ବିରାଟ୍ ଓ ଅନୁଷ୍କା ମନାଇଲେ ଦୀପାବଳି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ସୋଶାଲ୍ ମିଡିଆରେ ବେଶ୍ ସକ୍ରିୟ। ଅନେକ ସମୟରେ ଏହି ଯୋଡ଼ିଙ୍କର ରୋମାଣ୍ଟିକ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥାଏ। ଏହାକୁ ମଧ୍ୟ ପ୍ରଶଂସକ ବହୁତ ପସନ୍ଦ କରନ୍ତି। ଦୀପାବଳି ଅବସରରେ ଏହି ଷ୍ଟାର୍ ଯୋଡ଼ି ନିଜର କିଛି ଫଟୋ ଶେଆର୍ କରିଛନ୍ତି। ପାର୍ବଣ୍ୟ ଅବସରରେ ବିରାଟ୍ ଓ ଅନୁଷ୍କାଙ୍କ ଯୋଡ଼ି ପାରମ୍ପରିକ ଭାରତୀୟ ଡ୍ରେସ୍ ପରିଧାନ କରି ଫଟୋ […]

VIRUSHKA

VIRUSHKA

Ranjit Kumar Jena
  • Published: Monday, 28 October 2019
  • Updated: 28 October 2019, 06:11 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ସୋଶାଲ୍ ମିଡିଆରେ ବେଶ୍ ସକ୍ରିୟ। ଅନେକ ସମୟରେ ଏହି ଯୋଡ଼ିଙ୍କର ରୋମାଣ୍ଟିକ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥାଏ। ଏହାକୁ ମଧ୍ୟ ପ୍ରଶଂସକ ବହୁତ ପସନ୍ଦ କରନ୍ତି। ଦୀପାବଳି ଅବସରରେ ଏହି ଷ୍ଟାର୍ ଯୋଡ଼ି ନିଜର କିଛି ଫଟୋ ଶେଆର୍ କରିଛନ୍ତି। ପାର୍ବଣ୍ୟ ଅବସରରେ ବିରାଟ୍ ଓ ଅନୁଷ୍କାଙ୍କ ଯୋଡ଼ି ପାରମ୍ପରିକ ଭାରତୀୟ ଡ୍ରେସ୍ ପରିଧାନ କରି ଫଟୋ ଶେଆର୍ କରିଛନ୍ତି।

ଏହି ଫଟୋରେ କୋହଲି ଧଳା ଶାର୍ଟ ସହ ମ୍ୟାଚିଂ ପ୍ୟାଣ୍ଟ ଏବଂ ଏକ ଓଭରକୋଟ୍ ପରିଧାନ କରିଛନ୍ତି। ଅନ୍ୟପକ୍ଷରେ ଅନୁଷ୍କା ଲେହଙ୍ଗା ଏବଂ ଆଣ୍ଟିକ୍ ଜୁଏଲାରୀ ପିନ୍ଧିଛନ୍ତି। କୋହଲି ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏହି ଫଟୋ ଶେଆର୍ କରିଛନ୍ତି। ଏଥିରେ କୋହଲି ଲେଖିଛନ୍ତି, "ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା। ଆଲୋକର ଏହି ପର୍ବ ଆପଣଙ୍କ ଜୀବନରେ ଆଲୋକ ଭରି ଦେଉ ଏବଂ ସମସ୍ତଙ୍କ ଜୀବନରେ ଏହା ଭଲପାଇବା ଏବଂ ଶାନ୍ତି ଆଣି ଦେଉ।" ସେହିପରି ଅନୁଷ୍କା ମଧ୍ୟ ନିଜ ଟ୍ୱିଟର୍ ହ୍ୟାଣ୍ଡଲରେ ମଧ୍ୟ କିଛି ଫଟୋ ଶେଆର୍ କରିଛନ୍ତି। ଅନୁଷ୍କା ନିଜ ପ୍ରଶଂସକଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି।

କୋହଲିଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ, ରବି ଶାସ୍ତ୍ରୀ, ରୋହିତ୍ ଶର୍ମା, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ଉମେଶ ଯାଦବ, ମନୋଜ ତିୱାରୀ ଏବଂ ଚେତେଶ୍ୱର ପୂଜାରା ମଧ୍ୟ ସୋଶାଲ ମିଡିଆରେ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story