ୱାର୍ଣ୍ଣର୍ ଓ ପେରୀ ଜିତିଲେ ଏହି ବଡ଼ ପୁରସ୍କାର

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍ ଦଳର ଷ୍ଟାଇଲିଶ୍ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଓ ମହିଳା ଟିମର ଷ୍ଟାର୍ ଅଲରାଉଣ୍ଡର ଏଲିସ୍ ପେରୀଙ୍କୁ ବଡ଼ ପୁରସ୍କାରରେ ସମ୍ମାନିତ କରାଯାଇଛି। ସୋମବାର ଅଷ୍ଟ୍ରେଲିଆନ୍ କ୍ରିକେଟ୍ ଆୱାର୍ଡ ସମାରୋହରେ ୱାର୍ଣ୍ଣରଙ୍କୁ ଆଲାନ୍ ବର୍ଡର ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ପେରୀଙ୍କୁ ବେଲିନ୍ଦା କ୍ଲାର୍କ ଆୱାର୍ଡ ପ୍ରଦାନ କରାଯାଇଛି ୱାର୍ଣ୍ଣ ମାତ୍ର ଗୋଟିଏ ଭୋଟ୍ ବ୍ୟବଧାନରେ ଷ୍ଟିଭ୍ ସ୍ମିଥଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି। ଗତବର୍ଷର ବିଜେତା ପ୍ୟାଟ୍ କମିନ୍ସ […]

warner-and-perry

warner-and-perry

Ranjit Kumar Jena
  • Published: Monday, 10 February 2020
  • Updated: 10 February 2020, 08:28 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍ ଦଳର ଷ୍ଟାଇଲିଶ୍ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଓ ମହିଳା ଟିମର ଷ୍ଟାର୍ ଅଲରାଉଣ୍ଡର ଏଲିସ୍ ପେରୀଙ୍କୁ ବଡ଼ ପୁରସ୍କାରରେ ସମ୍ମାନିତ କରାଯାଇଛି। ସୋମବାର ଅଷ୍ଟ୍ରେଲିଆନ୍ କ୍ରିକେଟ୍ ଆୱାର୍ଡ ସମାରୋହରେ ୱାର୍ଣ୍ଣରଙ୍କୁ ଆଲାନ୍ ବର୍ଡର ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ପେରୀଙ୍କୁ ବେଲିନ୍ଦା କ୍ଲାର୍କ ଆୱାର୍ଡ ପ୍ରଦାନ କରାଯାଇଛି ୱାର୍ଣ୍ଣ ମାତ୍ର ଗୋଟିଏ ଭୋଟ୍ ବ୍ୟବଧାନରେ ଷ୍ଟିଭ୍ ସ୍ମିଥଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି।

ଗତବର୍ଷର ବିଜେତା ପ୍ୟାଟ୍ କମିନ୍ସ ତୃତୀୟ ସ୍ଥାନରେ ରହିଛନ୍ତି। ୨୦୧୮ରେ କେପ୍ ଟାଉନ୍ ଟେଷ୍ଟରେ ବଲ୍ ଟାମ୍ପରିଂ ଅଭିଯୋଗରେ ବର୍ଷକ ପାଇଁ ବାସନ୍ଦ ହୋଇଥିବା ୱାର୍ଣ୍ଣର ଗତବର୍ଷ ବିଶ୍ୱକପ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପୂର୍ବରୁ ମଧ୍ୟ ୱାର୍ଣ୍ଣର୍ ୨୦୧୬ ଓ ୨୦୧୭ ମସିହାରେ ଏହି ପୁରସ୍କାର ଜିତିଥିଲେ।

ଆଲାନ୍ ବର୍ଡର ପୁରସ୍କାର ଜିତିବା ମାମଲାରେ ଏବେ ୱାର୍ଣ୍ଣର୍ ଏବେ ରିକି ପଣ୍ଟିଂ, ମାଇକେଲ୍ କ୍ଲାର୍କ, ଶେନ୍ ୱାଟସନ୍ ଓ ସ୍ମିଥଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି। ଅଷ୍ଟ୍ରେଲିଆ ସୀମିତ ଓଭର କ୍ରିକେଟ୍ ଟିମ୍ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ପୁରୁଷ ଏବଂ ଆଲିସା ହିଲୀ ମହିଳା ଦିନିକିଆ ପ୍ଲେୟର୍ ଅଫ୍ ଦି ଇୟର୍ ପୁରସ୍କାର ଜିତିଛନ୍ତି।

ବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବେ ମାର୍ନସ୍ ଲାବୁଶେନଙ୍କୁ ପୁରସ୍କୃତି କରାଯାଇଛି। ୱାର୍ଣ୍ଣରଙ୍କୁ ମଧ୍ୟ ଶ୍ରେଷ୍ଠ ଟି-୨୦ ପୁରୁଷ ଖେଳାଳି ଏବଂ ହିଲୀଙ୍କୁ ଶ୍ରେଷ୍ଠ ମହିଳା ଟି-୨୦ ଖେଳାଳି ଭାବେ ପୁରସ୍କୃତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story