ଅଜବ ଧରଣର ମାସ୍କ ପିନ୍ଧି ବିଶ୍ୱକପ ଖେଳୁଛନ୍ତି ଏହି ମହିଳା କ୍ରିକେଟର୍‌: ଜାଣନ୍ତୁ ଏହାର କାରଣ     

ଇଂଲଣ୍ଡରେ ଖେଳାଯାଉଥିବା ଆଇସିସି ମହିଳା ବିଶ୍ୱକପରେ ସୋମବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଦେଖିବାକୁ ମିଳିଛି  ଏକ ବିଚିତ୍ର ଦୃଶ୍ୟ। ଯାହା ଉପସ୍ଥିତ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲା। ସୋମବାର ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟଚ୍‌ରେ ୱେଷ୍ଟଇଣ୍ଡିଜ୍‌ର ମହିଳା ଅଲରାଉଣ୍ଡର ଡେନ୍‌ଡ୍ରା ଡୋଟିନ୍‌ ଫିଲ୍ଡିଂ କରୁଥିବା ସମୟରେ ଏକ ଅଜବ ଧରଣର ମାସ୍କ ଲଗାଇଥିଲେ। ଯାହା ଦର୍ଶକଙ୍କ ପାଇଁ ମନରଂଜନର ଖେରାକ ସାଜିଥିଲା। କୌଣସି ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତିଯୋଗିତାରେ ପ୍ରଥମ ଘଟଣା ଏଭଳି ଦେଖିବାକୁ […]

westindies

westindies

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 05:42 PM IST

Sports

Latest News

ଇଂଲଣ୍ଡରେ ଖେଳାଯାଉଥିବା ଆଇସିସି ମହିଳା ବିଶ୍ୱକପରେ ସୋମବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଦେଖିବାକୁ ମିଳିଛି  ଏକ ବିଚିତ୍ର ଦୃଶ୍ୟ। ଯାହା ଉପସ୍ଥିତ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲା। ସୋମବାର ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟଚ୍‌ରେ ୱେଷ୍ଟଇଣ୍ଡିଜ୍‌ର ମହିଳା ଅଲରାଉଣ୍ଡର ଡେନ୍‌ଡ୍ରା ଡୋଟିନ୍‌ ଫିଲ୍ଡିଂ କରୁଥିବା ସମୟରେ ଏକ ଅଜବ ଧରଣର ମାସ୍କ ଲଗାଇଥିଲେ। ଯାହା ଦର୍ଶକଙ୍କ ପାଇଁ ମନରଂଜନର ଖେରାକ ସାଜିଥିଲା। କୌଣସି ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତିଯୋଗିତାରେ ପ୍ରଥମ ଘଟଣା ଏଭଳି ଦେଖିବାକୁ ମିଳିଥିଲା।

ଏହା ପୂର୍ବରୁ କିନ୍ତୁ ଡୋଟିନ୍‌ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବିଗ୍‌ ବାସ୍‌ ପ୍ରତିଯୋଗିତାରେ ଫିଲ୍ଡିଂ କରୁଥିବା ସମୟରେ ଏହି ମାସ୍କ ଲଗାଇ ଥିଲେ। ବିଗ୍‌ ବାସ୍‌ରେ ସେ ପିଲ୍ଡିଂ କରୁଥିବା ସମୟରେ ତାଙ୍କ ମୁଁହରେ ଆଘାତ ଲାଗିଥିଲା ଫଳରେ ସେ ଏହି ମାସ୍କ ଲଗାଇ ପଡିଆକୁ ଆସିଥିଲେ। ଠିକ୍‌ ସେହିପରି ଏହି ୱେଷ୍ଟଇଣ୍ଡିସ୍‌ ଖେଳାଳି ମହିଳା ବିଶ୍ୱକପରେ ଏହି ଅଜବ ଧରଣରେ ମାସ୍କ ପିନ୍ଧି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story