ପାକିସ୍ତାନ ବିପକ୍ଷ ସିରିଜ୍‌ ପାଇଁ ରାଡଫୋର୍ଡ ୱେଷ୍ଟଇଣ୍ଡିଜର ବ୍ୟାଟିଂ କୋଚ୍‌ ନିଯୁକ୍ତ

ଆଣ୍ଟିଗୁଆ:ୟୁଏଇରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ସିରିଜ୍‌ରେ ୱେଷ୍ଟଇଣ୍ଡିଜର ବ୍ୟାଟିଂ କୋଚ୍‌ ଭାବେ ୱେଷ୍ଟ ଇଣ୍ଡିଜ୍‌ କ୍ରିକେଟ ବୋର୍ଡ (ଡବ୍ଲ୍ୟୁଆଇସିବି) ପକ୍ଷରୁ ନିଯୁକ୍ତି ପାଇଛନ୍ତି ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଟୋବି ରାଡଫୋର୍ଡ। ମୁଖ୍ୟକୋଚ୍‌ ଫିଲ୍ସ ସିମନ୍ସଙ୍କ ବହିଷ୍କାର ପରେ ସେ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଡବ୍ଲ୍ୟୁଆଇସିବି ସିଇଓ ମିଚେଲ ମୁରିରହେଡ୍‌ କହିଛନ୍ତି,“ପାକିସ୍ତାନ ବିପକ୍ଷ ସିରିଜ୍‌ ପାଇଁ ରାଡ୍‌ଫୋର୍ଡଙ୍କୁ ନିଯୁକ୍ତି ଦିଆଯାଇଛି। ଆସନ୍ତା ୨୩ ତାରିଖରୁ ପାକିସ୍ତାନ ବିପକ୍ଷରେ ଦଳ ୩ଟି ଟି-୨୦, ୩ଟି ଦିନିକିଆ ଓ […]

toby-radford

toby-radford

Rakesh Mallick
  • Published: Sunday, 18 September 2016
  • Updated: 18 September 2016, 06:13 PM IST

Sports

Latest News

ଆଣ୍ଟିଗୁଆ:ୟୁଏଇରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ସିରିଜ୍‌ରେ ୱେଷ୍ଟଇଣ୍ଡିଜର ବ୍ୟାଟିଂ କୋଚ୍‌ ଭାବେ ୱେଷ୍ଟ ଇଣ୍ଡିଜ୍‌ କ୍ରିକେଟ ବୋର୍ଡ (ଡବ୍ଲ୍ୟୁଆଇସିବି) ପକ୍ଷରୁ ନିଯୁକ୍ତି ପାଇଛନ୍ତି ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଟୋବି ରାଡଫୋର୍ଡ। ମୁଖ୍ୟକୋଚ୍‌ ଫିଲ୍ସ ସିମନ୍ସଙ୍କ ବହିଷ୍କାର ପରେ ସେ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି।

ଡବ୍ଲ୍ୟୁଆଇସିବି ସିଇଓ ମିଚେଲ ମୁରିରହେଡ୍‌ କହିଛନ୍ତି,“ପାକିସ୍ତାନ ବିପକ୍ଷ ସିରିଜ୍‌ ପାଇଁ ରାଡ୍‌ଫୋର୍ଡଙ୍କୁ ନିଯୁକ୍ତି ଦିଆଯାଇଛି। ଆସନ୍ତା ୨୩ ତାରିଖରୁ ପାକିସ୍ତାନ ବିପକ୍ଷରେ ଦଳ ୩ଟି ଟି-୨୦, ୩ଟି ଦିନିକିଆ ଓ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ତାଙ୍କ ସହ ଆମର କେବଳ ଏହି ସିରିଜ୍‌ ପାଇଁ ଚୁକ୍ତି ହୋଇଛି। ରାଡ୍‌ଫୋଡ ଦଳର ଯୁବବର୍ଗଙ୍କୁ ଭଲ ଭାବେ ଜାଣିଛନ୍ତି, ଆମେ ଆଶା କରୁଛି ଦଳ ଏହି ସିରିଜ୍‌ ରେଭଲ ପ୍ରଦର୍ଶନ କରିବ।”

୨୦୧୨ ବିଶ୍ୱକପ୍‌ ଟି-୨୦ ଜିତିଥିବା ୱେଷ୍ଟ ଇଣ୍ଡିଜ୍‌ ଦଳର ମୁଖ୍ୟ କୋଚ୍‌ ଓଟିସ୍‌ ଗିବ୍ସସନ୍‌ ମୁଖ୍ୟ କୋଚ୍‌ ଥିବା ବେଳେ ସହକାରୀ କୋଚ୍‌ ଥିଲେ ଟୋବି ରାଡଫୋର୍ଡ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story