ସଚିନଙ୍କ ଏହି ରେକର୍ଡରୁ ପାଦେ ଦୂରରେ ବିରାଟ୍‌

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଉ ଏକ ରେକର୍ଡ ଅପେକ୍ଷାରେ ରହିଛନ୍ତି। ଆସନ୍ତାକାଲିଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଆରମ୍ଭ ହେବାକୁଥିବା ଦିନିକିଆ ସିରିଜରେ କୋହଲିଙ୍କ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକରଙ୍କ ବଡ଼ ରେକର୍ଡ ସମକକ୍ଷ ହୋଇପାରନ୍ତି। ୫୦ ଓଭର ଫର୍ମାଟରେ ସଚିନ ଘରୋଇ ମାଟିରେ ୨୦ ଶତକ ମାରି ଆଗରେ ରହିଛନ୍ତି। ଏହି ମାମଲାରେ କୋହଲି ୧୯ ଶତକ ସହ ଦ୍ୱିତୀୟରେ ରହିଛନ୍ତି। ଆସନ୍ତାକାଲି କୋହଲି ଯଦି ଶତକ ମାରନ୍ତି, ତାହେଲେ ସେ ସଚିନଙ୍କ ଏହି […]

sachin-and-virat

sachin-and-virat

Ranjit Kumar Jena
  • Published: Monday, 13 January 2020
  • Updated: 13 January 2020, 05:06 PM IST

Sports

Latest News

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଉ ଏକ ରେକର୍ଡ ଅପେକ୍ଷାରେ ରହିଛନ୍ତି। ଆସନ୍ତାକାଲିଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଆରମ୍ଭ ହେବାକୁଥିବା ଦିନିକିଆ ସିରିଜରେ କୋହଲିଙ୍କ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକରଙ୍କ ବଡ଼ ରେକର୍ଡ ସମକକ୍ଷ ହୋଇପାରନ୍ତି।

୫୦ ଓଭର ଫର୍ମାଟରେ ସଚିନ ଘରୋଇ ମାଟିରେ ୨୦ ଶତକ ମାରି ଆଗରେ ରହିଛନ୍ତି। ଏହି ମାମଲାରେ କୋହଲି ୧୯ ଶତକ ସହ ଦ୍ୱିତୀୟରେ ରହିଛନ୍ତି। ଆସନ୍ତାକାଲି କୋହଲି ଯଦି ଶତକ ମାରନ୍ତି, ତାହେଲେ ସେ ସଚିନଙ୍କ ଏହି ରେକର୍ଡ ସମକକ୍ଷ ହୋଇଯିବେ।

ନିକଟରେ ଶ୍ରୀଲଙ୍କା ବିପକ୍ଷ ଶେଷ ହୋଇଥିବା ଟି-୨୦ ସିରିଜରେ କୋହଲି ଏକାଧିକ ରେକର୍ଡ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାପଟେନ୍ ଭାବେ କୋହଲି ଦ୍ରୁତ ୧୧ହଜାର ରନ୍ ପୂରଣ କରିଥିଲେ। ତେଣୁ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ସେ ଶତକର ରେକର୍ଡ କରି ପୁଣିଥରେ ଇତିହାସ ପୃଷ୍ଠାରେ ନିଜ ନାଁକୁ ସାମିଲ୍ କରିବାକୁ ଚାହିଁବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story