ସ୍ୱର୍ଣ୍ଣ ଜିତିଲେ ଉତ୍କର୍ଷ ଓ ପ୍ରିୟଙ୍କା, ଶୀର୍ଷରେ ସାବିତ୍ରୀବାଇ ପୁଲେ ପୁନେ ୟୁନିଭର୍ସିଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ପଟିଆଲା ପଞ୍ଜାବୀ ୟୁନିଭର୍ସିଟିର ଉତ୍କର୍ଷ ଦିକ୍ଷୀତ୍‌ ଓ ରୋହତକର ମହର୍ଷୀ ଦୟାନନ୍ଦ ୟୁନିଭର୍ସିଟିର ପ୍ରିୟଙ୍କା ଠକରାନ୍‌ କମାଲ୍‌ କରିଛନ୍ତି। ଦୁହେଁ ବିପରୀତ ମାର୍ଗରେ ଯାଇ ପୁରୁଷ ଓ ମହିଳା ରିକର୍ଭ ଆର୍ଚରୀରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଉତ୍କର୍ଷ ଦିକ୍ଷିତ୍‌ ଆୟୋଜିକ୍‌ କିଟର ରଞ୍ଜିତ୍‌ ନାୟକଙ୍କ ବିରୋଧରେ ପ୍ରତିଯୋଗିତା ଆରମ୍ଭରୁ ନର୍ଭସ୍‌ ଥିବା ସ୍ୱୀକାର କରିଥିଲେ କିନ୍ତୁ ଓପନିଂ ଶଟ୍‌ ହାରିବା ପରେ ପରବର୍ତ୍ତୀ ଦୁଇଟି ଶଟ୍‌ […]

khelo

khelo

Ranjit Kumar Jena
  • Published: Wednesday, 26 February 2020
  • Updated: 26 February 2020, 10:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ପଟିଆଲା ପଞ୍ଜାବୀ ୟୁନିଭର୍ସିଟିର ଉତ୍କର୍ଷ ଦିକ୍ଷୀତ୍‌ ଓ ରୋହତକର ମହର୍ଷୀ ଦୟାନନ୍ଦ ୟୁନିଭର୍ସିଟିର ପ୍ରିୟଙ୍କା ଠକରାନ୍‌ କମାଲ୍‌ କରିଛନ୍ତି। ଦୁହେଁ ବିପରୀତ ମାର୍ଗରେ ଯାଇ ପୁରୁଷ ଓ ମହିଳା ରିକର୍ଭ ଆର୍ଚରୀରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଉତ୍କର୍ଷ ଦିକ୍ଷିତ୍‌ ଆୟୋଜିକ୍‌ କିଟର ରଞ୍ଜିତ୍‌ ନାୟକଙ୍କ ବିରୋଧରେ ପ୍ରତିଯୋଗିତା ଆରମ୍ଭରୁ ନର୍ଭସ୍‌ ଥିବା ସ୍ୱୀକାର କରିଥିଲେ କିନ୍ତୁ ଓପନିଂ ଶଟ୍‌ ହାରିବା ପରେ ପରବର୍ତ୍ତୀ ଦୁଇଟି ଶଟ୍‌ ଜିତି ନିଜ ଆତ୍ମବିଶ୍ୱାସ ଫେରିପାଇଥିଲେ।

ସେହିପରି ସେମିଫାଇନାଲରେ ୱାର୍ଲ୍ଡ କ୍ୟାଡେଟ୍‌ ଚାମ୍ପିୟନ୍‌ କୋମୋଲିକା ବାରିଙ୍କୁ ପରାଜିତ କରି ସମସ୍ତଙ୍କୁ ଚକିତ କରିଥିବା ପ୍ରିୟଙ୍କା ଠାକରନ୍‌ ଫାଇନାଲରେ ପ୍ରାର୍ଥନା ସୋଲାଙ୍କି (ପଞ୍ଜାବ ୟୁନିଭର୍ସିଟି, ଚଣ୍ଡୀଗଡ)ଙ୍କ ଠାରୁ ଦୁଇଟି ସେଟରେ ପରାଜିତ ହେବା ପରେ ସ୍ୱର୍ଣ୍ଣ ପଦକ ହରାଇବା ସ୍ଥିତିରେ ଥିଲେ। କିନ୍ତୁ ଉଭୟ ତୀରନ୍ଦାଜ ୯ରେ ହିଟ୍‌ କରିଥିବା ବେଳେ ପ୍ରିୟଙ୍କାଙ୍କ ତୀର ସେଣ୍ଟରର ନିକଟତର ଥିଲା ଓ ସେ ଟାଇଟଲ ଜିତିଥିଲେ।

