବିଭାଜିତ ଭାରତର ଲାହୋରରେ ଜନ୍ମ ଗ୍ରହଣ କରିଥିଲେ ଆମିର ଇଲାହି। ଦେଶ ସ୍ୱାଧୀନ ହେବା ପୂର୍ବରୁ ଭାରତ ପାଇଁ ଆମିର ଇଲାହି କ୍ରିକେଟ ମ୍ୟାଚ ଖେଳିଥିଲେ। ହେଲେ ଭାରତ-ପାକିସ୍ତାନ ବିଭାଜନ ବେଳେ ଆମିର ଇଲାହି ବି ପାକିସ୍ତାନ ପଳାଇଥିଲେ। ପରେ ୧୯୫୨-୫୩ରେ ସେ ପାକିସ୍ତାନ ଟିମରେ ସ୍ଥାନ ପାଇଥିଲେ। ପାକିସ୍ତାନ ପାଇଁ ଆମିର ଇଲାହି ୫ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଲେଗ ବ୍ରେକ୍ ଓ ଗୁଗଲି ବୋଲିଂ କରିବାରେ ମାହିର ଥିଲେ ଏହି କ୍ରିକେଟର।

ଗୁଲ୍ ମହମ୍ମଦ

[caption id="attachment_394789" align="aligncenter" width="750"] ଗୁଲ୍ ମହମ୍ମଦ[/caption]

୧୫ ଅକ୍ଚୋବର ୧୯୨୧ରେ ଅବିଭାଜିତ ଭାରତର ଲାହୋରରେ ଗୁଲ ମହମ୍ମଦ ଜନ୍ମଗ୍ରହଣ କରିଥିଲେ। ଏହି ଖେଳାଳିଙ୍କ ଉଚ୍ଚତା ୫ ଫୁଟ୍ ୫ ଇଞ୍ଚ ରହିଥିଲେ ମଧ୍ୟ ବାମ ହାତରେ ବ୍ୟାଟିଂ କରିବାରେ ମାହିର ଥିଲେ। ଏଥିସହ ସେ କଭରରେ ଭଲ ଫିଲ୍ଡିଂ କରୁଥିଲେ। ୧୯୪୬ରେ ଇଂଲଣ୍ଡ ଏବଂ ୧୯୪୭-୪୮ରେ ଅଷ୍ଟ୍ରେଲିଆ ଗସ୍ତ ବେଳେ ଗୁଲ ଭାରତ ପକ୍ଷରୁ ମ୍ୟାଚ ଖେଳିଥିଲେ। ଏହାପରେ ୧୯୫୨-୫୩ରେ ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତ ପକ୍ଷରୁ ଟେଷ୍ଟ ସିରିଜ୍ ଖେଳିଥିଲେ। ହେଲେ ୧୯୫୫ରେ ଗୁଲ୍ ପାକିସ୍ତାନର ନାଗରିକତା ଗ୍ରହଣ କରିଥିଲେ। ପରେ ୧୯୫୬-୫୭ରେ ଗୁଲ୍ ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନ ପକ୍ଷରୁ ଖେଳିଥିଲେ। ପାକିସ୍ତାନ ପକ୍ଷରୁ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଥିଲେ ଏହି ଖେଳାଳି। ପରେ ପାକିସ୍ତାନ କ୍ରିକେଟ ପ୍ରଶାସନରେ ସାମିଲ ହୋଇଥିଲେ ଗୁଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story