ଦିଲ୍ଲୀ ପୁଲିସ୍‌ର କାର୍ଯ୍ୟକୁ ପ୍ରଶଂସା କଲେ ବିରାଟ ଓ ଈଶାନ୍ତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ବେଳେ ଦିଲ୍ଲୀ ପୁଲିସ୍‌ ଯେଉଁଭଳି କାର୍ଯ୍ୟ କରୁଛନ୍ତି, ତା’କୁ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଈଶାନ୍ତ ଶର୍ମା ପ୍ରଶଂସା କରିଛନ୍ତି। ଦିଲ୍ଲୀ ପୁଲିସ୍‌ ପକ୍ଷରୁ ବିରାଟ କୋହଲି, ଈଶାନ୍ତ ଶର୍ମା, ଜ୍ୱାଲା ଗୁଟା ଓ ଅଞ୍ଜୁମ ବବିଙ୍କ ଭଳି ଖେଳାଳିମାନଙ୍କର ଭିଡିଓ ଶେୟାର କରାଯାଇଛି। ବିରାଟ ଏହି ଭିଡିଓରେ ବିରାଟ ଦିଲ୍ଲୀ ପୁଲିସ୍‌କୁ ଧନ୍ୟବାଦ ଦେଇଛନ୍ତି। ଲକଡାଉନ […]

x

x

Hemant Lenka
  • Published: Saturday, 11 April 2020
  • Updated: 11 April 2020, 04:04 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ବେଳେ ଦିଲ୍ଲୀ ପୁଲିସ୍‌ ଯେଉଁଭଳି କାର୍ଯ୍ୟ କରୁଛନ୍ତି, ତା’କୁ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଈଶାନ୍ତ ଶର୍ମା ପ୍ରଶଂସା କରିଛନ୍ତି। ଦିଲ୍ଲୀ ପୁଲିସ୍‌ ପକ୍ଷରୁ ବିରାଟ କୋହଲି, ଈଶାନ୍ତ ଶର୍ମା, ଜ୍ୱାଲା ଗୁଟା ଓ ଅଞ୍ଜୁମ ବବିଙ୍କ ଭଳି ଖେଳାଳିମାନଙ୍କର ଭିଡିଓ ଶେୟାର କରାଯାଇଛି।

ବିରାଟ ଏହି ଭିଡିଓରେ ବିରାଟ ଦିଲ୍ଲୀ ପୁଲିସ୍‌କୁ ଧନ୍ୟବାଦ ଦେଇଛନ୍ତି। ଲକଡାଉନ ବେଳେ ଦିଲ୍ଲୀ ପୁଲିସ କେବଳ ନିଜର କର୍ତ୍ତବ୍ୟ କରୁନାହିଁ ବରଂ ଭୋକିଲା ଲୋକଙ୍କୁ ଖାଦ୍ୟ ମଧ୍ୟ ଦେଉଥିବାରୁ ବିରାଟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିରାଟ ଭିଡିଓରେ କହିଛନ୍ତି ଯେ “ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସାରା ଦେଶରେ ପୁଲିସ କର୍ମଚାରୀମାନେ ଲୋକଙ୍କୁ ସହଯୋଗ କରୁଛନ୍ତି। ମୁଁ ଏଠାରେ ଦିଲ୍ଲୀ ପୁଲିସ୍‌ର କାର୍ଯ୍ୟକୁ ପ୍ରଶଂସା କରୁଛି। ଦିଲ୍ଲୀ ପୁଲିସ୍‌ କେବଳ ସ୍ୱଚ୍ଛତାର ସହ କାର୍ଯ୍ୟ କରୁନାହିଁ ବରଂ ପ୍ରତିଦିନ ଗରିବ ଲୋକଙ୍କୁ ଖାଇବାକୁ ମଧ୍ୟ ଦେଉଛି।

ଏଭଳି କାର୍ଯ୍ୟ ମହାନତାର ପରିଚୟ। ଏହା ଆଗକୁ ମଧ୍ୟ ଜାରି ରହୁ।” ଈଶାନ୍ତ ଶର୍ମା ମଧ୍ୟ ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି।

ସେ କହିଛନ୍ତି, “ଦିଲ୍ଲୀ ପୁଲିସ୍‌ର ଯବାନମାନେ ଦିନ ରାତି ସେମାନଙ୍କ ଡ୍ୟୁଟି କରୁଛନ୍ତି। ଆମେମାନେ ଘରେ ରହି ପୁଲିସକୁ ସହଯୋଗ କରିବା ଦରକାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଫେକ ନ୍ୟୁଜର ବିଶ୍ୱାସ କରନ୍ତୁ ନାହିଁ। ଏହି ଯୁଦ୍ଧରେ ଆମେ ମିଳିତ ଭାବେ ଲଢ଼େଇ କରି ବିଜୟ ହେବା।”

ଦିଲ୍ଲୀ ପୁଲିସ୍‌ ଶେୟାର କରିଥିବା ଭିଡିଓରେ ଅଞ୍ଜୁ ବବି, ଜ୍ୱାଲା ଓ ବିରାଟ କୋହଲିଙ୍କ କୋଚ ରାଜ କୁମାର ଶର୍ମା ମଧ୍ୟ ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି। ଏଥିସହ ସେମାନେ ଦିଲ୍ଲୀ ପୁଲିସ୍‌ର କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story