୧୮ମାସ ପରେ ପାକ୍‌ ଦିନିକିଆ ଦଳକୁ ଫେରିଲେ ଉମର ଅକ୍‌ମଲ

କରାଚି: ୱେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ପାକିସ୍ତାନ ଦିନିକିଆ ଦଳକୁ ଫେରିଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଉମର ଅକ୍‌ମଲ। ଶୃଙ୍ଖଳାଗତ ସମସ୍ୟା କାରଣରୁ ସେ ୧୮ ମାସ ଧରି ଦଳରୁ ବାହାରେ ଥିଲେ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହୋଇଥିବା ୨୦୧୫ ବିଶ୍ୱକପ୍‌ରେ ୨୬ ବର୍ଷୀୟ ଅକ୍‌ମଲ ୧୧୧ତମ ତଥା ଶେଷ ଦିନିକିଆ ଖେଳିଥିଲେ। କିଛିଦିନ ପୂର୍ବରୁ ସେ ଟି-୨୦ ଦଳକୁ ମଧ୍ୟ ଫେରିଥିଲେ।

akmal-ap-759

Rakesh Mallick
  • Published: Sunday, 25 September 2016
  • , Updated: 25 September 2016, 05:42 PM IST

କରାଚି: ୱେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ପାକିସ୍ତାନ ଦିନିକିଆ ଦଳକୁ ଫେରିଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଉମର ଅକ୍‌ମଲ। ଶୃଙ୍ଖଳାଗତ ସମସ୍ୟା କାରଣରୁ ସେ ୧୮ ମାସ ଧରି ଦଳରୁ ବାହାରେ ଥିଲେ।

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହୋଇଥିବା ୨୦୧୫ ବିଶ୍ୱକପ୍‌ରେ ୨୬ ବର୍ଷୀୟ ଅକ୍‌ମଲ ୧୧୧ତମ ତଥା ଶେଷ ଦିନିକିଆ ଖେଳିଥିଲେ।

କିଛିଦିନ ପୂର୍ବରୁ ସେ ଟି-୨୦ ଦଳକୁ ମଧ୍ୟ ଫେରିଥିଲେ।

Related story