ଏକାଠି ବସି ମ୍ୟାଚ୍ ଦେଖିଲେ ଦୁଇ ଦଳର କ୍ୟାପଟେନ୍‌

ମାଉଣ୍ଟ ମାଉଙ୍ଗାନୁଇ: କ୍ରିକେଟ୍ ମଇଦାନରେ ଅନେକ ସମୟରେ ଦୁଇ ଦଳର ଖେଳାଳିମାନେ ପରସ୍ପରକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖନ୍ତି। ଏପରିକି ବେଳେ ବେଳେ ଖେଳାଳିମାନେ ପରସ୍ପର ସହ ହସଖୁସିରେ କଥା ମଧ୍ୟ ହୁଅନ୍ତି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଖେଳାଯାଇଥିବା ଅନ୍ତିମ ଟି-୨୦ ମ୍ୟାଚରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। #SpiritOfCricket 🙌🙌#NZvIND pic.twitter.com/97kkQP8y02 — BCCI (@BCCI) February 2, 2020 ମ୍ୟାଚ୍ ସମୟରେ ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଟିମର କ୍ୟାପଟେନଙ୍କୁ ଏକାଠି […]

ind-nz

ind-nz

Ranjit Kumar Jena
  • Published: Sunday, 02 February 2020
  • Updated: 02 February 2020, 05:04 PM IST

Sports

Latest News

ମାଉଣ୍ଟ ମାଉଙ୍ଗାନୁଇ: କ୍ରିକେଟ୍ ମଇଦାନରେ ଅନେକ ସମୟରେ ଦୁଇ ଦଳର ଖେଳାଳିମାନେ ପରସ୍ପରକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖନ୍ତି। ଏପରିକି ବେଳେ ବେଳେ ଖେଳାଳିମାନେ ପରସ୍ପର ସହ ହସଖୁସିରେ କଥା ମଧ୍ୟ ହୁଅନ୍ତି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଖେଳାଯାଇଥିବା ଅନ୍ତିମ ଟି-୨୦ ମ୍ୟାଚରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ମ୍ୟାଚ୍ ସମୟରେ ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଟିମର କ୍ୟାପଟେନଙ୍କୁ ଏକାଠି ବସି ମ୍ୟାଚ୍ ଦେଖିଥିବାର ଦେଖିବାକୁ ମିଳିଛି। ପଞ୍ଚମ ଦିନିକିଆ ପାଇଁ ଭାରତ ବିରାଟ୍ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। ସେହିପରି ଭ୍ରମଣକାରୀ ଦଳର କ୍ୟାପଟେନ୍ କେନ୍ ୱିଲିୟମସନ୍ ଆହତ କାରଣରୁ ଟିମରୁ ବାହାରେ ରହିଥିଲେ। ଏହା ମଧ୍ୟରେ ଦୁଇ ଖେଳାଳି ଏକାଠି ବସି ବାଉଣ୍ଡ୍ରୀ ନିକଟରେ ମ୍ୟାଚ୍ ଦେଖିଲେ। ସେମାନଙ୍କ ସହ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମଧ୍ୟ ବସିଥିଲେ।

ବିସିସିଆଇ ତା'ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏହି ଫଟୋକୁ ଶେଆର୍ କରିଛି ଏବଂ ଏଥିରେ କ୍ୟାପସନ୍ ଦେଇ ଲେଖିଛି ଯେ 'ସ୍ପିରିଟ୍ ଅଫ୍ କ୍ରିକେଟ୍‌'। ସୂଚନାଯୋଗ୍ୟ, ଏହି ମ୍ୟାଚରେ ବିରାଟଙ୍କ ସ୍ଥାନରେ ରୋହିତ୍ ଶର୍ମା ଭାରତର ନେତୃତ୍ୱ ବହନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story