ବସ୍‌ ଚଲାଇଥିଲେ ଧୋନି, ପଢ଼ନ୍ତୁ କାହିଁକି

ନୂଆଦିଲ୍ଲୀ: ନିଜର ନମ୍ରତା ପାଇଁ ଜଣାଶୁଣା ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦିନେ ବସ୍ ଚଲାଇଥିଲେ। ଏହି ବିଷୟରେ ଖୁଲାସା କରିଛନ୍ତି କିମ୍ବଦନ୍ତୀ କ୍ରିକେଟ ଖେଳାଳି ଭିଭିଏସ୍‌ ଲକ୍ଷ୍ମଣ। ତାଙ୍କ ସଦ୍ୟ ପ୍ରକାଶିତ ଆତ୍ମଜୀବନୀରେ ସେ ଲେଖିଛନ୍ତି ୨୦୦୮ ମସିହାରେ ଧୋନି ବସ୍‌ ଚଲାଇଥିଲେ। ସେତେବେଳକୁ ଲକ୍ଷ୍ମଣ ୧୦୦ ଟେଷ୍ଟ ଖେଳିବାର ମାଇଲ୍ ଖୁଣ୍ଟ ଅତିକ୍ରମ କରିସାରିଥିଲେ। ତେବେ ଧୋନି ରୋଜଗାର ପାଇଁ ନୁହେଁ, ଏକ ବିଶେଷ କାରଣ ପାଇଁ ବସ୍‌ ଚଲାଇଥିଲେ। ଏହିଦିନ […]

dhoni-driver

dhoni-driver

Subrat Kumar Nayak
  • Published: Sunday, 18 November 2018
  • Updated: 18 November 2018, 07:12 PM IST

ନୂଆଦିଲ୍ଲୀ: ନିଜର ନମ୍ରତା ପାଇଁ ଜଣାଶୁଣା ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦିନେ ବସ୍ ଚଲାଇଥିଲେ। ଏହି ବିଷୟରେ ଖୁଲାସା କରିଛନ୍ତି କିମ୍ବଦନ୍ତୀ କ୍ରିକେଟ ଖେଳାଳି ଭିଭିଏସ୍‌ ଲକ୍ଷ୍ମଣ। ତାଙ୍କ ସଦ୍ୟ ପ୍ରକାଶିତ ଆତ୍ମଜୀବନୀରେ ସେ ଲେଖିଛନ୍ତି ୨୦୦୮ ମସିହାରେ ଧୋନି ବସ୍‌ ଚଲାଇଥିଲେ। ସେତେବେଳକୁ ଲକ୍ଷ୍ମଣ ୧୦୦ ଟେଷ୍ଟ ଖେଳିବାର ମାଇଲ୍ ଖୁଣ୍ଟ ଅତିକ୍ରମ କରିସାରିଥିଲେ। ତେବେ ଧୋନି ରୋଜଗାର ପାଇଁ ନୁହେଁ, ଏକ ବିଶେଷ କାରଣ ପାଇଁ ବସ୍‌ ଚଲାଇଥିଲେ।

ଏହିଦିନ ତତ୍କାଳୀନ ଟେଷ୍ଟ ଅଧିନାୟକ ଅନୀଲ କୁମ୍ବଲେ ଅବସର ନେବାପରେ ଧୋନିଙ୍କୁ ସମସ୍ତ ଫର୍ମାଟ୍‌ରେ ଅଧିନାୟକ ଦାୟିତ୍ୱ ମିଳିଥିଲା। ଆଉ ସେଦିନ ସେ ଷ୍ଟାଡିୟମ୍‌ରୁ ହୋଟେଲ ଯାଏ ଟିମ୍‌କୁ ନେବା ଆଣିବା ପାଇଁ ନିୟୋଜିତ ଥିବା ବସ୍‌କୁ ନିଜେ ଡ୍ରାଇଭର ସିଟରେ ବସି ଚଲାଇଥିଲେ।

ନାଗପୁରଠାରେ ସେଦିନ ମ୍ୟାଚ୍‌ ଥିଲା ଏବଂ ଲକ୍ଷ୍ମଣ ଏହି ଅନୁଭୂତି ବାବଦରେ କୁହନ୍ତି, “”ମୋତେ ବିଶ୍ୱାସ ହେଲାନି ଯେ ଜଣେ ଅଧିନାୟକ ନିଜ ଦଳପାଇଁ ବସ୍‌ ଚଲାଇବ। ସେ କିନ୍ତୁ ବେଫିକର ହୋଇ ଗାଡ଼ିକୁ ବେଶ ଦକ୍ଷତାର ସହିତ ଚଳାଇ ସମସ୍ତଙ୍କୁ ସୁରକ୍ଷିତ ହୋଟେଲରେ ପହଞ୍ଚାଇଥିଲେ। ତାଙ୍କ ପରି ଶାନ୍ତ ଓ ଅମାୟିକ ବ୍ୟକ୍ତି କେବେ ଆଉ ଦେଖିବାକୁ ପାଇନି। ଏପରିକି ୨୦୧୧ ମସିହାରେ ଇଂଲଣ୍ଡଠାରୁ ୪-୦ରେ ହାରିବାପରେ ଅଷ୍ଟ୍ରେଲିଆଠାରୁ ମଧ୍ୟ ହ୍ୱାଇଟ୍‌ୱାଶ୍‌ ସ୍ଥିତି ଉପୁଜିଥିଲା। ମୋ ସମେତ ସମସ୍ତେ ଭାଙ୍ଗିପଡ଼ିଥିଲେ କିନ୍ତୁ ଧୋନିଙ୍କ ହାବଭାବରୁ ଜଣାପଡ଼ୁନଥିଲା ସେ ହତାଶ୍‌ ହୋଇଛନ୍ତି କିମ୍ବା ଭାଙ୍ଗିପଡ଼ିଛନ୍ତି।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story