୮ମ ଭାରତୀୟ ଭାବେ ବିରାଟ କଲେ ଏହି ରେକର୍ଡ

ବିଶାଖାପଟନମ: ଟିମ ଇଣ୍ଡିଆର ଅଧିନାୟ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରେକର୍ଡ କରିଛନ୍ତି। ସେ ଆଜି ଟସ୍‌ ପକାଇବାକୁ ପଡ଼ିଆକୁ ଓହ୍ଲାଇବା କ୍ଷଣି ଏକ ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି। ସେ ଭାରତର ୮ମ ଖେଳାଳି ଭାବେ ୪୦୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳାଳିବାର ରେକର୍ଡ କରିଛନ୍ତି। ବିରାଟ ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଏଯାଏ ସେ ଭାରତ ପାଇଁ ୨୪୧ଟି ଦିନିକିଆ, ୮୪ଟି ଟେଷ୍ଟ ଓ ୭୫ଟି ଟି-୨୦ […]

ss

ss

Hemant Lenka
  • Published: Wednesday, 18 December 2019
  • Updated: 18 December 2019, 04:11 PM IST

Sports

Latest News

ବିଶାଖାପଟନମ: ଟିମ ଇଣ୍ଡିଆର ଅଧିନାୟ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରେକର୍ଡ କରିଛନ୍ତି। ସେ ଆଜି ଟସ୍‌ ପକାଇବାକୁ ପଡ଼ିଆକୁ ଓହ୍ଲାଇବା କ୍ଷଣି ଏକ ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି। ସେ ଭାରତର ୮ମ ଖେଳାଳି ଭାବେ ୪୦୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳାଳିବାର ରେକର୍ଡ କରିଛନ୍ତି।

ବିରାଟ ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଏଯାଏ ସେ ଭାରତ ପାଇଁ ୨୪୧ଟି ଦିନିକିଆ, ୮୪ଟି ଟେଷ୍ଟ ଓ ୭୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ବିରାଟଙ୍କ ବ୍ୟତୀତ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ୪୦୦ରୁ ଅଧିକ ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ସଚିନ ତେନ୍ଦୁଲକର(୬୬୪), ମହେନ୍ଦ୍ର ସିଂହ ଧୋନି(୫୩୮), ରାହୁଲ ଡ୍ରାଭିଡ(୫୦୯), ମହମ୍ମଦ ଆଝାରୁଦ୍ଦିନ(୪୩୩), ସୌଭର ଗାଙ୍ଗୁଲି(୪୨୪), ଅନୀଲ କୁମ୍ବଲେ(୪୦୩) ଓ ଯୁବରାଜ ସିଂହ(୪୦୨) ରହିଛନ୍ତି।

ସେହିପରି ସମଗ୍ର ବିଶ୍ୱର ୩୩ ନଂ ଖେଳାଳି ଭାବେ ବିରାଟ ଆଜି ୪୦୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ଗୌରବ ହାସଲ କରିଛନ୍ତି। ସମଗ୍ର ବିଶ୍ୱର ଖେଳାଳିଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ହିଁ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ରେକର୍ଡ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story