ବିରାଟ ଓ ଏବିଙ୍କ ନାମରେ ବିରଳ ରେକର୍ଡ

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଆଇପିଏଲ-୧୨ର ଶୁଭାରମ୍ଭ ନୈରାଶ୍ୟଜନକ ରହିଛି। ପ୍ରଥମ ମ୍ୟାଚରେ ଟିମ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ନିକଟରୁ ୭ ୱିକେଟରେ ହାରିବାକୁ ପଡ଼ିଛି। ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ଟିମ ମାତ୍ର ୭୦ ରନରେ ଅଲଆଉଟ ହୋଇଥିଲା। ଜବାବରେ ୧୪ ବଲ ବାକି ଥାଇ ସିଏସକେ ମ୍ୟାଚକୁ ଜିତି ନେଇଥିଲା। ତେବେ ଏହି ମ୍ୟାଚରେ ଆରସିବି କ୍ୟାପଟେନ ବିରାଟ କୋହଲି ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ […]

virat and ab

virat and ab

Ranjit Kumar Jena
  • Published: Sunday, 24 March 2019
  • Updated: 24 March 2019, 06:20 PM IST

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଆଇପିଏଲ-୧୨ର ଶୁଭାରମ୍ଭ ନୈରାଶ୍ୟଜନକ ରହିଛି। ପ୍ରଥମ ମ୍ୟାଚରେ ଟିମ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ନିକଟରୁ ୭ ୱିକେଟରେ ହାରିବାକୁ ପଡ଼ିଛି। ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ଟିମ ମାତ୍ର ୭୦ ରନରେ ଅଲଆଉଟ ହୋଇଥିଲା। ଜବାବରେ ୧୪ ବଲ ବାକି ଥାଇ ସିଏସକେ ମ୍ୟାଚକୁ ଜିତି ନେଇଥିଲା।

ତେବେ ଏହି ମ୍ୟାଚରେ ଆରସିବି କ୍ୟାପଟେନ ବିରାଟ କୋହଲି ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିୟର୍ସଙ୍କ ନାମରେ ଏକ ବିରଳ ରେକର୍ଡ ଯୋଡ଼ି ହୋଇଯାଇଛି। ବିରାଟ ୬ ଓ ଏବି ୯ ରନ୍ କରି ଆଉଟ ହୋଇଥିଲେ। ଆଇପିଏଲ ଇତିହାସରେ ଦୁହେଁ ଦ୍ୱିତୀୟଥର ପାଇଁ ବିନା ବାଉଣ୍ଡ୍ରୀ ମାରି ଆଉଟ ହୋଇ ଏହି ଲଜ୍ଜାଜନକ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ୨୦୧୩ରେ ବିରାଟ ଓ ଏବି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏଭଳି ଲଜ୍ଜାଜନକ ଇନିଂସ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story