ମହିଳା ଟିମକୁ ଶୁଭେଚ୍ଛାର ସୁଅ, କୋହଲି ଦେଲେ ସ୍ୱତନ୍ତ୍ର ବାର୍ତ୍ତା

ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ୍ ଟିକେଟ୍ କାଟି ସାରିଛି ଟିମ୍ ଇଣ୍ଡିଆ। ଗୁରୁବାର ସେମିଫାଇନାଲ୍ ମୁକାବିଲା ଇଂଲଣ୍ଡ ବିପକ୍ଷରେ ହେବାକୁଥିଲା, କିନ୍ତୁ ବର୍ଷା ଯୋଗୁ ମ୍ୟାଚ୍ ବାତିଲ ହୋଇଯାଇଥିଲା। ତେବେ ଗ୍ରୁପ୍‌-ଏ’ରେ ଶୀର୍ଷରେ ଥିବାରୁ ଭାରତକୁ ଫାଇଦା ମିଳିଛି । ଫଳରେ ଭାରତ ବିନା ମ୍ୟାଚ୍ ଖେଳି ଫାଇନାଲରେ ପହଞ୍ଚିଯାଇଛି। ଫାଇନାଲ୍ ମୁକାବିଲା ମାର୍ଚ୍ଚ ୮ ତାରିଖରେ ଖେଳାଯିବ। ତେବେ ପ୍ରଥମଥର ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିବା ଭାରତୀୟ ମହିଳା ଟିମକୁ ଶୁଭେଚ୍ଛାର ସୁଅ […]

virat

virat

Ranjit Kumar Jena
  • Published: Thursday, 05 March 2020
  • Updated: 05 March 2020, 05:18 PM IST

Sports

Latest News

ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ୍ ଟିକେଟ୍ କାଟି ସାରିଛି ଟିମ୍ ଇଣ୍ଡିଆ। ଗୁରୁବାର ସେମିଫାଇନାଲ୍ ମୁକାବିଲା ଇଂଲଣ୍ଡ ବିପକ୍ଷରେ ହେବାକୁଥିଲା, କିନ୍ତୁ ବର୍ଷା ଯୋଗୁ ମ୍ୟାଚ୍ ବାତିଲ ହୋଇଯାଇଥିଲା। ତେବେ ଗ୍ରୁପ୍‌-ଏ'ରେ ଶୀର୍ଷରେ ଥିବାରୁ ଭାରତକୁ ଫାଇଦା ମିଳିଛି । ଫଳରେ ଭାରତ ବିନା ମ୍ୟାଚ୍ ଖେଳି ଫାଇନାଲରେ ପହଞ୍ଚିଯାଇଛି। ଫାଇନାଲ୍ ମୁକାବିଲା ମାର୍ଚ୍ଚ ୮ ତାରିଖରେ ଖେଳାଯିବ। ତେବେ ପ୍ରଥମଥର ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିବା ଭାରତୀୟ ମହିଳା ଟିମକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟ୍ୱିଟ୍ କରି ଭାରତୀୟ ମହିଳା ଟିମକୁ ଫାଇନାଲରେ ପହଞ୍ଚିବା ନେଇ ଶୁଭକାମନା ଜଣାଇଛନ୍ତି। କୋହଲି କହିଛନ୍ତି, ଆପଣଙ୍କ ଉପରେ ଆମେ ଗର୍ବିତ ଏବଂ ଫାଇନାଲ୍ ପାଇଁ ଶୁଭେଚ୍ଛା।

ସେହିପରି ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ମଧ୍ୟ ଟ୍ୱିଟ୍ କରି ବଧେଇ ଜଣାଇଛନ୍ତି। ସେ ଟ୍ୱିଟ୍ କରିଛନ୍ତି, ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିବାରୁ ମହିଳା ଦଳକୁ ଶୁଭେଚ୍ଛା। ଆପଣ ସମସ୍ତଙ୍କୁ ଗୁଡଲକ୍ ଏବଂ ଟ୍ରଫି ସହ ଦେଶକୁ ଫେରିବା ନେଇ ମୁଁ ଆଶାବାଦୀ।

ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ସେମିଫାଇନାଲ୍ ମୁକାବିଲା ଦେଖିବାରେ ମଜା ଆସିଥାନ୍ତା, କିନ୍ତୁ ଇନ୍ଦ୍ରଦେବତାଙ୍କ ଆଗରେ କେହି ଜିତିପାରିବେ ନାହିଁ। ପରିଶ୍ରମର ଫଳ ସର୍ବଦା ଭଲ ହୋଇଥାଏ। ଗ୍ରୁପ୍ ମ୍ୟାଚରେ ଲଗାତର ମ୍ୟାଚ୍ ଜିତିବାର ପୁରସ୍କାର ମିଳିଛି। ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଆସନ୍ତା ରବିବାର ଆପଣଙ୍କ ପାଇଁ ଐତିହାସିକ ହେଉ।

ପୂର୍ବତନ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ କହିଛନ୍ତି, ଏହି ମ୍ୟାଚ୍ ନିଶ୍ଚିତ ଭାବେ ଭଲ ହୋଇଥାନ୍ତା। ତଥାପି ବିଜୟ ପାଇଁ ଭାରତୀୟ ମହିଳା ଟିମକୁ ଶୁଭେଚ୍ଛା। ଫାଇନାଲ୍ ପାଇଁ ଟିମର ସବୁ ସଦସ୍ୟଙ୍କୁ ମୋର ଶୁଭକାମନା।

ଭାରତୀୟ ମହିଳା ଦଳର ଅଭିଜ୍ଞ ପେସ୍ ବୋଲର ଝୁଲନ୍ ଗୋସ୍ୱାମୀ ଟ୍ୱିଟ୍ କରିଛନ୍ତି, ଫାଇନାଲରେ ପହଞ୍ଚିବା ପାଇଁ ଟିମକୁ ଅଭିନନ୍ଦନ। ଗ୍ରୁପ୍ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ ପରେ ଆପଣ ଏହାର ହକଦାର ଥିଲେ । କେବଳ ଆଉ ଗୋଟିଏ ମ୍ୟାଚ୍ ବାକି ରହିଲା। ଅଭିନନ୍ଦନ।

ଭାରତୀୟ ମହିଳା ଦିନିକିଆ ଦଳର କ୍ୟାପଟେନ୍ ମିତାଲୀ ରାଜ କହିଛନ୍ତି, ଜଣେ ଭାରତୀୟ ଭାବେ ମୁଁ ଖୁସି ଯେ ଆମ ଟିମ୍ ଫାଇନାଲରେ ପହଞ୍ଚିଛି। କିନ୍ତୁ ଜଣେ କ୍ରିକେଟର ଭାବେ ଇଂଲଣ୍ଡ ଖେଳାଳିଙ୍କ ପାଇଁ ମୁଁ ଦୁଃଖିତ। ମୁଁ କେବେବି ନିଜ ଟିମକୁ ଏଭଳି ସ୍ଥିତିରେ ଦେଖିବାକୁ ଚାହିଁବି ନାହିଁ। କିନ୍ତୁ ନିୟମ ଏଭଳି ଯେ, ଏଥିରେ କିଛି କହିହେବ ନାହିଁ। ଟିମର ସମସ୍ତ ସଦସ୍ୟଙ୍କୁ ମୋର ଅଭିନନ୍ଦନ। ବାସ୍ତବରେ ଏହା ବହୁତ ବଡ଼ ଉପଲବ୍ଧି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story