ୟୁପି ରଣଜୀ ଟିମ୍‌ର କୋଚ୍‌ ହେଲେ ପ୍ରଭାକର

କାନ୍‌ପୁର: ଉତ୍ତରପ୍ରଦେଶ ରଣଜୀ ଟିମ୍‌ର କୋଚ୍‌ ଭାବେ ଆଜି ନିଯୁକ୍ତି ପାଇଛନ୍ତି ଭାରତର ପୂର୍ବତନ ଅଲ୍‌ରାଉଣ୍ଡର ମନୋଜ ପ୍ରଭାକର। ପୂର୍ବତନ କୋଚ୍‌ ରିଜ୍‌ୱାନ୍‌ ଶାମ୍‌ଶାଦ୍‌ ଏବେ ମନୋନୟନ କମିଟର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏସନ୍‌ ନିର୍ଦ୍ଦେଶକ ପିଡି ପାଠକ୍‌ କହିଛନ୍ତି,“ମସୌରୀରେ ଗତକାଲି ହୋଇଥିବା ୟୁପିସିଏ କାର୍ଯ୍ୟକାରଣୀ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।” ଏହି ବୈଠକରେ ୟୁପିସିଏ ସଚିବ ଓ ନିର୍ଦ୍ଦେଶକ ରାଜୀବ ଶୁକ୍ଳା ଉପସ୍ଥିତ ଥିଲେ। ଏହ ବୈଠକରେ ଜୁନିୟର ମନୋନୟନକାରୀ […]

manoj-prabhakar-

Rakesh Mallick
  • Published: Saturday, 16 July 2016
  • , Updated: 16 July 2016, 05:16 PM IST

କାନ୍‌ପୁର: ଉତ୍ତରପ୍ରଦେଶ ରଣଜୀ ଟିମ୍‌ର କୋଚ୍‌ ଭାବେ ଆଜି ନିଯୁକ୍ତି ପାଇଛନ୍ତି ଭାରତର ପୂର୍ବତନ ଅଲ୍‌ରାଉଣ୍ଡର ମନୋଜ ପ୍ରଭାକର। ପୂର୍ବତନ କୋଚ୍‌ ରିଜ୍‌ୱାନ୍‌ ଶାମ୍‌ଶାଦ୍‌ ଏବେ ମନୋନୟନ କମିଟର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏସନ୍‌ ନିର୍ଦ୍ଦେଶକ ପିଡି ପାଠକ୍‌ କହିଛନ୍ତି,“ମସୌରୀରେ ଗତକାଲି ହୋଇଥିବା ୟୁପିସିଏ କାର୍ଯ୍ୟକାରଣୀ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।”

ଏହି ବୈଠକରେ ୟୁପିସିଏ ସଚିବ ଓ ନିର୍ଦ୍ଦେଶକ ରାଜୀବ ଶୁକ୍ଳା ଉପସ୍ଥିତ ଥିଲେ। ଏହ ବୈଠକରେ ଜୁନିୟର ମନୋନୟନକାରୀ କମିଟିର ଅଧ୍ୟକ୍ଷ ଭାବେ ଅରବିନ୍ଦ କାପୁରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ନୀତୁ ଦ୍ୱିବେଦୀଙ୍କୁ ସିନିୟର ମନୋନୟନକାରୀ କମିଟିର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

Related story