ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

ଟୋକିଓ: ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାରଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଏହି ଅଲିମ୍ପିକ୍ସର ସର୍ବାଧିକ ଟିକେଟର ମୂଲ୍ୟ ୩ଲକ୍ଷ ୟେନ୍ (ପ୍ରାୟ ୧ ଲକ୍ଷ ୯୧ ହଜାର ଟଙ୍କା) ଧାର୍ଯ୍ୟ ହୋଇଛି, ଯାହା କେବଳ ଉଦଘାଟନୀ ସମାରୋହ ପାଇଁ ଉପଲବ୍ଧ ହେବ। ସେହିପରି ସର୍ବନିମ୍ନ ଟିକେଟର ମୂଲ୍ୟ ୨୫୦୦ ୟେନ୍ (ପ୍ରାୟ ୧୬୦୦ ଟଙ୍କା) ରଖାଯାଇଛି। ଅଲିମ୍ପିକ୍ସରେ ସାମିଲ ହୋଇଥିବା ୩୩ଟି କ୍ରୀଡ଼ା ପାଇଁ ଅଲଗା ଅଲଗା ମୂଲ୍ୟର ଟିକେଟ୍ ରହିଛି। ଜାପାନର ସ୍ଥାନୀୟ ବାସିନ୍ଦାଙ୍କୁ […]

2020

2020

Hemant Lenka
  • Published: Thursday, 09 May 2019
  • Updated: 09 May 2019, 05:54 PM IST

Sports

Latest News

ଟୋକିଓ: ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାରଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଏହି ଅଲିମ୍ପିକ୍ସର ସର୍ବାଧିକ ଟିକେଟର ମୂଲ୍ୟ ୩ଲକ୍ଷ ୟେନ୍ (ପ୍ରାୟ ୧ ଲକ୍ଷ ୯୧ ହଜାର ଟଙ୍କା) ଧାର୍ଯ୍ୟ ହୋଇଛି, ଯାହା କେବଳ ଉଦଘାଟନୀ ସମାରୋହ ପାଇଁ ଉପଲବ୍ଧ ହେବ। ସେହିପରି ସର୍ବନିମ୍ନ ଟିକେଟର ମୂଲ୍ୟ ୨୫୦୦ ୟେନ୍ (ପ୍ରାୟ ୧୬୦୦ ଟଙ୍କା) ରଖାଯାଇଛି। ଅଲିମ୍ପିକ୍ସରେ ସାମିଲ ହୋଇଥିବା ୩୩ଟି କ୍ରୀଡ଼ା ପାଇଁ ଅଲଗା ଅଲଗା ମୂଲ୍ୟର ଟିକେଟ୍ ରହିଛି।

ଜାପାନର ସ୍ଥାନୀୟ ବାସିନ୍ଦାଙ୍କୁ ଟିକେଟ୍ ପାଇବା ପାଇଁ ଲଟେରୀର ସହାୟତା ନେବାକୁ ପଡ଼ିବ। ଭାଗ୍ୟଶାଳୀ ଦର୍ଶକଙ୍କୁ ୧୦୦ ମିଟର୍ ଦୌଡ଼ ଇଭେଣ୍ଟ ଦେଖିବାକୁ ସୁଯୋଗ ମିଳିବ, ଯାହାର ମୂଲ୍ୟ ୧୩୦,୦୦ ୟେନ୍ (୮୩ହଜାର ଟଙ୍କା) ହେବ। କିନ୍ତୁ ଉପଲବ୍ଧ ଟିକେଟରୁ ଅଧା ଟିକେଟ୍ ୮ହଜାର ୟେନ୍ (ପ୍ରାୟ ୫ହଜାର ଟଙ୍କା) କିମ୍ବା ଏହାଠାରୁ କମରେ ମିଳିବ। ଛୋଟ ପିଲା, ମାତା-ପିତା, ବରିଷ୍ଠ ନାଗରିକ ତଥା ଦିବ୍ୟାଙ୍ଗଙ୍କ ପାଇଁ ୨୦୨୦ ୟେନ୍ (୧୨୮୭ ଟଙ୍କା)ର ଟିକେଟ୍ ଧାର୍ଯ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story