ଜନ୍ମ ଦିନ ପାଳିବାକୁ ପତ୍ନୀଙ୍କ ସହ ଏହି ସ୍ଥାନକୁ ଯାଇଛନ୍ତି ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଆଜି ଜନ୍ମଦିନ। ଆଜି ସେ ୩୦ବର୍ଷରେ ପାଦ ଦେଇଛନ୍ତି। ଏନେଇ ସୋଶାଲ୍ ମିଡିଆ ଯୋଗେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ବିରାଟ ନିଜ ଜନ୍ମଦିନ ସବୁବେଳେ ଭିନ୍ନ ଢଙ୍ଗରେ ପାଳିଥା’ନ୍ତି। ଏଥର ସେ ପତ୍ନୀ ଅନୁଷ୍କାଙ୍କ ସହ ଜନ୍ମଦିନ ପାଳିବାକୁ ସ୍ଥିର କରିଛନ୍ତି। ସେଥିପାଇଁ ଦୁହେଁ ହରିଦ୍ୱାର ଯାଇଛନ୍ତି। ଶନିବାର ବିରାଟ ଓ ଅନୁଷ୍କା ଡେରାଡୁନ୍‌ର ଜୋଲି ଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେମାନେ ନରେନ୍ଦ୍ର […]

kohli

kohli

Jitendra Garnayak
  • Published: Monday, 05 November 2018
  • Updated: 05 November 2018, 01:02 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଆଜି ଜନ୍ମଦିନ। ଆଜି ସେ ୩୦ବର୍ଷରେ ପାଦ ଦେଇଛନ୍ତି। ଏନେଇ ସୋଶାଲ୍ ମିଡିଆ ଯୋଗେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ବିରାଟ ନିଜ ଜନ୍ମଦିନ ସବୁବେଳେ ଭିନ୍ନ ଢଙ୍ଗରେ ପାଳିଥା’ନ୍ତି। ଏଥର ସେ ପତ୍ନୀ ଅନୁଷ୍କାଙ୍କ ସହ ଜନ୍ମଦିନ ପାଳିବାକୁ ସ୍ଥିର କରିଛନ୍ତି। ସେଥିପାଇଁ ଦୁହେଁ ହରିଦ୍ୱାର ଯାଇଛନ୍ତି।

ଶନିବାର ବିରାଟ ଓ ଅନୁଷ୍କା ଡେରାଡୁନ୍‌ର ଜୋଲି ଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେମାନେ ନରେନ୍ଦ୍ର ନଗର ସ୍ଥିତ ଏକ ହୋଟେଲ୍‌କୁ ଯାଇଥିଲେ। ସେମାନେ ଦୀପାବଳି ପର୍ଯ୍ୟନ୍ତ ସେଠାରେ ରହିବେ।

View this post on Instagram

Thank God for his birth ??❤️✨

A post shared by AnushkaSharma1588 (@anushkasharma) on

ବିରାଟ ଜନ୍ମଦିନରେ ପତ୍ନୀ ଅନୁଷ୍କାଙ୍କ ସହିତ ଅନ୍ତତ ଧାମ୍‌ର ଆତ୍ମବୋଧ ଆଶ୍ରମ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି। ଏହି ଆଶ୍ରମକୁ ମହାରାଜ ଅନନ୍ତ ବାବା ଦେଖାଶୁଣା କରନ୍ତି।

ସେ ହେଉଛନ୍ତି ଅନୁଷ୍କାଙ୍କ ପରିବାରର ଆଧାତ୍ମିକ ଗୁରୁ। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି, ଯେପରି ଦୁଇଜଣଙ୍କ କୌଣସ ଅସୁବିଧା ହେବ ନାହିଁ।

ଅନୁଷ୍କା ବରାବର ଏହି ଆଶ୍ରମକୁ ଆସନ୍ତି। ମହାରାଜ ଅନନ୍ତ ବାବା ବିରାଟ-ଅନୁଷ୍କାଙ୍କ ବାହାଘରରେ ଯୋଗ ଦେବା ପାଇଁ ଇଟାଲୀ ବି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story