ୱିମ୍ପଲଡନ : ମହିଳା ଡବଲ୍ସ ସେମିରେ ସାନିଆ-ହିଙ୍ଗିସ

ଲଣ୍ଡନ: ଭାରତ-ସ୍ୱିସ ଯୋଡି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ ୱିମ୍ବଲଡନର ମହିଳା ଡବଲ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଟପ ସିଡ ଯୋଡି ଅଷ୍ଟ୍ରେଲିଆ-କାଜାକା ଯୋଡି କେଜି ଡେଲାକ୍ୱା ଓ ୟାରୋସ୍ଲାଭା ସେଭାରାଙ୍କୁ ୭-୫,୬-୩ରେ ହରାଇ ସେମିରେ ପହଞ୍ଚି ଯାଇଛନ୍ତି। ମାତ୍ର ୧ ଘଣ୍ଟା ୧୯ ମିନିଟରେ ସାନିଆ-ହିଙ୍ଗିସ୍ ଯୋଡି ଏହି ନବମ ସିଡ ଯୋଡିକୁ ମାତ ଦେଇଥିଲେ। ଶୁକ୍ରବାର ମହିଳା ଡବଲ୍ସର ଫାଇନାଲ ଖେଳାଯିବ। ଏଥିରେ ଆମେରିକାର ପଞ୍ଚମ ସିଡର ରାକୁଏଲ କପ୍ସ-ଜୋନ୍ସ ଏବଂ […]

sania-hengis

Rakesh Mallick
  • Published: Thursday, 09 July 2015
  • , Updated: 09 July 2015, 10:44 AM IST

ଲଣ୍ଡନ: ଭାରତ-ସ୍ୱିସ ଯୋଡି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ ୱିମ୍ବଲଡନର ମହିଳା ଡବଲ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଟପ ସିଡ ଯୋଡି ଅଷ୍ଟ୍ରେଲିଆ-କାଜାକା ଯୋଡି କେଜି ଡେଲାକ୍ୱା ଓ ୟାରୋସ୍ଲାଭା ସେଭାରାଙ୍କୁ ୭-୫,୬-୩ରେ ହରାଇ ସେମିରେ ପହଞ୍ଚି ଯାଇଛନ୍ତି। ମାତ୍ର ୧ ଘଣ୍ଟା ୧୯ ମିନିଟରେ ସାନିଆ-ହିଙ୍ଗିସ୍ ଯୋଡି ଏହି ନବମ ସିଡ ଯୋଡିକୁ ମାତ ଦେଇଥିଲେ।

ଶୁକ୍ରବାର ମହିଳା ଡବଲ୍ସର ଫାଇନାଲ ଖେଳାଯିବ। ଏଥିରେ ଆମେରିକାର ପଞ୍ଚମ ସିଡର ରାକୁଏଲ କପ୍ସ-ଜୋନ୍ସ ଏବଂ ଅବିଗୈଲ ସ୍ପିୟରସଙ୍କୁ ଭେଟିବେ ସାନିଆ-ହିଙ୍ଗିସ ଯୋଡି।

Related story