ଏହି କ୍ରିକେଟରଙ୍କ ସହ ଟେବୁଲ୍ ଟେନିସ୍ ଖେଳିଲେ ଧୋନି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ସବୁବେଳେ କିଛି ନା କିଛି ନୂଆ କରିବାକୁ ପ୍ରୟାସ କରନ୍ତି। ଧୋନି ଯେ କେବଳ କ୍ରିକେଟରେ ଲମ୍ବା ଲମ୍ବା ଛକା ମାରିବା ପାଇଁ ପ୍ରସିଦ୍ଧ ନୁହନ୍ତି ବରଂ ଅନ୍ୟ ଖେଳ ଉପରେ ମଧ୍ୟ ତାଙ୍କର ବହୁତ ରୁଚି ରହିଛି। ନିକଟରେ ଧୋନିଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଧୋନିଙ୍କୁ ଟେବୁଲ୍ ଟେନିସ୍ (ଟିଟି) ଖେଳୁଥିବାର […]

ms

ms

Ranjit Kumar Jena
  • Published: Monday, 28 October 2019
  • Updated: 28 October 2019, 09:10 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ସବୁବେଳେ କିଛି ନା କିଛି ନୂଆ କରିବାକୁ ପ୍ରୟାସ କରନ୍ତି। ଧୋନି ଯେ କେବଳ କ୍ରିକେଟରେ ଲମ୍ବା ଲମ୍ବା ଛକା ମାରିବା ପାଇଁ ପ୍ରସିଦ୍ଧ ନୁହନ୍ତି ବରଂ ଅନ୍ୟ ଖେଳ ଉପରେ ମଧ୍ୟ ତାଙ୍କର ବହୁତ ରୁଚି ରହିଛି।

ନିକଟରେ ଧୋନିଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଧୋନିଙ୍କୁ ଟେବୁଲ୍ ଟେନିସ୍ (ଟିଟି) ଖେଳୁଥିବାର ଦେଖିବାକୁ ମିଳିଛି। ଧୋନି ନିଜ ଆଇପିଏଲ୍ ଟିମର ସାଥୀ ଖେଳାଳି ଡ୍ୱେନ୍ ବ୍ରାଭୋଙ୍କ ସହ ଟିଟି ଖେଳୁଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ ତା'ର ତିନି ଷ୍ଟାର୍ ଖେଳାଳିଙ୍କର ଏକ ଥ୍ରୋ'ବ୍ୟାକ୍ ଭିଡିଓ ୟୁଟ୍ୟୁବରେ ପୋଷ୍ଟ କରିଛି।

ଦୀପାବଳି ପାଇଁ ବିଶେଷ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ଭିଡିଓରେ ଧୋନି ପାର୍ଟି ୱେର୍ ଡ୍ରେସ୍ ପିନ୍ଧିଛନ୍ତି। ଏହି ଭିଡିଓରେ ଧୋନି ଓ ବ୍ରାଭୋ ପରସ୍ପର ବିରୋଧରେ ଟେବୁଲ୍ ଟେନିସ୍ ଖେଳୁଛନ୍ତି। ଅନ୍ୟପକ୍ଷରେ ରବୀନ୍ଦ୍ର ଜାଡେଜାଙ୍କୁ ପୁଲ୍ (ବିଲିୟାର୍ଡ୍ସ) ଖେଳୁଥିବାର ଦେଖିବାକୁ ମିଳିଛି। ଜାଡେଜାଙ୍କ ସହ ସିଏସକେର ସର୍ପୋଟ୍ ଷ୍ଟାଫ ମଧ୍ୟ ଛିଡ଼ା ହୋଇଛନ୍ତି ଏବଂ ସେ ଏକାକ ପୁଲ୍ ଟେବୁଲ ଉପରେ ଗୋଟିଏ ପରେ ଗୋଟିଏ ବଲକୁ ଟାର୍ଗେଟ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story