ମ୍ୟାଚ୍‌ ହାରିବା ପରେ କାନ୍ଦିଲେ ଏହି ଦଳର ଅଧିନାୟକ, ଦେଖନ୍ତୁ ଭିଡିଓ

ଦୁବାଇ: କ୍ରିକେଟ୍‌ରେ ହାର ଜିତ୍ ଲାଗି ରହିଛି। ତେବେ ମ୍ୟାଚ୍‌ ହାରିବା ପରେ ସର୍ବସମ୍ମୁଖରେ ପରାଜିତ ଦଳର ଅଧିନାୟକ କାନ୍ଦିବା ଖୁବ୍‌ କମ୍‌ ଦେଖାଯାଏ। ଏଭଳି ଏକ ଘଟଣା ମହିଳା ଟି-୨୦ ବିଶ୍ୱକପ୍‌ରେ ଦେଖିବାକୁ ମିଳିଛି। ପାକିସ୍ତାନ ମହିଳା ଟିମ୍‌ଠାରୁ ହାରିବା ପରେ ଆର୍ୟଲ୍ୟାଣ୍ଡର ଅଧିନାୟକ ଲରା ଡେଲାନି କ୍ୟାମେରା ଆଗରେ କାନ୍ଦୁଥିବା ଦେଖିବାକୁ ମିଳିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍‌ ହରାଇ ୧୩୯ ରନ୍‌ କରିଥିବା ବେଳେ ଆୟର୍ଲ୍ୟାଣ୍ଡ ମାତ୍ର ୧୦୧ ରନ୍‌ […]

y1

y1

Hemant Lenka
  • Published: Wednesday, 14 November 2018
  • Updated: 14 November 2018, 09:54 PM IST

Sports

Latest News

ଦୁବାଇ: କ୍ରିକେଟ୍‌ରେ ହାର ଜିତ୍ ଲାଗି ରହିଛି। ତେବେ ମ୍ୟାଚ୍‌ ହାରିବା ପରେ ସର୍ବସମ୍ମୁଖରେ ପରାଜିତ ଦଳର ଅଧିନାୟକ କାନ୍ଦିବା ଖୁବ୍‌ କମ୍‌ ଦେଖାଯାଏ। ଏଭଳି ଏକ ଘଟଣା ମହିଳା ଟି-୨୦ ବିଶ୍ୱକପ୍‌ରେ ଦେଖିବାକୁ ମିଳିଛି। ପାକିସ୍ତାନ ମହିଳା ଟିମ୍‌ଠାରୁ ହାରିବା ପରେ ଆର୍ୟଲ୍ୟାଣ୍ଡର ଅଧିନାୟକ ଲରା ଡେଲାନି କ୍ୟାମେରା ଆଗରେ କାନ୍ଦୁଥିବା ଦେଖିବାକୁ ମିଳିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍‌ ହରାଇ ୧୩୯ ରନ୍‌ କରିଥିବା ବେଳେ ଆୟର୍ଲ୍ୟାଣ୍ଡ ମାତ୍ର ୧୦୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ପାକିସ୍ତାନ ସ୍ୱଳ୍ପ ରନ୍‌ କରିଥିଲେ ହେଁ ଆୟର୍ଲ୍ୟାଣ୍ଡଦଳ ୪୦ ରନ୍‌ରେ ପରାସ୍ତ ହୋଇଥିଲା। ଏଥିପାଇଁ ଲରା ନିଜର ହତାଶା ଭାବ ପ୍ରକାଶ କରିବା ସହ ପ୍ରଫେସନାଲ୍‌ ଖେଳାଳିମାନେ କ’ଣ ଏତେ ରନ୍‌ରେ ପରାସ୍ତ ହୁଅନ୍ତି ବୋଲି କହିଛନ୍ତି। ପାକିସ୍ତାନ ଆଉ କେତେ କମ୍‌ ରନ୍‌ କରିଥାଆନ୍ତା ଯେ ଆମେ ମ୍ୟାଚ୍‌ ଜିତିଥାଆନ୍ତୁ? ଏତିକି କହି ସେ ଭାବପ୍ରବଣ ହେବା ସହ କାନ୍ଦି ପକାଇଥିଲେ।

ଏହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଦେଖନ୍ତୁ ଭିଡିଓ
https://twitter.com/twitter/statuses/1062666119474044929

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story