ରିଓ ଅଲିମ୍ପିକ୍‌: କୁସ୍ତିଯୋଦ୍ଧା ସନ୍ଦୀପ ତୋମାର ହାରିଗଲେ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ର ପୁରୁଷ ଫ୍ରିଷ୍ଟାଇଲ୍ ୫୭ କେଜି ବର୍ଗର ପ୍ରିକ୍ୱାର୍ଟର ମ୍ୟାଚ୍‌ରେ ଆଜି ହାରି ଯାଇଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ସନ୍ଦୀପ ତୋମାର। ସେ ରୁଷିଆର ଭିକ୍ଟର ଲେବେଡେଭଙ୍କ ଠାରୁ ୭-୩ରେ ହାରି ଯାଇଛନ୍ତି। ଖେଳ ପ୍ରାରମ୍ଭରୁ ସନ୍ଦୀପଙ୍କ ଉପରେ ଭାରି ପଡ଼ିଥିଲେ ଭିକ୍ଟର।

sandeep-tomar

Rakesh Mallick
  • Published: Friday, 19 August 2016
  • , Updated: 19 August 2016, 09:46 PM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ର ପୁରୁଷ ଫ୍ରିଷ୍ଟାଇଲ୍ ୫୭ କେଜି ବର୍ଗର ପ୍ରିକ୍ୱାର୍ଟର ମ୍ୟାଚ୍‌ରେ ଆଜି ହାରି ଯାଇଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ସନ୍ଦୀପ ତୋମାର। ସେ ରୁଷିଆର ଭିକ୍ଟର ଲେବେଡେଭଙ୍କ ଠାରୁ ୭-୩ରେ ହାରି ଯାଇଛନ୍ତି।

ଖେଳ ପ୍ରାରମ୍ଭରୁ ସନ୍ଦୀପଙ୍କ ଉପରେ ଭାରି ପଡ଼ିଥିଲେ ଭିକ୍ଟର।

Related story