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଓଡିଶାର ବ୍ରହ୍ମପୁର ୟୁନିଭର୍ସିଟିର ପ୍ରମିଳା କ୍ରିସାନୀ ୫୫କେଜି ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ଜିତି ଓଡିଶା ପାଇଁ ଗୌରବ ଆଣିଛନ୍ତି। ଦେଶବ୍ୟାପୀ ପ୍ରାୟ ୨୪ଟି ୟୁନିଭର୍ସିଟି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ସର୍ବନିମ୍ନ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୩୯ଟି ୟୁନିଭର୍ସିଟି ସର୍ବନିମ୍ନ ଗୋଟିଏ ଲେଖାଏଁ ପଦକ ଜିତିଛନ୍ତି। କିନ୍ତୁ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ୧୦ଟି ସ୍ୱର୍ଣ୍ଣ ପଦକ ସହ ତାଲିକାର ଶୀର୍ଷରେ ରହିଛି। ଏହି ୟୁନିଭର୍ସିଟିର ଆଥଲେଟ୍‌ମାନେ ୪ଟି ରୌପ୍ୟ ପଦକ ଓ ୬ଟି ବ୍ରୋଞ୍ଜ ପଦକ ମଧ୍ୟ ଜିତିଛନ୍ତି।

୮ଟି ସ୍ୱର୍ଣ୍ଣ ପଦକ ସମେତ ୨୪ଟି ପଦକ ସହ ପଞ୍ଜାବ ୟୁନିଭର୍ସିଟି ସର୍ବ।ଧିକ ପଦକ ହାସଲ କରିଛି। ଏଥିସହିତ ପୁରୁଷ ୫୫ କେଜି ଭାରୋତ୍ତୋଳନରେ ୩ଟି ଜାତୀୟ ରେକର୍ଡ ସୃଷ୍ଟି ହୋଇଛି। କାବାୟିତ୍ରୀ ବାହିନାବାଇ ଚୌଧୁରୀ ୟୁନିଭର୍ସିଟିର ଜଲଗାଓଁର ପ୍ରଶାନ୍ତ ସୁରେଶ କୋଲି, ଆର୍‌ ମାଧବନଙ୍କୁ ପରାଜିତ କରିଥିଲେ। ଫାଇନାଲ ପ୍ରୟାସରେ ୧୩୩କେଜିର ଭାରୋତ୍ତୋଳନ କରି ସେ ଆଉ ଏକ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ। ତେବେ କିଛି ମୁହୂର୍ତ୍ତ ମଧ୍ୟରେ ଶିବାଜୀ ୟୁନିଭର୍ସିଟିର ସଙ୍କେତ ମହାଦେବ ସାଗର ତାଙ୍କର ରେକର୍ଡକୁ ଭାଙ୍ଗି ୧୩୮ କେଜିର ଭାରୋତଳନ କରିଥିଲେ।

ସେହିପରି ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିର ସାଧ୍ବୀ ଧୁରି କଳିଙ୍ଗ ସ୍ପୋର୍ଟସ୍‌ କମ୍ପ୍ଲେକ୍ସର ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ୯ଟି ସ୍ୱର୍ଣ୍ଣ ପଦକ ଜିତି ସବୁଠାରୁ ସଫଳ ସ୍ୱିମର୍‌ ହୋଇଥିଲେ। ସେ ପ୍ରଥମେ ୨୦୦ମିଟର ଇଣ୍ଡିଭିଜୁଆଲ ମେଡ୍‌ଲି, ପରେ ୧୦୦ ମିଟର ଫ୍ରିଷ୍ଟାଇଲ ସ୍ପ୍ରିଣ୍ଟ, ୧୦୦ ମିଟର ବଟରଫ୍ଲାଏ ଗୋଲ୍ଡ, ୫୦ମିଟର ଓ ୨୦୦ ମିଟର ଫ୍ରିଷ୍ଟାଇଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ପଞ୍ଜାବ ୟୁନିଭର୍ସିଟିର ସିଦ୍ଧାନ୍ତ ସେଜୱାଲ ନିଜ ଟିମକୁ ୪ଗୁଣା ୨୦୦ ମିଟର ଫ୍ରିଷ୍ଟାଇଲରେ ସ୍ୱର୍ଣ୍ଣ ପଦକ ଜିତାଇବା ସହ ବ୍ୟକ୍ତିଭତ ଭାବେ ୫୦ମିଟର ବ୍ୟାକଷ୍ଟ୍ରୋକ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହିତ ତାଙ୍କର ସ୍ୱର୍ଣ୍ଣ ପଦକ ସଂଖ୍ୟା ୫ ରହିଛି। ଆନ୍ଧ୍ର ୟୁନିଭର୍ସିଟି ଓ ଜୈନ୍‌ ୟୁନିଭର୍ସିଟି ପୁରୁଷ ଓ ମହିଳା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆନ୍ଧ୍ର ୟୁନିଭର୍ସିଟିର ମହିଳା ଟିମ୍‌ ଓ ଜୈନ୍‌ ୟୁନିଭର୍ସିଟିର ପୁରୁଷ ଦଳ ବ୍ରୋଞ୍ଜ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story