ଅନୁଷ୍କାଙ୍କ ସହ ଛୁଟିରେ ବାହାରିଲେ ବିରାଟ୍‌

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିବା ପରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ୍ କୋହଲି ଏବେ ଛୁଟି ମନାଇବାକୁ ବାହାରିଛନ୍ତି। କ୍ରିକେଟରୁ ବାହାରେ ଥିବା କୋହଲି ଏବେ ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ ବିତାଉଛନ୍ତି। କୋହଲି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ଖେଳିବେ ନାହିଁ। ଲଗାତାର କ୍ରିକେଟ୍ ଖେଳିଆସୁଥିବା କୋହଲି ବିସିସିଆଇକୁ କିଛିଦିନର ବିଶ୍ରାମ ମାଗିଥିଲେ। କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମା ଟି-୨୦ ସିରିଜରେ ଭାରତର ନେତୃତ୍ୱ ନେବେ। […]

kohli-and-anushka

kohli-and-anushka

Ranjit Kumar Jena
  • Published: Friday, 25 October 2019
  • Updated: 25 October 2019, 06:50 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିବା ପରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ୍ କୋହଲି ଏବେ ଛୁଟି ମନାଇବାକୁ ବାହାରିଛନ୍ତି। କ୍ରିକେଟରୁ ବାହାରେ ଥିବା କୋହଲି ଏବେ ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ ବିତାଉଛନ୍ତି। କୋହଲି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ଖେଳିବେ ନାହିଁ। ଲଗାତାର କ୍ରିକେଟ୍ ଖେଳିଆସୁଥିବା କୋହଲି ବିସିସିଆଇକୁ କିଛିଦିନର ବିଶ୍ରାମ ମାଗିଥିଲେ। କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମା ଟି-୨୦ ସିରିଜରେ ଭାରତର ନେତୃତ୍ୱ ନେବେ।

ବ୍ରେକରେ ଯିବା ମାତ୍ରକେ କୋହଲି ପତ୍ନୀ ଅନୁଷ୍କାଙ୍କ ସହ ଏକ ଫଟୋ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି। ଏହି ଫଟୋକୁ କୋହଲି ଅନୁଷ୍କାଙ୍କୁ ଟ୍ୟାଗ୍ କରିଥିଲେ ଏବଂ ଏଥିରେ ଏକ ହାର୍ଟର ଇମୋଜି ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତ ଅକ୍ଟୋବର ୨୦୧୮ରୁ ସବୁ ଫର୍ମାଟରେ ୫୬ ମ୍ୟାଚ୍ ଖେଳିଛି, ଯେଉଁଥିରେ ୪୮ ମ୍ୟାଚରେ କୋହଲି ଖେଳିଛନ୍ତି। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ ଟିମ୍ ବିଶ୍ୱ ଚାମ୍ପିୟନଶିପ୍ ଅନ୍ତର୍ଗତ ଦୁଇଟି ଟେଷ୍ଟ ଖେଳିବ, ଯେଉଁଥିରେ ପୁଣିଥରେ କୋହଲି ଟିମର ନେତୃତ୍ୱ ନେବେ।

ଏହା ବ୍ୟତୀତ ଆହତ କାରଣରୁ ଟିମରୁ ବାହାରେ ଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧନତେରାସ ଅବସରରେ ନିଜର ଏକ ଫଟୋ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି। ନିକଟରେ ହାର୍ଦ୍ଦିକ ଲଣ୍ଡନରେ ନିଜ ପିଠିର ସଫଳ ସର୍ଜରୀ କରାଇଥିଲେ।

ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମହେନ୍ଦ୍ର ସିଂହ ଧୋନିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି । ପନ୍ତ ଧୋନିଙ୍କ ସହ ସାକ୍ଷାତ କରି ତାଙ୍କଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ନେଇଛନ୍ତି। ପନ୍ତ ଧୋନିଙ୍କ ସହ ସାକ୍ଷାତ କରୁଥିବାର ଫଟୋ ନିଜ ଟ୍ୱିଟର୍ ଆକାଉଣ୍ଟରେ ଶେଆର୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story